Rudra ଙ୍କ ମହାନତା, ଗରିବ ମା-ପୁଅ ଙ୍କ ଦୁଃଖ ଶୁଣି କରିଲେ ଏମିତି କାମ, ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ଏମଏଲଏ ରୁଦ୍ର ପ୍ରତାପ ମହାରଥୀଙ୍କୁ ତ ନିଶ୍ଚୟ ଜାଣି ଥିବେ । ଗତ କିଛି ଦିନ ତଳେ ପିପିଲି ନିର୍ବାଚନରେ ରୁଦ୍ର ବିଜୟୀ ହୋଇ ଏମଏଲଏ ହୋଇଥିଲେ । ତେବେ ଏମଏଲଏ ହେବା ପରେ ରୁଦ୍ର ନିଜ ସମାଜ ସେବା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ପିପିଲିର ନବ ନିର୍ବାଚନ ବିଧାୟକ ରୁଦ୍ର ପ୍ରତାପ ଏବେ ଜଣେ ରାଜନେତା କିନ୍ତୁ ପାଠ ପଢାରେ ସେ ବହୁତ ଦକ୍ଷ ଜଣେ ମେଧାବୀ ଛାତ୍ର ମଧ୍ୟ ଅଟନ୍ତି ରୁଦ୍ର ପ୍ରତାପ ।

ତେବେ ସେ ଛାତ୍ରର ମନ କିଭଳି ସମ୍ଭାଳିବ ଯେତେବେଳେ ଆଉ ଜଣେ ଛାତ୍ର ଅର୍ଥ ଅଭାବରୁ ପାଠ ପଢିପାରିବ ନାହିଁ । ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହେଉଛି ରୁଦ୍ରଙ୍କ ବାସ ଭବନର ଯେଉଁଠି ସହାୟତା ପାଇଁ ଧାଇଁ ଆସି ଛନ୍ତି ବେଲାଙ୍ଗର ଅମିତ କାନ୍ଦି ଓ ତାଙ୍କ ମା ।

ଅର୍ଥ ଅଭାବରୁ ଆଗକୁ ପାଠ ପଢିବା ପାଇଁ ଅକ୍ଷମ ଅଛନ୍ତି ଅମିତ । ତେବେ ଅମିତଙ୍କ ପାଠ ପଢାର ସମସ୍ତ ଦାୟିତ୍ଵ ବହନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ । ଭିଡିଓରେ ଅମିତଙ୍କୁ ପ୍ରତିଶ୍ରୁତି ଦେବା ସହିତ ଜଣେ ଭଲ ମଣିଷ ହେବା ପାଇଁ କହୁଛନ୍ତି ରୁଦ୍ର । ଅମିତଙ୍କ ଠାରୁ ଫୋନ ନମ୍ବର ନେଉଛନ୍ତି ଓ ଆଡ୍ମିସନ ବେଳେ ତାଙ୍କ ପାଖକୁ ଆସି ଟଙ୍କା ନେବା ପାଇଁ ମଧ୍ୟ କହୁ ଛନ୍ତି ରୁଦ୍ର ।

ବନ୍ଧୁଗଣ ଅମିତଙ୍କ ମାଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ରୁଦ୍ର । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ରୁଦ୍ରଙ୍କ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି । ଅମିତଙ୍କୁ ରୁଦ୍ର କହୁଛନ୍ତି-‘ତମ ପଢା କମ୍ପ୍ଲିଟ କରେଇବା ଦାୟିତ୍ଵ ମୋର ହେଲେ ଘରର ସମସ୍ତ ଦାୟିତ୍ଵ ତମେ ନେବ, ମୋ ସାମ୍ନାରେ କୁହ’ । ବନ୍ଧୁଗଣ ରୁଦ୍ରଙ୍କ ଏହି ସବୁ କଥା ଶୁଣି ଲୋକ ମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।

ରୁଦ୍ର ବିଧାୟକ ହେବା ପରେ ଲୋକ ମାନଙ୍କ ପାଇଁ ବହୁତ ଭଲ କାମ କରୁଛନ୍ତି ଯାହାର ଭିଡିଓ ବି ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ଗତ କିଛି ଦିନ ତଳେ ଜଣେ ମହିଳା ରାସ୍ତା ମଝିରେ ଚେତା ହରାଇ ଥିଲେ ସେତେବେଳେ ରୁଦ୍ର ନିଜ ଗାଡିରେ ସେହି ମହିଳାଙ୍କୁ ବସାଇ ହସ୍ପିଟାଲ ନେଇଥିଲେ । ଏବେ ଅମିତଙ୍କ ପଢା ଦାୟିତ୍ଵ ନେଇଛନ୍ତି ରୁଦ୍ର । ତା ହେଲେ ବନ୍ଧୁଗଣ ରୁଦ୍ରଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *