Rudra Maharathy କହିଲେ ‘ଆମେ ନୂଆ ବିଧାୟକ, ହେଲେ ଦୁଃଖର ବିଷୟ ଜୟନାରାୟଣଙ୍କ ଠାରୁ ଆମେ ଭଲ ଶିଖିବାକୁ ପାଉନୁ, ସେ ଯଦି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁର୍ଭାଗ୍ୟ ଜୟନାରାୟଣଙ୍କ ଭଳି ନେତା ଆମେ ପାଇଛୁ । ତେବେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ମୁହଁରୁ ଏପରି କିଛି ବୟାନ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ଶୁଣିବାକୁ ମିଳିଛି । ତେବେ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ କହିବା ଆଧାରରେ ଆମ ଭଳି ଯେଉଁ ମାନେ ଯୁବପିଢୀର ପିଲା ପ୍ରଥମ କରି ରାଜନୀତିର ପାହଞ୍ଚରେ ଚଢିବେ ।

ସେମାନେ ସିନିୟର ରାଜନେତାଙ୍କ ଠାରୁ ବହୁତ କିଛି ଶିକ୍ଷଣୀୟ କଥା ଶିଖିବାକୁ ପାଇବୁ । ତେବେ ଆମର ହିଁ ଦୁର୍ଭାଗ୍ୟ ଜୟନାରାୟଣଙ୍କ ଠାରୁ ସେପରି କିଛି ମଧ୍ୟ ଭଲ କଥା ଶିଖିବାକୁ ପାଉନୁ । ତେବେ ରାଜନୀତିରେ ଭଲ ଭଲ କଥା ଶିଖିକି ଆମେ ଉନ୍ନତିର ପଥରେ ଆଗେଇ ଯିବା ପାଇଁ ସିନିୟର ନେତା ମାନଙ୍କ ଠାରୁ ବହୁତ କିଛି ଶିଖିବାର ଆମକୁ ରହିଛି । ହେଲେ କିଛି ଲୋକଙ୍କ ପାଇଁ ଖରାପ ବାତାବରଣ ରାଜନୀତିରେ ସୃଷ୍ଟି ହେଉଛି ।

ଯାହା ରାଜନୀତି ପାଇଁ ଗୋଟେ ଗୋଟେ କଳଙ୍କ ହୋଇଯାଉଛି । ତେବେ ବିଧାୟକ ରୁଦ୍ର ମହାରଥୀ ନିଜସ୍ଵ ମତ ପ୍ରକାଶ କରି ଗଣ ମାଧ୍ୟମ ଆଗରେ ଏପରି କିଛି ମଧ୍ୟ କହିଛନ୍ତି । ଯେଉଁଠାରେ କି ବିଧାୟକ ରୁଦ୍ର କହିଛନ୍ତି ମୁଁ ମଧ୍ୟ ଜୟନାରାୟଣଙ୍କ ଠାରୁ କିଛି ଭଲ ଶିଖିଥାନ୍ତି । ହେଲେ ସେପରି କିଛି ତାଙ୍କ ପାଖରେ ଭଲ ଗୁଣର ବୈଶିଷ୍ଠ ନାହିଁ । ଯାହାକୁ ମୁଁ ଅନୁସରଣ କରି ରାଜନୀତିରେ ଶ୍ରୁଙ୍ଖଳାର ସହ ଆଗେଇ ପାରିବି ।

ଯେହେତୁ ଜୟାନାରାୟଣ ଜଣେ ଲିଡର ଅଫ ଅପଜିଟରେ ଅଛନ୍ତି । ତେଣୁ ତାଙ୍କ ଠାରୁ କିଛି ପୋଜିଟିଭ କଥା ହିଁ ଆମେ ଆଶା କରୁ । ତେବେ ତାଙ୍କ ଠାରୁ କିଛି ପୋଜିଟିଭ ଜାଗାରେ କେବଳ ନେଗେଟିଭ କଥା ହିଁ ସୋସିଆଲ ମିଡିଆରେ ହେଉ ବା କୌଣସି ମାଧ୍ୟମରେ ଶୁଣିବାକୁ ପାଉଛୁ । ଯାହାକି ଠିକ କଥା ନୁହେଁ । ତେବେ ଜୟନାରାୟଣଙ୍କ ବ୍ୟବହାର ତଥା ଆଚରଣକୁ ଘୋର ବିରୋଧ କରି କହିଛନ୍ତି ବିଜେଡି ବିଧାୟକ ରୁଦ୍ର ମହାରଥୀ ।

ତେବେ ବିଧାୟକ ରୁଦ୍ର ମହାରଥୀଙ୍କ କହିବା ଅନୁଯାଇ ଜୟନାରାୟଣଙ୍କ ବ୍ୟବହାର କଣ ସେଇଟା ଆମେ ସମସ୍ତେ ଭଲରେ ଜାଣିଛୁ । ତେବେ ଖାଲି ଆମେ କାହିଁକି ସାରା ଓଡିଶାବାସୀ ମଧ୍ୟ ଜୟାନାରାୟଣଙ୍କ ବ୍ୟବହାର ଆଚରଣ କଣ ଓ କିଭଳି ସମସ୍ତେ ଜାଣିଯାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *