ସରପଞ୍ଚଙ୍କ ଠାରୁ ନେଇ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ, ସମସ୍ତ ନେତାଙ୍କ ଦରମା କେତେ ? କଣ ଆପଣ ଜାଣନ୍ତି ? ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ନେତା ଓ ମନ୍ତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ହେଲେ ଆପଣ ମାନେ କଣ ଏମାନଙ୍କ ଦରମା ବିଷୟରେ ଜାଣି ଛନ୍ତି । ଏହି ସବୁ ନେତା ଓ ମନ୍ତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସରପଞ୍ଚ ଠୁ ନେଇ ରାଷ୍ଟ୍ରପତିଙ୍କ ଦରମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତର ରାଷ୍ଟ୍ରପତି ହେଉଛନ୍ତି ରାମନାଥ କୋବିନ୍ଦ ତାଙ୍କ ଦରମା ହେଉଛି ମାସକୁ 5 ଲକ୍ଷ ଟଙ୍କା । ଭାରତର ଉପ ରାଷ୍ଟ୍ରପତି ହେଉଛନ୍ତି ଏମ. ଭେଙ୍କାୟାହ ନାଇଡୁ ଓ ତାଙ୍କ ଦରମା ହେଉଛି 4 ଲକ୍ଷ ଟଙ୍କା । ଭାରତର ପ୍ରଧାନତାମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ ଓ ତାଙ୍କ ଦରମା ହେଉଛି ମାସକୁ 3 ଲକ୍ଷ 80 ହଜାର ଟଙ୍କା ।

ଓଡିଶାର ରାଜ୍ୟପାଳ ହେଉଛନ୍ତି ଗଣେସୀ ଲାଲ ଓ ମାସକୁ ତାଙ୍କ ଦରମା ହେଉଛି 3 ଲକ୍ଷ 50 ହଜାର ଟଙ୍କା । ଉପରାଜ୍ୟପାଳ ହେଉଛନ୍ତି ଅନିଲ ବୈଜାଲ ଓ ତାଙ୍କ ଦରମା ହେଉଛି ମାସକୁ 3 ଲକ୍ଷ 25 ହଜାର ଟଙ୍କା । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଅପରାଜିତାଙ୍କ ଦରମା ହେଉଛି 3 ଲକ୍ଷ 30 ହଜାର ଟଙ୍କା ।

ଓଡିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ଓ ତାଙ୍କ ଦରମା ହେଉଛି ମାସକୁ 1 ଲକ୍ଷ 60 ହଜାର ଟଙ୍କା । ଓଡିଶା ବିଧାନ ସଭାର ସଭ୍ୟ ତଥା ଏମଏଲଏ ଙ୍କ ଦରମା ହେଉଛି ମାସକୁ 1 ଲକ୍ଷ ଟଙ୍କା । ଜିଲ୍ଲା ପରିଷଦ ତଥା ଚେୟାରମ୍ୟାନଙ୍କ ଦରମା ମାସକୁ ହେଉଛି 9380 ଟଙ୍କା । ଜିଲ୍ଲା ପରିଷଦର ଦରମା ହେଉଛି ମାସକୁ 7940 ଟଙ୍କା । ପୌର ପାଳିକାର କାଉନ୍ସିଲରଙ୍କ ଦରମା ହେଉଛି ମାସକୁ 15-20 ହଜାର ଟଙ୍କା ।

ବ୍ଲକ ଚେୟାରମ୍ୟାନଙ୍କ ଦରମା ହେଉଛି ମାସକୁ 3530 ଟଙ୍କା । ସରପଞ୍ଚକୁ ଦରମା ହେଉଛି ମାସକୁ 2350 ଟଙ୍କା । ନାଏବ ସରପଞ୍ଚଙ୍କ ଦରମା ହେଉଛି ମାସକୁ 940 ଟଙ୍କା । ତା ହେଲେ ବନ୍ଧୁଗଣ ଏହା ଥିଲା ଆମ ଭାରତ ଓ ଓଡିଶାରେ ଥିବା ସମସ୍ତ ନେତା ଏବଂ ମନ୍ତ୍ରୀ ମାନଙ୍କର ଦରମା ଲିଷ୍ଟ । ତେବେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *