ନାଚୁ ନାଚୁ Rupa ଙ୍କ ସହିତ ଏମିତି କଣ ହେଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ । ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ । ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି ।


ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ । ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରି ପାରିଛି ।

ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି । ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ତେବେ ଏହି ଭିଡ଼ିଓ ଟି କିନ୍ତୁ ଅନ୍ୟ ସବୁ ଭିଡ଼ିଓ ଠାରୁ ଟିକିଏ ଭିନ୍ନ ଏବଂ ନିଆଁରା ରହିଛି ।

ତେବେ ବନ୍ଧୁଗଣ ଆପଣ ରୁପା ଭାଉଜ ଙ୍କୁ ଅନେକ ରୂପରେ ଦେଖିବାକୁ ପାଇଛନ୍ତି କିନ୍ତୁ ତାଙ୍କୁ ଡ୍ୟାନ୍ସ କରୁଥିବା ର ସେ ବି ଶାଢ଼ୀ ରେ ଆପଣ ଦେଖି ନଥିବେ । ତେବେ ଏହି ଭିଡ଼ିଓ ଟିରେ କିନ୍ତୁ ଆମ ରୁପା ଭାଉଜ ଶାଢ଼ୀ ପିନ୍ଧି ଠୁମକା ଲଗାଇ ଡ଼୍ୟାନ୍ସ କରୁଛନ୍ତି ଏବଂ ତା ସହ ଅନେକ ପ୍ରକାରର ମଜାମସ୍ତି ମଧ୍ୟ । ତେବେ ଏହି ଭିଡ଼ିଓ ଟି ଦେଖିଲେ ଆପଣ ମଧ୍ୟ ହସିବାକୁ ଲାଗିବେ । ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ରୁପା ଓ ପିଣ୍ଟୁ ଏକ ଷ୍ଟୁଡିଓ ରେ ଡ଼୍ୟାନ୍ସ ଭିଡ଼ିଓ ରେକର୍ଡ କରିଛନ୍ତି । ଏହି ଡ଼୍ୟାନ୍ସ ପାଇଁ ରୁପା ଭାଉଜ ଶାଢ଼ୀ ପିନ୍ଧିଛନ୍ତି ଏବଂ ଶାଢ଼ୀ ପିନ୍ଧିବା ସହ ସେ ଜବରଦସ୍ତ ଡ଼୍ୟାନ୍ସ ମଧ୍ୟ କରିଛନ୍ତି ।

ତେବେ ଏହା ଅରମାନ ମ୍ୟୁଜିକ ରେ ଏକ ସୁନ୍ଦର ଗୀତ ତୋର ହରିଣୀ ଆଖି । ସୁନ୍ଦର ଡ଼୍ୟାନ୍ସ ସହ ରୁପା ଭାଉଜ ଙ୍କର ଠୁମକା ଏବଂ ତାଙ୍କର ଚମତ୍କାରୀ ଏକ୍ସପ୍ରେସନ ସମସ୍ତ ଙ୍କୁ ପାଗଳ କରି ଦେଇଛି । ତେବେ ଏହି ସେଟ ରେ ଏହି ଦମ୍ପତି ଖୁବ ମଜାମସ୍ତି ମଧ୍ୟ କରିଛନ୍ତି । ରୁପା ଭାଉଜ ଡ଼୍ୟାନ୍ସ କରୁଥିବା ମଝିରେ ଯାହା ପିଣ୍ଟୁ ଭାଇ ଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିଛନ୍ତି, ଆଉ ପିଣ୍ଟୁ ଭାଇ ଖୁବ ହସୁଛନ୍ତି ।

ତେବେ ଏହି ଭିଡିଓ ରେ ରୂପ ଓ ପିଣ୍ଟୁ ଙ୍କ ଭିତରେ ମିଠା ଖାଇବାଇ ପ୍ରତିଯୋଗିତା ମଧ୍ୟ ହୋଇଥିଲା ଯାହା କି ରୁପା ଜିତି ଯାଇଥିଲେ । ତେବେ ପିଣ୍ଟୁ ଦୁଇଟି ମିଠା ଖାଇବା ଭିତରେ ରୁପା ପାଞ୍ଚଟି ମିଠା ଖାଇ ସାରିଥିଲେ । ଏହା ଛଡା ଦୁହେଁ ନିଜ ପରିବାର ଏବଂ ନିଜ କୁନି ଝିଅ ସହିତ ବିତାଇଥିବା ଅନେକ ଦୃଶ୍ୟ କୁ ମଧ୍ୟ ଦେଖାଇଥିଲେ ଯାହା ଖୁବ ସୁନ୍ଦର ଓ ମନୋଲୋଭା ମଧ୍ୟ ହୋଇଥିଲା ।

ତେବେ ଏହି ଭାଇରାଲ ଦମ୍ପତି ଙ୍କର ସହ ସେଠାରେ ଅନ୍ୟ କେତେକ ଯୁବତୀ ମଧ୍ୟ ଡ଼୍ୟାନ୍ସ କରୁଥିବା ର ଦେଖାଯାଇଛି । ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ଖୁବ ପସନ୍ଦ କରିଛନ୍ତି । ତେବେ ଆପଣ ମଧ୍ୟ ରୁପା ଭାଉଜ ଙ୍କର ଏହି ନିଆଁରା ଡ଼୍ୟାନ୍ସ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ । ତେବେ ଆପଣଂକୁ ରୁପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ଚ୍ୟାନେଲ ଏବଂ ଏହି ମାନେ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *