Ollywood ରେ ସବୁଠୁ ଦାମୀ ଅଟେ ଏହି 5 ହିରୋଇନ ଙ୍କ ବିବାହ ଡ୍ରେସ, 2 ନଂ ହିରୋଇନ ଙ୍କ ଡ୍ରେସ ତ…ବାପରେ ବାପ ! ଏତେ ଦାମ

ନମସ୍କାର ବନ୍ଧୁଗଣ ତେବେ ବିବାହ ଦିନଟି ସମସ୍ତଙ୍କ ପାଇଁ ଖୁବ ଖାସ ହୋଇଥାଏ । ବିବାହର ଅନେକ ଦିନ ପୂର୍ବରୁ ହିଁ ସପିଙ୍ଗ ଆରମ୍ଭ ହୋଇଯାଏ । ଆଉ ସବୁଠୁ ବେଶୀ ଚିନ୍ତା ଥାଏ ସେଦିନ କଣ ଡ୍ରେସ ପିନ୍ଧିବେ । କେଉଁ ପୋଷାକ ପିନ୍ଧିଲେ ଉଭୟେ ସବୁଠୁ ସୁନ୍ଦର ଦେଖାଯିବେ । କାରଣ ଉଭୟ ବରକନ୍ୟା ଏମିତି ଏକ ବିଶେଷ ଦିନରେ ସବୁଠୁ ବେଷ୍ଟ ଦେଖାଯିବାକୁ ଇଚ୍ଛା ରଖିଥାନ୍ତି । ଏହି ଦିନରେ ଉଭୟଙ୍କ ମୁହଁରେ ଏକ ଅଲଗା ପ୍ରକାରର ଚମକ ଥାଏ ।

ଖାସ କରି ଗୋଟିଏ ଝିଅ ର ସ୍ୱପ୍ନ ଥାଏ ତା ବିବାହ ଦିନ ସେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ । ତେବେ ଆଜି ଆମେ ଓଲିଉଡ ଜଗତର କିଛି ଏଭଳି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ନିଜ ବିବାହ ଦିନ ଖୁବ ସୁନ୍ଦର ଦିଶୁଥିଲେ ଏବଂ ସବୁଠାରୁ ମହଙ୍ଗା ଡ୍ରେସ ମଧ୍ୟ ପିନ୍ଧିଥିଲେ । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ । ତେବେ ଓଡ଼ିଆ ସିନେମା ରେ ନିଜର ଦମଦାର ଅଭିନୟ ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅର୍ଚ୍ଚିତା ନିକଟରେ ହିଁ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଥିଲେ । ତେବେ ଅର୍ଚିତା ନିଜର ମେହେନ୍ଦୀ ଠାରୁ ବିବାହ ପର୍ଯ୍ୟନ୍ତ ବହୁତ ସୁନ୍ଦର ଦିଶୁଥିଲେ ଏବଂ ଖୁବ ମହଙ୍ଗା ଡ୍ରେସ ମଧ୍ୟ ପିନ୍ଧିଥିଲେ ତେବେ ସେ ବିବାହ ଦିନ ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯାହା ସେ ନିଜ ଡିଜାଇନର ଙ୍କ ଦ୍ଵାରା ପ୍ରସ୍ତୁତ କରିଥିଲେ ଏବଂ ସେ ସେଥିରେ ବହୁତ ସୁନ୍ଦର ମଧ୍ୟ ଦିଶୁଥିଲେ ତେବେ ତାଙ୍କ ଲେହେଙ୍ଗା ର ଦାମ ହେଉଛି ୮୦ ହଜାର ଟଙ୍କା ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଓଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ପରିଡା । ତେବେ ସେ ମଧ୍ୟ ନିଜର ସୁନ୍ଦର ଅଭିନୟ ଏବଂ ପ୍ରତିଭା ରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ତେବେ ସେ ନିକଟରେ ହିଁ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଥିଲେ । ତେବେ ସେ ନିଜ ବିବାହ ଦିନ ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଏବଂ ସେଥିରେ ସେ ବହୁତ ସୁନ୍ଦର ମଧ୍ୟ ଦିଶୁଥିଲେ ତେବେ ସେହି ଲେହେଙ୍ଗା ର ଦାମ ହେଉଛି ୩୦ ହଜାର ଟଙ୍କା ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ତଥା ଆଙ୍କର ଏଲି ପାଢ଼ୀ । ତେବେ ଏଲି ଅନେକ ଧାରାବାହିକ,ରିୟାଲିଟି ଶୋ ଏବଂ ସିନେମା ରେ ବହୁତ ସୁନ୍ଦର କାମ କରିଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି । ତେବେ ଏଲି ୨୦୧୯ ରେ ବିବାହ କରିଥିଲେ । ତେବେ ସେ ନିଜ ବାହାଘର ଦିନ ସେ ପୋଷାକ ଏବଂ ଗହଣା ପ୍ରତି ବହୁତ ଧ୍ୟାନ ଦେଇଥିଲେ ତେବେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯାହାର ଦାମ ୪୦ ହଜାର ଟଙ୍କା ତେବେ ସେ ସେଥିରେ ମଧ୍ୟ ବହୁତ ସୁନ୍ଦର ଦିଶୁଥିଲେ ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଓଲିଉଡ ର ସୁନ୍ଦରୀ ଅଭିନେତ୍ରୀ ଝିଲିକ । ତେବେ ଝିଲିକ ଙ୍କୁ ଆପଣ ଅନେକ ସିନେମା ରେ ଅଭିନୟ କରି ଥିବାର ଦେଖିଥିବେ ନିଶ୍ଚିତ । ତେବେ ସେ ୨୦୨୦ ମସିହାରେ ଏମଏଲେ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ତେବେ ସେ ଏହି ଦିନ ଏକ ସୁନ୍ଦର ନାଲି ରଙ୍ଗର ଶାଢ଼ୀ ଟି ପିନ୍ଧିଥିଲେ ଏବଂ ଖୁବ ସୁନ୍ଦର ମଧ୍ୟ ଦିଶୁଥିଲେ ତେବେ ଏହି ଶାଢୀ ର ଦାମ ୨୦ ହଜାର ଟଙ୍କା ।

୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ସୋମାଲିନ ପରିଡା । ତେବେ ରଜ କୁଇନ ପରେ ଅନେକ ମ୍ୟୁଜିକ ଭିଡିଓ ତଥା ଧାରାବାହିକ ରେ କାମ କରିଛନ୍ତି ସୋମାଲିନ । ତେବେ ସୋମାଲିନ ୨୦୨୧ ନଭେମ୍ବର ୨୧ ରେ ନିଶିତ ନାୟକ ଙ୍କୁ ବିବାହ କରିଥିଲେ । ତେବେ ସୋମାଲିନ ନିଜ ବାହାଘର ଦିନ ଖୁବ ସୁନ୍ଦର ମଧ୍ୟ ଦିଶୁଥିଲେ ତେବେ ସେ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯାହାର ଦାମ ୪୦ହଜାର ଟଙ୍କା ।

Leave a Reply

Your email address will not be published. Required fields are marked *