ଅଭିନେତ୍ରୀ Bandana Mohapatra କଲେ ବଡ ଖୁଲାସା, କହିଲେ ‘ମୁଁ କାମ କଲା ବେଳେ ଷଡଯନ୍ତ୍ର କରି ମତେ ସେମାନେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଅଭିନୟରେ ଯେମିତି ମା’ ଚରିତ୍ରରେ ଆସିଥାଏ । ସେହିଭଳି ପ୍ରତ୍ଯେକଟି ମୋର ପୁଅ ଓ ଝିଅ ବୟସର ପୁଅ ଓ ଝିଅ ମାନଙ୍କର ମଧ୍ୟ ମୁଁ ମା’ ଭଳି ହିଁ ହୋଇଥାଏ । ତେବେ ହଁ ଏଠାରେ ଆମେ ସେହି କଳାକାରଙ୍କ ବିଷୟରେ କହିବା ଯାଉଛୁ । ଯାହାଙ୍କୁ ଆପଣ ମାନେ ବହୁ ଗୁଡିଏ ସିରିଏଲରେ ମା’ ଚରିତ୍ରରେ ଦେଖି ଆସିଛନ୍ତି । ସେ ହେଉଛନ୍ତି ଆପଣ ସମସ୍ତଙ୍କର ଅତି ପ୍ରିୟ ଅଭିନେତ୍ରୀ ବନ୍ଦନା ।

ତେବେ ବନ୍ଦନା ମ୍ଯାଡାମଙ୍କ କହିବା ଅନୁଯାଇ ମୁଁ ଅଭିନୟ ଦୁନିଆରେ ବହୁ ଗୁଡିଏ ସିରିଏଲ ଓ ଫିଲ୍ମରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇପାରିଛି । ତେବେ ଦୀର୍ଘ ୨୦ ବର୍ଷ ଭଳି ହେବ ମୁଁ ଏକ କଳା ଜଗତକୁ ଆସିସାରିଲିଣି । ତେବେ ସବୁ ଅଭିନୟକୁ ମୁଁ ମୋ ଅନ୍ଦାଜରେ ଭଲ ଭାବରେ କରିବାକୁ ପ୍ରୟାସ କରିଥାଏ । ତେଣୁ ମୋ ଅଭିନୟ ପାଇଁ ମଧ୍ୟ ବହୁତ ଲୋକଙ୍କର ଭଲ ପାଇବା ମଧ୍ୟ ମୋତେ ମିଳିପାରିଛି ।

ତେବେ ସାର୍ଥକ ଚାନେଲରେ କିଛି ବର୍ଷ ତଳେ ପ୍ରସାରିତ ହେଉଥିବା ଅତି ଲୋକପ୍ରିୟ ସିରିଏଲ ପରୀରେ ମୁଁ ମଧ୍ୟ ମା’ ଅଭିନୟ କରିଥିଲି । ସେହି ସିରିଏଲ ସବୁ ସିରିଏଲ ଠାରୁ ମୋ ପାଇଁ ଟିକେ ଅଧିକ ନିଆରା ରହିଥିଲା । ତେବେ ସେହି ସିରିଏଲରେ କାମ କରିବା ମଧ୍ୟରେ ବହୁତ ମଧ୍ୟ ମୋ ଅଭିନୟକୁ ଦେଖି ମୋତେ ପ୍ରଶଂଷା ମଧ୍ୟ କରନ୍ତି । ତେବେ ଏହିଭଳି ମଧ୍ୟ ମୋ ଅଭିନୟ ଦର୍ଶକଙ୍କ ନିକଟରେ ଜାରୀ ରହିଛି ।

ତେବେ ବନ୍ଦନା ମ୍ଯାଡାମଙ୍କ ଗଣ ମାଧ୍ୟମ ଆଗରେ କହିବା ଅନୁସାରେ ମୋତେ ସବୁଥିରେ ଭଗବାନଙ୍କ ଆଶ୍ରୀବାଦରୁ ଖୁସି ମିଳିପାରିଛି । ହେଲେ ଥରେ ଗୋଟିଏ ସିରିଏଲରୁ ଷ-ଡ-ଯ-ଅନ୍ତ୍ର କରି କାଢି ଦିଆଯାଇଥିଲା । ଯେଉଁଥି ପାଇଁ ମୋତେ ବହୁତ କଷ୍ଟ ହୋଇଥିଲା । ଦୀର୍ଘ ୭ ଦିନ ଭଳି ଠିକ ସେ ଖିଆପିଆ ମଧ୍ୟ କରିନଥିଲି । ହେଲେ ଭଗବାନଙ୍କ ଦୟାରୁ ମଧ୍ୟ ସେହି ସିରିଏଲ ପରେ ପରେ ବହୁତ ଭଲ ଅନ୍ୟ ଏକ ସିରିଏଲରୁ ଅଭିନୟ କରିବାର ଚାନ୍ସ ମିଳିଯାଇଥିଲା ।

ମୋର ଓଡିଶୀ ନୃତ୍ୟ ପ୍ରତି ବହୁତ ରୁଚି ରହିଥିଲା । ଯଦି ମୋର ଆଁଠୁ ଭଲ ଥାନ୍ତା । ତେବେ ମୁଁ ଓଡିଶୀ ନୃତ୍ୟ କରି ସ୍ଟେଜ ଉପରେ ଦର୍ଶକଙ୍କର ମନୋରଞ୍ଜନ କରିପାରିଥାନ୍ତି ବୋଲି ବହୁତ ବଡ ଇଛା ରହିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *