ରୁମୁକୁ ଝୁମାନା ଗୀତରେ ପିଲାଙ୍କ ସହ ଏମିତି ଠୁମକା ଲଗେଇଲେ ଅଙ୍ଗନବାଡି ଦିଦି, ଭାଇରାଲ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଙ୍ଗନବାଡି ଦିଦି ଗାଇଲେ ରୁମୁକୁଝୁମାନା ! ତେବେ ପ୍ରତ୍ଯେକ ପିଲା ପାଇଁ ପାଠର ବହୁତ ଅଧିକ ମହତ୍ଵ ରହିଥାଏ । କାରଣ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପାଠ ନିହାତି ଭାବରେ ଦରକାର ହୋଇଥାଏ । ଯାହା ତାଙ୍କର ମାନସିକ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେବେ ପିଲା ଯେତେବେଳେ ଜନ୍ମରୁ ଧୀରେ ଧୀରେ କରି ବଡ ହୋଇ ଶିକ୍ଷା ଆରମ୍ଭ କରିବାର ବୟସ ଆସିଯାଇଥାଏ ।

ତେବେ ପିଲା ସ୍କୁଲ ଯିବା ପୂର୍ବରୁ ପ୍ରଥମେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥାଏ । ତେବେ ପ୍ରତ୍ଯେକଟି ଗାଁ ଗାଁ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ର ସରକାରଙ୍କ ତରଫରୁ ସ୍ଥାପନ କରାଯାଇଥାଏ । ତେବେ ସେହି ଅଙ୍ଗନବାଡିରେ ପିଲାଙ୍କର ପାଠ ପଢା ସହିତ ତାଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ ପାଠ ସହିତ ନାଚ, ଗୀତର ମଧ୍ୟ ଆୟୋଜନ କରାଯାଇଥାଏ । ଯେଉଁଠାକୁ କୁନି କୁନି ପିଲାମାନେ ଯାଇ ପାଠ ପଢନ୍ତି ।

ଏହା ସହିତ ସେହିଠାରେ ଆୟୋଜନ କରାଯାଉଥିବା ଖେଳକୁଦ, ନାଚଗୀତରେ ମଧ୍ୟ ସାମିଲ ହୋଇ ତାହାର ମଜା ଉଠାଇଥାନ୍ତି । ତେବେ ପିଲା ମାନଙ୍କ ପାଇଁ ଅଙ୍ଗନବାଡିରେ ପାଠ ପଢା ସହ ପିଲାଙ୍କୁ ନଚାଇବା, ଖେଳାଇବା ପାଇଁ ମଧ୍ୟ ଅଙ୍ଗନବାଡି ଦିଦି ଓ ତାଙ୍କର ସହକର୍ମୀ ମଧ୍ୟ ନିଯୁକ୍ତି ପାଇଥାନ୍ତି । ତେବେ ଅଙ୍ଗନବାଡି ଦିଦି ମଧ୍ୟ ଅଙ୍ଗନବାଡି ପିଲାଙ୍କୁ ଶିକ୍ଷା ଦେବା ସହ ତାଙ୍କର ମନୋରଞ୍ଜନ ମଧ୍ୟ କରାଇଥାନ୍ତି । ଯାହା ଦ୍ଵାରା ପିଲାଙ୍କର ପାଠ ପଢା ପ୍ରତି ଅଧିକରୁ ଅଧିକ ଆଗ୍ରହ ଆସିବ ।

ଏହା ସହିତ ପିଲା ପ୍ରତ୍ଯେକ ଦିନ ଅଙ୍ଗନବାଡିକୁ ଆସିବାକୁ ମଧ୍ୟ ମନ ବଳାଇବେ । ତେଣୁ ଏକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି ଦିଦିଙ୍କର ପିଲା ମାଙ୍କ  ସହ ମିଶି ରୁମୁକୁଝୁମାନା ଗୀତରେ ନାଚିବା ଭିଡିଓଟି ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଅଙ୍ଗନବାଡି ଦିଦି ଛୋଟ ଛୋଟ ପିଲା ମାନଙ୍କ ସହ ତାଙ୍କ ମନ ଜାଣି ତାଙ୍କ ପରି ଛୋଟ ପିଲା ହୋଇ ରୁମୁକୁଝୁମାନାରେ ଗୀତରେ ନାଚି ରୁମୁକୁଝୁମାନାର ଗୀତରେ ଥିବା ପ୍ରତ୍ଯେକଟି ଧାଡି ଧାଡି ଲେଖାକୁ ପିଲା ମାନଙ୍କୁ ବୁଝାଉଛନ୍ତି ।

ତେବେ ପିଲା ମାନେ ମଧ୍ୟ ଦିଦିଙ୍କ ସହ ରୁମୁକୁଝୁମମାନା ଗୀତରେ ତାଳରେ ତାଳ ଦେଇ ନାଚୁଥିବାର ନଜର ଆସିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *