ରାସ୍ତାକୁ ଓହ୍ଲାଇଲେ ମାଡ଼ିବସୁଛି ପୋଲିସ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସଡକ ସୁରକ୍ଷା ଜୀବନ ରକ୍ଷା । ତେବେ ରାସ୍ତା ଘାଟରେ ପ୍ରତିଦିନ ହଜାର ହଜାର ଗାଡି ମାନେ ଯାତାୟାତ କରୁଛନ୍ତି । ତେବେ ଗାଡିରେ ବସି ବହୁ ଯାତ୍ରୀ ମଧ୍ୟ ଯିବା ଆସିବା କରୁଛନ୍ତି । ତେବେ ସେଥିପାଇଁ ଯାତ୍ରୀ ମାନଙ୍କର ସୁରକ୍ଷାରେ ଗମନାଗମନ ପାଇଁ ରାସ୍ତା ଉପରେ ଟ୍ରାଫିକ ପୋଲିସ ମାନେ ଟ୍ରାଫିକ ନିୟମ ସହ ଗାଡି ମାନଙ୍କୁ ଯିବା ଆସିବା କରିବା ପାଇଁ ଦେଇଥାନ୍ତି ।

ତେବେ ସୂଚନା ଅନୁସାରେ ରାଉଳକେଲା ସହରରେ ଯାନବାହାନ ଯାଞ୍ଚ କଡାକଡି କରାଯାଇଛି । ପୋଲିସ ତରଫରୁ ରାଉଳକେଲାର ସବୁ ମେନ୍ ରାସ୍ତା ଉପରେ ନିୟମକୁ ପୁରା କଡାକଡି ଭାବରେ ଲାଗୁ କରାଯାଇଛି । ତେବେ ବିଶେଷ କରି ଟ୍ରାଫିକ ଛକ ମାନଙ୍କରେ ଟ୍ରାଫିକ ପୋଲିସ ମାନେ ନିଜକୁ ସଂପୂର୍ଣ୍ଣ ଭାବରେ ସଜାଗ କରି ରହିଛନ୍ତି । ତେବେ ଯେଉଁ ଯାତ୍ରୀ ମାନେ ଗାଡି ଚଳାଇବା ସହ ଟ୍ରାଫିକ ନିୟମର ସମସ୍ତ ନିୟମକୁ ଅନୁସରଣ କରି ଗାଡି ଚଳାଉଛନ୍ତି । ସେମାନେ ସୁରୁଖୁରୁରେ ରାସ୍ତାରେ ଗାଡି ଚଳାଇଯାଉଛନ୍ତି ।

ତେବେ ଯେଉଁ ଗାଡି ଚାଳକ ମାନେ ଟ୍ରାଫିକ ନିୟମର ପାଳନ  କରୁନାହାନ୍ତି । ସେମାନେ ପୋଲିସର ଶିକାର ହେଉଛନ୍ତି । ତେବେ ଅମାନିଆ ମାନଙ୍କ ଉପରେ ଟାର୍ଗେଟ କରି ପୋଲିସ ଛକି ରହୁଛି । ଯେପରି ଗାଡି ନେଇ ଅମାନିଆ ହୋଇ ଟ୍ରାଫିକ ନିୟମକୁ ପାଳନ ନ କରି ଗାଡି ଚାଳକ ରାସ୍ତା ଉପରେ ଗତି କରୁଛି । ସେତେବେଳେ ରାସ୍ତାକୁ ଆସୁ ଆସୁ ପୋଲିସ ମାଡି ବସୁଛି ।

ତେବେ ସରକାରଙ୍କ ତରଫରୁ ଲାଗୁ ହୋଇଥିବା ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ନିତାନ୍ତ ଭାବରେ ଉଚିତ । କାରଣ ଏପରି କରିବା ଦ୍ଵାରା ନିଜର ତଥା ନିଜ ସହ ନେଇକି ଯାଉଥିବା ଲୋକର ଜୀବନ ପ୍ରତି କୌଣସି ବିପଦ ରହିନଥାଏ । ଏହା ସହିତ ଧନ ଓ ଜୀବନ ଉଭୟ ମଧ୍ୟ କ୍ଷତିଗ୍ରସ୍ତ ହୋଇନଥାଏ । ତେବେ ଯେଉଁ ମାନେ ଟ୍ରାଫିକ ନିୟମ ମାନୁନାହାନ୍ତି ।

ଏହା ସହିତ ଗାଡି ଚଳାଇବା ବେଳେ ହେଲମେଟ ପରିଧାନ କରୁନାହାନ୍ତି । ରଙ୍ଗରୁଟରେ ଗାଡି ଚଳାଉଛନ୍ତି । ଏହା ସହିତ ସରକାର ଗାଡି ଚାଳକ ମାନଙ୍କ ପାଇଁ ବାହାର କରିଥିବା କୌଣସି ନିୟମ ଅନୁସରଣ କରୁନାହାନ୍ତି । ସେମାନଙ୍କ ଉପରେ  ପୋଲିସର କଡା ନଜର ରହିବା ସହ ସେମାନଙ୍କ ଉପରେ ପୋଲିସ ଚଢାଉ କରୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *