ବଡ ଖୁସି ଖବର ! South ବ୍ଲକବଷ୍ଟର ଫିଲ୍ମ RRR କୁ ବି ପଛରେ ପକାଇ ଇତିହାସ ରଚିଲା ଓଡିଆ ଫିଲ୍ମ ଦମନ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ପୁଣି ଚର୍ଚା ରେ “ଦମନ” ଚଳଚିତ୍ର । ପୁଣି ଆଶ୍ଚର୍ଯ୍ୟ କରିଛି ବର୍ତ୍ତମାନ ସମସ୍ତଙ୍କୁ “ଦମନ” ଚଳଚିତ୍ର । ନା ତେଲୁଗୁ ଚଳଚିତ୍ର ନା ହିନ୍ଦୀ ଚଳଚିତ୍ର ସମସ୍ତଙ୍କୁ ସିଧା ସଳଖ ଟକ୍କର ଦେଉଛି ଏହି “ଦମନ” ଫିଲ୍ମ । ଫିଲ୍ମ ର ନାମ ଅନୁଯାୟୀ ନିଜର ଦମ ଦେଖାଉଛି “ଦମନ” । ଖବର ଅନୁଯାୟୀ ଫିଲ୍ମ RRR କୁ ପଛରେ ପକାଇଛି “ଦମନ” ଫିଲ୍ମ  । ତଥ୍ୟ ଆଧାରରେ ଗୋଟିଏ ଓଡିଆ ଫିଲ୍ମ ଏହିଭଳି ଦିନେ ଏତେ ଆଗକୁ ଚାଲିଯିବ ତାହା ଦର୍ଶକ ଙ୍କ ଆକଳନ ବାହାରେ ଥିଲା ।

କିନ୍ତୁ ବର୍ତ୍ତମାନ ତେଲୁଗୁ ଫିଲ୍ମ RRR କୁ ଯେଉଁଭଳି ଭାବରେ ପଛରେ ପକାଇଛି ସତରେ ତାହା ଓଡିଆ ଦର୍ଶକ ଙ୍କ ପାଇଁ ଏହା କୌଣସି ଏକ ଚମତ୍କାର ଠାରୁ କମ ନୁହେଁ । ତେବେ କେବଳ ଯେ ସାରା ଭାରତରେ ଦମନ କୁ ନେଇ ଖାଲି ଚର୍ଚା ଲାଗି ରହିଛି ତାହା ନୁହେଁ । ବର୍ତ୍ତମାନ ସୁପରହିଟ ହୋଇଥିବା ଫିଲ୍ମ RRR କୁ ମଧ୍ୟ ପଛରେ ପକାଇଛି ଏହି ଦମନ ଫିଲ୍ମ ।

IMDB ରିପୋର୍ଟ ଅନୁଯାୟୀ ବିଶ୍ଵ ସ୍ତରରେ ରିଲିଜ ହେଉଥିବା ସମସ୍ତ ଫିଲ୍ମ ର ରେଟିଙ୍ଗ ସୋ କରିଥାଏ । ଏହି ରିପୋର୍ଟ ଗୋଟିଏ ଫିଲ୍ମ ର ବଡ ମାନଦଣ୍ଡ ହିସାବରେ ଧରି ନିଆଯାଇଥାଏ ।ଫିଲ୍ମର ଗୁଣବତା ଠାରୁ ଆରମ୍ଭ କରି ଦର୍ଶକଙ୍କ ପସନ୍ଦ କୁ ନଜରରେ ରଖି ଏହି ରେଟିଙ୍ଗ ପ୍ରସ୍ତୁତ ହୋଇଥାଏ । ଏହି ରିପୋର୍ଟ ରେ RRR ଫିଲ୍ମ କୁ ୧୦ ରୁ ୮ ପଏଣ୍ଟ ମିଳିଥିବା ବେଳେ ଓଡିଆ ଫିଲ୍ମ “ଦମନ” କୁ ମିଳିଛି ୯.୪ ପଏଣ୍ଟ ।

ଏହି ରେଟିଙ୍ଗ ରୁ ସ୍ପଷ୍ଟ ଜଣା ପଡୁଛି ଯେ ଫିଲ୍ମ ଟି କେତେ ପ୍ରଭାବଶାଳୀ ହୋଇପାରିଛି । ଫିଲ୍ମରେ ଥିବା ଦୃଶ୍ୟଠାରୁ ଆରମ୍ଭ କରି ଫିଲ୍ମ ର କାହାଣୀ ସମସ୍ତଙ୍କୁ ପସନ୍ଦ ଆସିଛି । “ଦମନ” ଫିଲ୍ମ ର ଏହିଭଳି ସଫଳତା ନିଶ୍ଚିତ ଭାବରେ ଆଗକୁ ଓଡିଆ ଫିଲ୍ମ ଜଗତରେ ବହୁତ ବଡ ପରିବର୍ତ୍ତନ ଆଣିବାକୁ ଯାଉଅଛି ।

କାରଣ ଯେଉଁ ଦର୍ଶକ ମାନେ ଓଡିଆ ଫିଲ୍ମ ରୁ ନିଜ ମୁହଁ ଫେରାଇ ନେଉଥିଲେ ବର୍ତ୍ତମାନ ସମସ୍ତେ ଦୌଡି ଯାଇଛନ୍ତି ଏହି ଓଡିଆ ଫିଲ୍ମ “ଦମନ” ଦେଖିବାକୁ । ସୋ-ସି-ଆ-ଲ ମି-ଡି-ଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ସମସ୍ତେ ଏହି ଓଡିଆ ଫିଲ୍ମ କୁ ପ୍ରଶଂସା କରିଛନ୍ତି । ତେଲୁଗୁ ଫିଲ୍ମ RRR କୁ ପଛରେ ପକାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଏହାଠାରୁ ବଡ କଥା ଆଉ କ’ଣ ହୋଇପାରେ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *