‘ବଡ ହେଲେ ମୁଁ ବାବୁଶାନଙ୍କ ହିରୋଇନ ହେବି, ଆଉ ସମସ୍ତଙ୍କୁ ମୋଟ…’ ଦେଖନ୍ତୁ କଣ କହିଲେ ଶିଶୁ କଳାକାର ପ୍ରିୟାନ୍ସି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଡ ହେଲେ ବାବୁଶାନ୍ ଙ୍କ ହିରୋଇନ ହେବି । ତେବେ ଘରେ ଘରେ ଅତି ପରିଚିତ ସମସ୍ତଙ୍କର ଅତି ପ୍ରିୟ ଶିଶୁ କଳାକାର ପ୍ରିୟାନସୀ ମହାପାତ୍ରଙ୍କ କୁନି ମୁହଁରୁ ଏପରି କିଛି ମଧୁରମୟ ମିଠା କଥା ଶୁଣିବାକୁ ମିଳିଛି । ତେବେ ମିଡିଆ ଆଗରେ ନିଜର ମନର ସବୁ କଥା ଖୋଲି ପ୍ରିୟାନସୀ କିଛି ଏପରି କଥା ବାଢିଛନ୍ତି । ତେବେ ମୁଁ ଆପଣଙ୍କର ଇତି, ନେତ୍ରା, ପ୍ରିୟା, ମଙ୍ଗଳା ଓ ପ୍ରିୟାନସୀ ଆପଣ ସମସ୍ତଙ୍କୁ ନମସ୍କାର କରୁଛି ।

ତେବେ ଓଡିଆ ତରଂଗ ଚାନେଲରେ ଅନେକ ଗୁଡିଏ ସିରିଏଲରେ ଶିଶୁ କଳାକାର ରୂପେ ପ୍ରିୟାନସୀଙ୍କୁ ଦେଖିବାକୁ ମିଳିଛି । ଯେଉଁ ସବୁ ସିରିଏଲ ମାନଙ୍କରୁ ପ୍ରିୟାନସୀ ଅନେକ ଗୁଡିଏ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତେବେ ପ୍ରିୟାନସୀଙ୍କ କହିବା ଅନୁଯାଇ ମୁଁ ବଡ ହେଲେ IAS ଅଫିସର, ଡାକ୍ତର, ହିରୋଇନ ହେବି । ମୋର ସବୁଠାରୁ ଫେଭରେଟ ହିରୋ ହେଉଛନ୍ତି ବାବୁଶାନ ଓ ସଲମାନ ଖାନ । ତେବେ ଯଦି ମୁଁ ବଡ ହେଇକି ହିରୋଇନଟିଏ ହୋଇଯାଏ ।

ତେବେ ବାବୁଶାନଙ୍କ ଫିଲ୍ମରେ ମୁଁ ହିରୋଇନ ହେବି ବୋଲି ବହୁତ ବଡ ଇଛା ରହିଛି ବୋଲି ଶିଶୁ କଳାକାର ପ୍ରିୟାନସୀ କହିଛନ୍ତି । ତେବେ ପ୍ରିୟାନସୀଙ୍କ କହିବା ଆଧାରରେ ମୋତେ ଫ୍ରୀ ସମୟରେ ଡାନସିଙ୍ଗ, ମୋଡେଲୀଙ୍ଗ, ଆକ୍ଟିଙ୍ଗ ଓ ଡ୍ରଇଙ୍ଗ ମଧ୍ୟ କରିବାକୁ ଭଲ ଲାଗିଥାଏ । ଏହା ଛଡା ପ୍ରିୟାନସୀଙ୍କ ସବୁଠାରୁ ଭଲ ଖାଇବା ହେଉଛି ଚିକେନ ବିରିଆନୀ ଓ ମଟନ ଦମ ବିରିଆନୀ । ଏହା ଛଡା ଫଳ ଉପରେ ବାନାନା ଓ ମାଙ୍ଗୋ ଖାଇବାକୁ ବହୁତ ରୁଚି ରଖିଥାନ୍ତି ବୋଲି ପ୍ରିୟାନସୀ କହିଥିଲେ ।

ତେବେ ପ୍ରିୟାନସୀ କହିଛନ୍ତି ଯେ ମୋ ପ୍ଯାରେଣ୍ଟସ ସବୁଠାରୁ ଭଲ । ମାଆ ଓ ବାପା କେବେବି ମୋତେ ଗାଳିମନ୍ଦ କରନ୍ତି ନାହିଁ । ମୁଁ ତାଙ୍କର ସବୁଠାରୁ ସୁନା ଝିଅ । ଯେତେବେଳେ ଯାହା କହିଥାଏ ସବୁ ଆଣି ମୋତେ ଦେଇଥାନ୍ତି । ଯେତେବେଳେ ମୁଁ ମୋର ସିରିଏଲର ଅଭିନୟରୁ ପ୍ରଥମ 2000 ଟଙ୍କା ପାଇଥିଲି । ସେତେବେଳେ ମାମା  ଓ ବାପାଙ୍କୁ ସମାନ ଭାଗ କରି ଦେଇଥିଲି ବୋଲି କୁନି କଳାକାର ପ୍ରିୟାନସୀ ମୁହଁରୁ ଶୁଣିବାକୁ ମିଳିଥିଲା ।

ତେବେ କୁନି କଳାକାର ପ୍ରିୟାନସୀଙ୍କର ଅଭିନୟର କ୍ଯାରିଅର ଏହିପରି ଭାବରେ ଜାରୀ ରହିବା ସହ ଆଗକୁ ଆହୁରି ଭଲ ଭଲ ସିରିଏଲରେ ଅଭିନୟ କରି ସମସ୍ତଙ୍କୁ ଭେଟି ଦିଅନ୍ତୁ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *