Rupa-Pintu ଗୋଟିଏ ଆଲବମ ରୁ କେତେ ଟଙ୍କା ରୋଜଗାର କରନ୍ତି ? ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ୟୁଟ୍ୟୁବ ଚ୍ଯାନେଲ ବିଷୟରେ କହିବାକୁ ଯାଉଛୁ ଯାହା ଅତି କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ରୂପା ପିଣ୍ଟୁ ଖୁସି ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲରେ ରୂପା ଓ ପିଣ୍ଟୁ ନିଜ ଆଲବମ ଭିଡିଓ ଅପଲୋଡ କରନ୍ତି । ଏହା ସହ ଏହି ଚ୍ୟାନେଲରେ ଏହି ଦୁଇଜଣଙ୍କର ଲାଇଫ ଷ୍ଟାଇଲ ଏବଂ ବ୍ଲଗିଙ୍ଗ ଭିଡିଓ ଅପ୍ଲୋଡ ହୁଏ ।

ଉଭୟ ରୂପା ଓ ପିଣ୍ଟୁ ମିଶି ଏହି ଭିଡିଓ ସବୁ ଅପଲୋଡ କରନ୍ତି । ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଇଛନ୍ତି । ବନ୍ଧୁଗଣ ରୂପା ପିଣ୍ଟୁ ନିଜ ଆଲବମ ଭିଡିଓ କେତେ ଟଙ୍କା ପାଉଛନ୍ତି ଆପଣ ମାନେ କଣ ଜାଣିଛନ୍ତି ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଗତ ୮ ମାସ ପୂର୍ବରୁ ରୂପା ପିଣ୍ଟୁଙ୍କ ପ୍ରଥମ ଆଲବମ ଭିଡିଓ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ଧନ୍ୟବାଦ’ । ଏହାର ତିନି ମାସ ପରେ ଆଉ ଗୋଟେ ଆଲବମ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ତୁ ମୋ ମନର ସରକାର’ । ଏହାର ତିନି ମାସ ପରେ ଆଉ ଗୋଟେ ଆଲବମ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ଓଢଣି ପଡିଛି ନାଲି’ ।

ଏହି ସବୁ ଆଲବମ ବହୁତ ହିଟ ହୋଇଛି । ବନ୍ଧୁଗଣ ତାଙ୍କର ଆଲବମ ଗୁଡିକ ହିଟ ହେବା ପରେ ସେ ଗୋଟେ ଆଲବମ ପାଇଁ ୫୦ ହଜାର ଟଙ୍କା ଚାର୍ଜ କରୁଛନ୍ତି । ଗତ କିଛି ଦିନ ତଳେ ସେ ନିଜ ଝିଅ ପାଇଁ ମଧ୍ୟ ଏକ ଆଲବମ ଭିଡିଓ କରିଥିଲେ ତାହା ମଧ୍ୟ ଲୋକମାନେ ବେସ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ରୂପା ପିଣ୍ଟୁଙ୍କ ଆଲବମ ଭିଡିଓ ଗୁଡିକ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *