ଯଦି ଯେକୌଣସି ସମୟରେ ମହିଳାମାନଙ୍କର ଋତୁସ୍ରାବ ହେଉଥାଏ ତାହେଲେ ଯଦି ଆପଣ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ତାହେଲେ ଆପଣ ଗର୍ଭବତୀ ହୋଇନଥାନ୍ତି । ଶାରୀରିକ ସମ୍ବନ୍ଧ ଏକ ସାମାଜିକ ପ୍ରକ୍ରିୟା ହୋଇଥାଏ ନିଜର ବଂଶକୁ ଆଗକୁ ନେବାପାଇଁ , ସ୍ୱାମୀ ଓ ସ୍ତ୍ରୀ ଏହି ପଦକ୍ଷେପ ନେଇଥାନ୍ତି ଓ ସେମାନେ ପ୍ରତିମାସରେ ପ୍ରାୟ ସମୟ ଶାରୀରିକ ସମ୍ପର୍କ ରଖିଥାନ୍ତି କିନ୍ତୁ ମାସରେ କିଛି ଏମିତି ଦିନ ଆସିଥାଏ ଯେଉଁ ସମୟରେ ମହିଳାମାନଙ୍କର ମାସିକ ଧର୍ମ ହୋଇଥାଏ ଓ ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରହିନଥାଏ ଓ ଉଭୟ ଏଥିପ୍ରତି ବହୁତ ସଚେତନ ମଧ୍ୟ ରାହିଥାନ୍ତି ।
କିନ୍ତୁ କିଛି ତଥ୍ୟ ଅନୁଯାୟୀ କୁହାଯାଇଛି କି ଏହି ସମୟରେ ଶାରୀରିକ ସମ୍ବନ୍ଧ କରିବା ଫଳରେ ମହିଳାମାନେ ଗର୍ଭବତୀ ହୋଇନଥାନ୍ତି । କିନ୍ତୁ କଣ ଏହା ସତ ଯେ ମାସିକ ଧର୍ମ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭବତୀ ହୋଇନଥାନ୍ତି । ଆସନ୍ତୁ ଏହି ବିଷୟରେ ସବୁକିଛି କଥା ଆମେ ଆଲୋଚନା କରିବା ଓ କିପରି ଏଥିରୁ ବର୍ତିପାରିବା ଏହି ସମ୍ପର୍କରେ ଆଲୋଚନା କରିବା ।
ଯୌନ ବିଶେଷଜ୍ଞଙ୍କ ମତରେ ମାସିକ ଧର୍ମ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସେକ୍ସ କରିବାକୁ ବାରଣ କରାଯାଇଥାଏ । ମହିଳାମାନେ ଭାବିଥାନ୍ତି ଯେ ଏହି ସମୟରେ ସେକ୍ସ କରିବା ଦ୍ୱାରା ବୀର୍ଯ୍ୟ ରକ୍ତ ମାଧ୍ୟମରେ ବାହାରକୁ ବାହାରି ଆସିଥାଏ ଓ ସେମାନେ ଗର୍ଭବତୀ ହେବାରୁ ବର୍ତ୍ତି ଯାଆନ୍ତି କିନ୍ତୁ ଏହା ସାଧାରଣତଃ ଭୁଲ ଭାବନା । ଯଦି ଆପଣ ଏହା ଭାବୁଛନ୍ତି ସାଧାରଣତଃ ଏହା ହୋଇନଥାଏ ଆପଣ ଏପରି କରିବା ଦ୍ୱାରା ଗର୍ଭବତୀ ହୋଇପାରିବେ ।
କିନ୍ତୁ ଯଦି ଆପଣ ନିଜର ମାସିକ ଧର୍ମ ସମୟରେ କଣ୍ଡୋମ ବ୍ୟବହାର କରନ୍ତି ଓ ପ୍ରୋଟେକ୍ସନ ବ୍ୟବହାର କରିଥାନ୍ତି ତାହେଲେ ଆପଣ ଗର୍ଭବତୀ ହେବାରୁ ବର୍ତୀ ଯାଆନ୍ତି । ମହିଳାମାନେ ଋତୁଶ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭବତୀ ହୁଅନ୍ତି ନାହିଁ ।
ମାସିକ ଧର୍ମର 14 ଦିନ ପର୍ଯ୍ୟନ୍ତ ମହିଳାମାନଙ୍କର ଗର୍ଭ ଧାରଣ କରିବାର ସମସ୍ୟା ପ୍ରଚୁର ରହିଥାଏ । କିନ୍ତୁ ମହିଳାମାନେ ଭାବନ୍ତି କି ଏହି ମାସିକ ଧର୍ମ ସମୟରେ ସେମାନେ ଶାରୀରିକ ସମ୍ବନ୍ଧ ରଖିଲେ ବିର୍ଯ୍ୟ ତାଙ୍କ ରକ୍ତ ସହ ବାହାରକୁ ବାହାରି ଆସିଥାଏ । କିନ୍ତୁ ବିଶେଷଜ୍ଞ ମାନଙ୍କ ମତରେ ଏହା ଭାବିବା ଭୁଲ ଅଟେ ମାସିକ ଋତୁସ୍ରାବ ସମୟରେ ସେକ୍ସ କଲେ ମଧ୍ୟ ଆପଣ ଗର୍ଭବତୀ ହୋଇଥାନ୍ତି ତେଣୁକରି ଆପଣଙ୍କୁ କଣ୍ଡୋମ ବ୍ୟବହାର କରି ଏହି ସମୟରେ ସେକ୍ସ କରିବା ଉଚିତ ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଯେଉଁ ମହିଳା ମାନଙ୍କର କମ ସମୟ ପର୍ଯ୍ୟନ୍ତ ପିରିୟଡ଼ ହୋଇଥାଏ । ସେମାନଙ୍କର ଗର୍ଭଧାରଣ ହେବା ସମ୍ଭାବନା ରହିଥାଏ । ବିଶେଷଜ୍ଞ ଙ୍କ ମତରେ ମହିଳାମାନଙ୍କ ଗର୍ଭାଶୟରେ ବିର୍ଯ୍ୟ ୭ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଏଣୁ ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ନ ରଖିବା ପାଇଁ ଉପଦେଶ ଦିଆଯାଇଛି ।
ଆପଣ ମାନଙ୍କୁ ଯଦି ଆମର ଏହି ସୂଚନାଟି ଭଲ ଲାଗିଥାଏ ତାହେଲେ ଏହାକୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ