ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାକ୍ଷୀ ସାବନ୍ତ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାକ୍ଷୀଙ୍କ ଜବରଦସ୍ତ ଡ୍ୟାନ୍ସ ଓ ଅଭିନୟ ତ ନିଶ୍ଚୟ ଦେଖିଥିବେ । ରାକ୍ଷୀ ବଲିଉଡ ଫିଲ୍ମ ସହିତ କେତେକ ହିନ୍ଦୀ ଟିଭି ରିଆଲିଟି ସୋ ମଧ୍ୟ କରିଛନ୍ତି । ତେବେ ଆସିବା ଦିନରୁ ରାକ୍ଷୀ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ରାକ୍ଷୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓଟି କୋଟି କୋଟି ଲୋକଙ୍କ ମନ ଜିଟିଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓଟି ଚର୍ଚ୍ଚାରେ ରହିଛି । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଖୁସି ହୋଇଯିବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ରାକ୍ଷୀ ସାବନ୍ତଙ୍କ ଏହି ଭାଇରାଲ ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ରାକ୍ଷୀ ସାବନ୍ତ ଓ ତାଙ୍କ ରୀତିଶ ରାସ୍ତା କଡରେ ରହୁଥିବା ଗରିବ ଛୁଆ ମାନଙ୍କ ପାଇଁ ଖାଦ୍ୟ ନେଇ ଯାଉଛନ୍ତି । ଛୁଆ ମାନଙ୍କ ପାଖକୁ ଯାଇ ରାକ୍ଷୀ ସାବନ୍ତ ବସୁ ଛନ୍ତି ଓ ସମସ୍ତଙ୍କୁ ଖାଦ୍ୟ ଦେଉଛନ୍ତି । ରାକ୍ଷୀ ନିଜ ହାତରେ ରାକ୍ଷୀ ଛୁଆଙ୍କୁ ଜୁଷ ପିଆଉ ଛନ୍ତି । ଜୁଷ ପିଆଇବା ସହ ରାକ୍ଷୀ ଛୁଆ ମାନଙ୍କୁ ଜଳଖିଆ ମଧ୍ୟ ଖାଇବାକୁ ଦଉଛନ୍ତି ।
ରାକ୍ଷୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖି ସମସ୍ତ ରାକ୍ଷୀଙ୍କ ଉପରେ ବେସ ଖୁସି ହୋଇଛନ୍ତି ଏହା ସହ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାକ୍ଷୀଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।