ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ଥାଏ ?
ଉତ୍ତର- ହେଲିକପ୍ଟରରେ ସମୁଦାୟ ୧୨ଟି ସିଟ ଥାଏ ।
୨. ଲାଲକିଲ୍ଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ?
ଉତ୍ତର- ଲାଲକିଲ୍ଲା ଭାରତ ବ୍ଯତୀତ ପାକିସ୍ତାନର ଲାହୋରରେ ଅଛି ।
୩. କେଉଁ ଦେଶରେ କ୍ଷୀର ବିକିବା ଏକ ଅପରାଧ ଅଟେ ?
ଉତ୍ତର- ଫିନଲାଣ୍ଡ ଦେଶରେ କ୍ଷୀର ବିକିବା ଏକ ଅପରାଧ ଅଟେ ।
୪. କେଉଁ ପ୍ରାଣୀର ହାତ କଟିଗଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ହାତ ଆସିଯାଏ ?
ଉତ୍ତର- ପ୍ରଜାପତିର ହାତ କଟିଗଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ହାତ ଆସିଯାଏ ।
୫. ମେଘର ଘର ଭାରତର କେଉଁ ରାଜ୍ୟକୁ କୁହାଯାଏ ?
ଉତ୍ତର- ମେଘର ଘର ଭାରତର ମେଘାଳୟକୁ କୁହାଯାଏ ।
୬. କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ ?
ଉତ୍ତର- ମଙ୍ଗଳ ଗ୍ରହକୁ ଲାଲ ଗ୍ରହ କୁହାଯାଏ ।
୭. ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?
ଉତ୍ତର- ରକ୍ତ ଭଳି ଲାଲ ରଙ୍ଗର ନଦୀ ସ୍ପେନ ଦେଶରେ ଅଛି ।
୮. କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ତାହା କଣ ?
ଉତ୍ତର- ଉଙ୍କୁଣି ଯାହା କଳା ଘାସ ତଥା ଚୁଟିରେ ରୁହେ ଆଉ ନଖରେ ତାର ବିଚାର କରାଯାଏ ।
୯. କହିଲେ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର- ନଡିଆ ଯାହାର ତିନୋଟି ଆଖି ଅଛି ।
୧୦. କାଟିଲେ ରକ୍ତ ନାହିଁ, କୁଟିଲେ ହାଡ ବି ନାହିଁ କି ଜୀବ ସିଏ କହିଲ ଭାଇ ?
ଉତ୍ତର- ଚିଙ୍ଗୁଡିକୁ କାଟିଲେ ରକ୍ତ ନାହିଁ କି କୁଟିଲେ ହାଡ ବି ନାହିଁ ।
୧୧. କାଠର ବାଛୁରି ପଥର ଗାଈ ଯେତେ ଦୂହୁଁ ଥିଲେ ପହ୍ନଉ ଥାଇ ତାହା କଣ ?
ଉତ୍ତର- ଚନ୍ଦନ ।
୧୨. ଗରମ ପାଇଲେ ଉପରକୁ ଉଡେ ଶୀତଳ ପାଇଲେ ତଳକୁ ପଡେ ତାହା କଣ ?
ଉତ୍ତର- ବାଷ୍ପ ଯାହାକି ଗରମ ପାଇଲେ ଉପରକୁ ଉଠିଥାଏ ଓ ଶୀତଳ ହେଲେ ତଳେ ପଡେ ।
୧୩. ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ତାହା ଲନ ?
ଉତ୍ତର- ଭେଣ୍ଡି ଯାହାକି ଗଛରେ ହୁଏ ହେଲେ ଝଡେ ନାହିଁ ।
୧୪. ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ଆପତକାଳ ବାହାନ