ଏମିତି ବି ଆସେ ମୃତ୍ୟୁ ! 3 ମାସର ଗର୍ଭବତୀ ବାଥରୁମରେ ଚାଲିଗଲା ଜୀବନ, ମୁଣ୍ଡ ବାଡେଇ କାନ୍ଦୁଛି ମା’, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭିଡିଓରେ ହସ୍ପିଟାଲ ବେଡ ଉପରେ ସୋଇଛି ଝିଅ ଆଉ ମା କାନ୍ଦୁଛି କେବଳ ମା ନୁହେଁ ଭାଉଜ ଓ ସାହି ପଡିଶା ବି କାନ୍ଦୁ ଛନ୍ତି ।

ଏହି ଦୃଶ୍ୟ ଦେଖିଲେ ଆପଣ କିଛି ବୁଝି ପାରୁ ନଥିବେ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ସାରଖଣା ପଞ୍ଚାୟତ ସୁଜା ଗଡଝିଙ୍କିରିଆ ଗାଁରେ ଯେଉଁ ଦୁର୍ଘଟଣା ଘଟିଛି ସେଭଳି ଘଟଣା କାହା ସହ ବି ନ ଘଟୁ । ଏହି ହସ୍ପିଟାଲ ଷ୍ଟ୍ରେଚରରେ ସୋଇଥିବା ମହିଳା ଜଣକ ୩ ମାସର ଗର୍ଭବତୀ । ସକାଳୁ ନିଜ ଘର ବାଥୃମକୁ ଶୌଚ ହେବାକୁ ଯାଇଥିଲେ ହେଲେ ବାଥୃମ ଭିତରେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ ଏହି ମହିଳା ଜଣକ ।

ଏହା ପରେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲ ନେଇଥିଲେ । କେବଳ ଏତିକି ନୁହେଁ ବରଂ ପରିବାର ଲୋକଙ୍କ କହିବା ଅନୁସାରେ ମହିଳା ମେଡିକାଲ ଯିବା ପର୍ଯ୍ୟନ୍ତ କଥା ବାର୍ତ୍ତା ବି ହେଉଥିଲେ । ହେଲେ ମେଡିକାଲ ଭିତରକୁ ଗଲା ପରେ ସେ କଥା କହିଲେ ନାହିଁ । ଆଉ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଲେ ଏହା ପରେ ଗାଁ ଗହଳିର ସମସ୍ତ ଲୋକ ହସ୍ପିଟାଲରେ ପହଞ୍ଚି କାନ୍ଦି ଥିଲେ ।

ମହିଳା ଜଣକଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଉପରେ ଚଡକ ପଡିଗଲା । ୭ ମାସ ପରେ ଘରକୁ ନୂଆ ଅତିଥି ଆସିଥାନ୍ତା ସାହି ପଡିଶାଙ୍କୁ ଭୋଜି ବି ଦିଆ ହୋଇଥାନ୍ତା ହେଲେ ସବୁ ସରିଗଲା । ମା ହେବାର ଖୁସି ବଦଳରେ ଘରୁ ବୋହୁର କୋକେଇ ଉଠିଲା । ଆଉ ସ୍ତ୍ରୀକୁ ହରେଈ ସ୍ଵାମୀ ଧର୍ଜ୍ୟ ହରା ହୋଇଯାଇଛନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *