କେତେ ଦାମିକା ଗାଡି ଚଢନ୍ତି Rupa ଓ Pintu, ସେମାନଙ୍କ କାର Collections ଦେଖିଲେ ମୁଣ୍ଡରେ ହାତ ଦେବେ ଆପଣ..ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ୟୁଟ୍ୟୁବ ଚ୍ଯାନେଲ ବିଷୟରେ କହିବାକୁ ଯାଉଛୁ ଯାହା ଅତି କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ରୂପା ପିଣ୍ଟୁ ଖୁସି ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲରେ ରୂପା ଓ ପିଣ୍ଟୁ ନିଜ ଆଲବମ ଭିଡିଓ ଅପଲୋଡ କରନ୍ତି । ଏହା ସହ ଏହି ଚ୍ୟାନେଲରେ ଏହି ଦୁଇଜଣଙ୍କର ଲାଇଫ ଷ୍ଟାଇଲ ଏବଂ ବ୍ଲଗିଙ୍ଗ ଭିଡିଓ ଅପ୍ଲୋଡ ହୁଏ ।

ଉଭୟ ରୂପା ଓ ପିଣ୍ଟୁ ମିଶି ଏହି ଭିଡିଓ ସବୁ ଅପଲୋଡ କରନ୍ତି । ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପିଣ୍ଟୁଙ୍କ ବାଇକ ଓ କାର କଲେକ୍ସନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରୂପା ଓ ପିଣ୍ଟୁ ୟୁଟ୍ୟୁବ ଚ୍ୟାନେଲ ଖୋଲିବା ପୂର୍ବରୁ ପ୍ରଥମେ ଟିକଟକରେ ସର୍ଟ ଭିଡିଓ ଅପଲୋଡ କରୁଥିଲେ ।

ତାଙ୍କ ଭିଡିଓ ଗୁଡିକୁ ଓଡିଶା ବାସୀ ବେସ ପସନ୍ଦ କଲେ ଏହା ପରେ ସେମାନେ ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ ।ବନ୍ଧୁଗଣ ପିଲା ଦିନରୁ ପିଣ୍ଟୁ ସାଇକେଲ ନେଇ ସ୍କୁଲ ଯାଉଥିଲେ ଏହା ପରେ ସେ କଲେଜରେ ବାଇକ କିଣିଲେ । ତେବେ ବର୍ତ୍ତମାନ ତାଙ୍କ ପାଖରେ ଦୁଇଟି ବାଇକ ଅଛି ଏବଂ ଗୋଟେ କାର ଅଛି । ତାଙ୍କର ପ୍ରଥମ ବାଇକଟି ହେଉଛି ହିରୋ ସ୍ପେଲଣ୍ଡର ଯାହାର ବର୍ତ୍ତମାନର ଦର ରହିଛି ବର୍ତ୍ତମାନ ୮୦ ହଜାର ଟଙ୍କା ।

ଏହାପରେ ତାଙ୍କର ଦିତୀୟ ବାଇକ ହେଉଛି ୟମାହା ଫେଜର ଯାହାର ବର୍ତ୍ତମାନର ମୂଲ୍ୟ ରହିଛି ଦେଢ଼ ଲକ୍ଷ ଟଙ୍କା । ବନ୍ଧୁଗଣ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ ଆଉ ଏକ ନୂଆ କାର କିଣିବାକୁ ଯାଇଛନ୍ତି । ଏହା ସହ ତାଙ୍କ ବାଇକ ଗୁଡିକ ମଧ୍ୟ ନଜର ଆସୁଛି । ବନ୍ଧୁଗଣ ଏହା ସହ ତାଙ୍କ ପାଖରେ ହ୍ୟୁଣ୍ଡାଇ କାର ମଧ୍ୟ ଅଛି ଯାହାର ଦାମ ହେଉଛି 10 ଲକ୍ଷ ଟଙ୍କା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୂପା ଓ ପିଣ୍ଟୁଙ୍କ ଲାଇଫ ଷ୍ଟାଇଲ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *