ପଖାଳ ଦିବସରେ ଓଡିଶାର ଲୋକପ୍ରିୟ ଯୋଡି Rupa ଇ Pintu ଙ୍କ ପଖାଳ ଖିଆ, ପଖାଳ ଖାଉ ଖାଉ ଏମିତି କଣ କହିଦେଲେ Pintu, ଲାଜେଇ ଗଲେ Rupa…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ୟୁଟ୍ୟୁବ ଚ୍ଯାନେଲ ବିଷୟରେ କହିବାକୁ ଯାଉଛୁ ଯାହା ଅତି କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ରୂପା ପିଣ୍ଟୁ ଖୁସି ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲରେ ରୂପା ଓ ପିଣ୍ଟୁ ନିଜ ଆଲବମ ଭିଡିଓ ଅପଲୋଡ କରନ୍ତି । ଏହା ସହ ଏହି ଚ୍ୟାନେଲରେ ଏହି ଦୁଇଜଣଙ୍କର ଲାଇଫ ଷ୍ଟାଇଲ ଏବଂ ବ୍ଲଗିଙ୍ଗ ଭିଡିଓ ଅପ୍ଲୋଡ ହୁଏ ।

ଉଭୟ ରୂପା ଓ ପିଣ୍ଟୁ ମିଶି ଏହି ଭିଡିଓ ସବୁ ଅପଲୋଡ କରନ୍ତି । ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ସାରା ଓଡିଶାରେ ଏହି ଭିଡିଓଟି ଏବେ ଚର୍ଚ୍ଚାରେ ଅଛି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଜି ହେଉଛି ପଖାଳ ଦିବସ । ଗତ କାଲି ଥିଲା ହୋଲି ପର୍ବ ଓ ଆଜି ହେଉଛି ପଖାଳ ଦିବସ । ବନ୍ଧୁଗଣ ଆମ ଓଡିଆ ଘରେ ପଖାଳ ଖାଇବା ପାଇଁ ସମସ୍ତେ ବହୁତ ପସନ୍ଦ କରନ୍ତି । ଧନୀ ହେଉ ବା ଗରିବ ସମସ୍ତେ ପଖାଳ ଖାଇବାକୁ ବେସ ପସନ୍ଦ କରନ୍ତି । ତେବେ ଆଜି ପଖାଳ ଦିବସ ଉପଲକ୍ଷେ ପିଣ୍ଟୁ ଓ ରୂପା ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି ।

ଏହି ଭିଡିଓରେ ଉଭୟ ପିଣ୍ଟୁ ଓ ରୂପା ପଖାଳ ଖାଉଥିବାର ନଜର ଆସୁଛନ୍ତି । ପଖାଳ ସହ ମାଛ ତରକାରୀ, ଶାଗ ଭଜା, ମାଛ ଭଜା, ବିଲାତି ଚଟଣି ଆଉ ଆଚାର ଖାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଲୋକମାନେ ବେସ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *