Rani Panda ଙ୍କ ସହ Aparajita Mohanty, ମିଶିକି ଖାଇଲେ Mee Puch Puch ଙ୍କ ରିସେପ୍ସନ ଭୋଜି, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମି ପୁଚ୍ ପୁଚ୍ ଙ୍କ ରିଶେପସନ ପାର୍ଟିରେ ଏକାଠି ବସି ଖାଇଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ତେବେ ନିକଟ ଅତୀତରେ ଘରେ ଘରେ ନିଜ କମେଡି ପାଇଁ ଅତି ସୁପରିଚିତ ମି ପୁଚ୍ ପୁଚ୍ ଙ୍କର ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ମି ପୁଚ୍ ପୁଚ୍ ବା ଇତିକା ବାହାଘରେ ପରେ ନିଜ ଶାଶୁ ଘର ରିଶେପସନ ପାର୍ଟିରେ ତାଙ୍କ ସ୍ଵାମୀଙ୍କ ସହ ସୁନ୍ଦର ଲୁକ୍ ରେ ନଜର ଆସିଛନ୍ତି ।

ତେବେ ଇତିକାଙ୍କ ଶ୍ଵଶୁର ଘର ରିଷେପ୍ସନ ପାର୍ଟିରେ ତାଙ୍କ ଘର ପରିବାର, ସାଙ୍ଗସାଥି ଓ ବନ୍ଧୁ ପରିଜନ ସମସ୍ତେ ଯୋଗଦାନ ଦେଇଥିଲେ । ତେବେ ଏହା ସହିତ ଅନେକ ଜଣାଶୁଣା ଓଡିଆ ସେଲିବ୍ରେଟି ମଧ୍ୟ ଇତିକାଙ୍କ ରିଷେପ୍ସନ ପାର୍ଟିରେ ସାମିଲ ହୋଇଥିଲେ । ତେବେ ପାର୍ଟିରେ ବହୁ ସଂଖ୍ୟକ ଓ ଲୋକ ତଥା ଓଡିଆ କଳାକାର ମାନଙ୍କ ଗହଣରେ ପାର୍ଟିର ମାହୋଲ ଏକ ଦମ୍ ସରଗରମ ହୋଇଉଠିଥିଲା ।

ତେବେ ଏହାରି ଭିତରେ ରିଷେପ୍ସନ ପାର୍ଟିରେ ଖାଇବା ଜାଗାରେ ଗୋଟେ ଟେବୁଲରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓ ଓଡିଆ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ନଜର ଆସିଥିଲେ । ତେବେ ଉଭୟ ଅପରଜିତା ମହାନ୍ତି ଓ ରାଣୀ ପଣ୍ଡା ବେଶ ହସ ଖୁସି କରି ରିଷେପ୍ସନ ପାର୍ଟିର ଏଞ୍ଜୟ କରିବା ସହିତ ଖାଇବାକୁ ମଧ୍ୟ ଖୁସିର ସହ ଖାଉଥାନ୍ତି । ତେବେ ସେମାନଙ୍କ ସମେତ ଅନେକ କଳାକାର ମାନେ ମଧ୍ୟ କମେଡି କୁଇନ ଇତିକା ଓ ତାଙ୍କ ସ୍ଵାମୀ ସୋମୁଙ୍କ ସ୍ଟେଜ ପାଖକୁ ଯାଇ ବିଭିନ୍ନ ପ୍ରକାର ପୋଜ୍ ରେ ଫୋଟସୁଟ କରୁଥାନ୍ତି ।

ଏହା ସହିତ ରିଷେପ୍ସନପାର୍ଟିକୁ ଫୁଲ୍ ଏଞ୍ଜୟ ମଧ୍ୟ କରୁଥାନ୍ତି । ତେବେ ଇତିକାଙ୍କ ରିଷେପ୍ସନ ପାର୍ଟିକୁ ମଧ୍ୟ ଖୁବ ଭଲ ଭାବରେ ସାଜସଜା କରଯାଇଥିଲା । ଯାହାକି ପାର୍ଟିର ଲୁକ୍ କୁ ଆହୁରି ମଧ୍ୟ ସୁନ୍ଦର କରିଦେଉଥିଲା । ତେବେ ଏହାରି ଭିତରେ କହିବାକୁ ଚାହୁଁଛୁ । ଇତିକା ତଥା ମି ପୁଚ୍ ପୁଚ୍ ଙ୍କର ତାଙ୍କ ସ୍ଵାମୀଙ୍କ ସହ ମାରେଯ ଲାଇଫ ବହୁତ ହିଁ ମଧୁରମୟ ରହୁ।

ଏହା ସହିତ ପୁଣି ଥରେ ଇତିକା ନିଜର କମେଡି ଅନ୍ଦାଜରେ ଲୋକଙ୍କ ମନୋରଞ୍ଜନ କରାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ସୋମୁ ଓ ମି ପୁଚ୍ ପୁଚ୍ ଙ୍କର ଯୋଡି ଆପଣଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *