Rupa ଙ୍କ ଏମିତି Dance ଦେଖିଲେ ଆପଣ ବି ହେବେ ଦିବାନା…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଏହି ଟେକ୍ନୋଲୋଜି ଦୁନିଆରେ ସମସ୍ତେ ଯେ କୌଣସି ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ଏଥି ନିମନ୍ତେ ସୋସିଆଲ ମିଡିଆ ଏକ ବଡ ମାଧ୍ୟମ ପାଲଟି ଯାଇଛି । ସେ କିଛି କାମ କରି ହେଉ ବା ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି ଅଥବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଜିତିକରି ଟଙ୍କା ରୋଜଗାର କରୁଛନ୍ତି ।

ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଭଲପାଇବା ସାଉଁଟି ପାରୁଛନ୍ତି । ବିଭିନ୍ନ ପ୍ରକାର କଣ୍ଟେଣ୍ଟ ଦ୍ୱାରା ଦର୍ଶକ ମାନଙ୍କୁ ମୋନୋରଞ୍ଜନର ଖୋରାକ ଯୋଗାଇ ଦେଉଛନ୍ତି । ଲୋକମାନେ ମଧ୍ୟ ବହୁତ ଭଲପାଇବା ଦେଉଛନ୍ତି ସେମାନଙ୍କୁ । ତାଙ୍କ ଭିଡିଓ ଏତେ ଭଲ ଲାଗୁଛି ଯେ ଲୋକମାନେ ବହୁତ ଆନନ୍ଦର ସହିତ ଦେଖିଛନ୍ତି ।

ତେବେ ବର୍ତ୍ତମାନ ଆମ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଚର୍ଚ୍ଚାରେ ରହିଛି । ୟୁଟ୍ୟୁବର ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ।

ରୂପା ପିଣ୍ଟୁ ପ୍ରଥମେ ଟିକ୍ ଟକ ରେ ଭିଡିଓ କରୁଥିଲେ କିନ୍ତୁ ପରେ ଏହା ବନ୍ଦ ହୋଇଯିବ ପରେ ଏବେ ୟୁଟ୍ୟୁବରେ ଭିଡିଓ ବନାଉଛନ୍ତି । ଆଉ ବର୍ତ୍ତମାନ ସମୟରେ ସେମାନେ ଓଡ଼ିଆ ଆଲବମ୍ ଭିଡିଓରେ ଅଭିନୟ ମଧ୍ୟ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି । ହରିଣୀ ଆଖି, ସାଧବ ରାଜା ସାଧବ ରାଣୀ, ସିନ୍ଦୂର, ଓଢ଼ଣୀ ପଡିଛି ନାଲି ନାଲି ଆଦି ବହୁତ ଗୁଡ଼ିଏ ଆଲବମରେ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିଛନ୍ତି । କାହାକୁ ଦର୍ଶକ ମାନେ ଖୁବ୍ ଭଲ ପାଉଛନ୍ତି ।

ତେବେ ପୁଣିଥରେ ରୂପା ପିଣ୍ଟୁଙ୍କ ଏକ ନୂଆ ଆଲବମ ଆସିବାକୁ ଯାଉଛି । ଯାହା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ପିଣ୍ଟୁ ନିଜେ ତାଙ୍କ ଫ୍ରେଣ୍ଡ୍ ମାନଙ୍କୁ ଜଣାଇଛନ୍ତି । ପ୍ରେମ ଦିବସ ଅବସରରେ ଏହି ଭିଡିଓ ଆସୁଥିବାର ରୂପା ପିଣ୍ଟୁ ତାଙ୍କ ଫ୍ରେଣ୍ଡ୍ ମାନଙ୍କୁ ଜଣାଇଥିଲେ । ତେବେ ରୂପା ପିଣ୍ଟୁଙ୍କ ଆଗକୁ ଆସୁଥିବା ଆଲବମକୁ ନେଇ ରୂପା ପିଣ୍ଟୁଙ୍କ ଫ୍ରେଣ୍ଡମାନେ ବହୁତ ଖୁସି ଅଛନ୍ତି ।


ତେବେ ଦୁହେଁ ଷ୍ଟୁଡ଼ିଓ ରେ ଡାନ୍ସ ପ୍ରାକ୍ଟିସ କରୁଥିବାର ମଧ୍ୟ ନଜର ଆସୁଛି । ତେବେ ବହୁତ ସୁନ୍ଦର ଭାବରେ ଦୁହେଁ ଡାନ୍ସ କରୁଥିଲେ । ତେବେ ଡାନ୍ସ କରୁ କରୁ ରୂପା ଆସି ପିଣ୍ଟୁ ଙ୍କ ଗୋଡ଼ ଧରି ଜୁହାର ବା ପ୍ରଣାମ କରୁଥିଲେ ଯାହା ପରେ ଦୁହେଁ ବହୁତ ହସିଥିଲେ ମଧ୍ୟ । ଏହା ଛଡା ଆହୁରି ଅନେକ ମଜାମସ୍ତି ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ଏହି ଭିଡିଓ ରେ ।

ତେବେ ଏହା ପରେ ଦୁହେଁ ଷ୍ଟୁଡ଼ିଓ ରୁ ବାହାରି ଏକ ଟେକ୍ସନାରୀ ଦୋକାନ ରୁ କିଛି କିଣାକିଣି କରିବା ପାଇଁ ବାହାରି ଗଲେ ଏବଂ ସେଠାରେ ମଧ୍ୟ କିଛି ଜିନିଷ କିଣିଲେ । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ଦେଖି ଖୁବ ଆନନ୍ଦ ପାଇବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *