Tara Prasad Bahinipati କହିଲେ ‘ମୋ ପାଇଁ ପ୍ରଥମେ ମାଟି ପଛରେ ପାର୍ଟି…ଯେହେତୁ ମୁଁ ଯେଉଁ ଦାବି ସବୁ ନେଇ ଯାଉଛି ରାଜ୍ୟ ସରକାର ତାକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋର ପ୍ରଥମେ ମାଟି ତାପରେ ପାର୍ଟି । ତେବେ ସୂଚନା ମୁତାବକ କଙ୍ଗ୍ରେଶ ଦଳର ବିଧାୟକଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଛି । ତେବେ କଙ୍ଗ୍ରେଶ ଦଳର ନେତା ହୋଇ ମଧ୍ୟ ଅନ୍ୟ ଦଳର ଜୟଗାନ କରି ସ୍ଟେଜ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଜିନ୍ଦାବାଦ କରିବା । କଥାକୁ ନେଇ ରାଜନୀତି ମହଲରେ ଜୋରଦାର ସମାଲୋଚନା ଚାଲିଛି ।

ତେବେ ଅନେକଙ୍କ କହିବା ଅନୁସାରେ ଜଣେ କଙ୍ଗ୍ରେଶ ପାର୍ଟିର ବିଧାୟକ ତାରା ପ୍ରସାଦ ବାହିନୀପତି ବିଜେଡି ଦଳକୁ ଯିବେ ବୋଲି ମଧ୍ୟ ଚର୍ଚା ଉଠୁଛି । ଯେଉଁଠାରେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କର ମୁହଁରୁ ସେହି ସବୁ କଥା ନେଇ ଏହିସବୁ ପ୍ରତିକ୍ରିୟା ରଖିଛନ୍ତି । ତେବେ ବିଧାୟକ ତାରା ପ୍ରସାଦଙ୍କ କହିବା ଅନୁଯାଇ ମୁଁ ଯେଉଁ ଦାବୀ ନେଇ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଉଛି । ରାଜ୍ୟ ସରକାର ତାହା ପୂରଣ କରୁଛନ୍ତି । ତେବେ ବିକାଶକୁ ନେଇ ମୋର ବହୁ ଦିନର ଆଶା ପୂରଣ ହେଉଛି ।

ତେବେ ସେହି ଖୁସିରେ ଯଦି ସ୍ଟେଜ ଉପରେ ବିରୋଧୀ ଦଳ ନେତା ହୋଇ ମଧ୍ୟ ରାଜ୍ୟ ସରକାରଙ୍କର ଜିନ୍ଦାବାଦ କହିଦେଇଛି । ଏଥିରେ ଭୁଲ କଣ କରିଦେଇଛି । ତେବେ ରାସ୍ତାଘାଟ ଠାରୁ ନେଇ ୟୁନିଭରସିଟି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସ୍ତରରେ ଯେଉଁଠି ବିକାଶର ଆବଶ୍ୟକତା ରହିଛି । ସେଠି ଯଦି ମୁଁ ଚିଠି ଦ୍ଵାରା କିମ୍ବା କୌଣସି ମାଧ୍ୟମରେ ଆବେଦନ କରି ରାଜ୍ୟ ସରକାରଙ୍କୁ ଜଣାଉଛି । ତାହା ଯଦି ରାଜ୍ୟ ସରକାର ପୂରଣ କରୁଛନ୍ତି ।

ତେବେ ତାଙ୍କର ଗୁଣଗାନ କରିବାରେ କୌଣସି ପ୍ରକାର ଅସୁବିଧା ମୋର ନହିଁ । ତେବେ ବିକାଶ ଯେଉଁଠି ମୁଁ ସେଇଠି । ତେବେ ଏପରି କ୍ଷେତ୍ରରେ ଆଗେ ମାଟି ପରେ ଯାଇ ପାର୍ଟି । ତେବେ ଯେଉଁ ରାଜନୀତି ସମୀକ୍ଷକ ମାନେ ଛୋଟ ଛୋଟ କଥାକୁ ନେଇ ବଡ ଇଶୟୁ କରୁଛନ୍ତି । ତେବେ ତାଙ୍କ ପାଇଁ ତାରା ପ୍ରସାଦ ବାହିନୀଙ୍କ ମତ ରହୁଛି ।

ମୋର ନିଜ ଦଳକୁ ଛାଡି ଅନ୍ୟ କୌଣସି ଦଳକୁ ପରିବର୍ତ୍ତନ ହେବାର ନାହିଁ । ମୁଁ କଂଗ୍ରେସରେ ଅଛି ଆଉ ଆଗାମୀ ସମୟ ପର୍ଯ୍ୟନ୍ତ ମଧ୍ୟ ରହିଥିବୀ । ଦରକାର ପଡିଲେ ରାଜନୀତି ଛାଡି ଦେବି ହେଲେ ଦଳ ପରିବର୍ତ୍ତନ କରିବି ନହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *