ରୋଷେଇ ଘରେ କେବେ ବି କରନ୍ତୁ ନାହିଁ ଏହି ଭୁଲ, ପରିବାର ଉପରେ ପଡିଥାଏ ଖରାପ ପ୍ରଭାବ, ହୋଇ ପାରନ୍ତି କଙ୍ଗାଳ

ଆଜିର ଏହି ପ୍ରଗତିଶୀଳ ସମାଜରେ ଲୋକେ ବାସ୍ତୁଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ନାହିଁ । ଯେଉଁ ଲୋକମାନେ ବିଶ୍ୱାସ କରନ୍ତି ତାଙ୍କ ମଧ୍ୟରୁ କେତେକ ଭ୍ରମ ଓ ଅବିଶ୍ବାସ ସ୍ଥିତିରେ ରହିଥାନ୍ତି । ଏହା ବହୁତ ହାନିକାରକ ହୋଇଥାଏ । ଭୂମି,ଜଳ, ବାୟୁ, ଆଲୋକର ଠିକ ଉପଯୋଗ କରି ଘରର ନିର୍ମାଣ କରିବା ହିଁ ବାସ୍ତୁଶାସ୍ତ୍ର ଅଟେ । ଏହି ସବୁ ଜିନିଷ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା ଭିତରୁ କୌଣସି ଗୋଟିଏ ଜିନିଷର ଅଭାବ ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢ଼ି ଯାଇଥାଏ ଓ ବ୍ୟକ୍ତି ସାରା ଜୀବନ ସମସ୍ୟାର ସମ୍ମୁଖୀନ ହୋଇଥାଏ ।

ବାସ୍ତୁର ନିୟମ ଉଲଙ୍ଘନ କରିବା ଦ୍ଵାରା ଭୋଗିବାକୁ ପଡ଼ିଥାଏ ଘାତକ ପରିଣାମ

ଏହାକୁ ଗୋଟେ ଉଦାହରଣ ଦ୍ଵାରା ବୁଝାଇ ପାରିବା । ରାସ୍ତାରେ ଚାଲିବା ସମୟରେ ଏହି ନିୟମ କୁହା ଯାଇଛି କି ବାମ ପଟରେ ହିଁ ଚାଲିବା ଦରକାର । ଏହା ଆବାଗମନର ନିୟମ ଅଟେ । ଏହି ନିୟମର ଉଲଙ୍ଘନ ହେବା ଦ୍ବାରା ଦୁର୍ଘଟଣା ହେବାର ସମ୍ଭାବନା ବଢିଯାଇଥାଏ । ଠିକ୍ ଏହିପରି ଯେବେ କେହି ବାସ୍ତୁ ନିୟମର ଉଲଙ୍ଘନ କରିଥାଏ ତେବେ ତାଙ୍କର ସ୍ବାସ୍ଥ୍ୟ ଓ ପରିବାର ଉପରେ ଖରାପ ପ୍ରବାହ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ହିସାବରେ ଘରର ସବୁ ଜାଗାର ନିଜସ୍ଵ ମହତ୍ୱ ରହିଥାଏ ।

ଘରର ଠିକ୍ ଜାଗାରେ ହିଁ ବନେଇବା ଦରକାର ରୋଷେଇ ଘର

 

ରୋଷେଇ ଘରଠୁ ନେଇ ବେଡ଼ରୁମ, ବାଥରୁମ, ଲିଭିଂ ରୁମ ପର୍ଯ୍ୟନ୍ତ ସମସ୍ତଙ୍କର ନିଜସ୍ଵ ବିଶ୍ଵସ୍ତ ବିଶେଷତ୍ଵ ରହିଥାଏ । ଆଜି ଆମେ ରୋଷେଇ ଘରର ବାସ୍ତୁ ବିଷୟରେ କଥା ହେବା । ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରର କିଛି ନିର୍ଦ୍ଧାରିତ ସ୍ଥାନ ରହିଥାଏ । ରୋଷେଇ ଘର ସେହି ସ୍ଥାନରେ ବନେଇବା ଦରକାର । ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର, ଚିମ୍ନି ଭଟ୍ଟି ଘରର ଏକ ଖାସ ଜାଗାରେ ବନା ଯାଇଥାଏ । ଯାହା ଦ୍ଵାରା ପବନ କାରଣରୁ ଖାଇବାର ଗନ୍ଧ ଓ ଘରର ଧୁଆଁ ଅନ୍ୟ ଆଡକୁ ନ ଯାଇପାରିବ । ଏହା ଦ୍ଵାରା ଘରେ ରହିଥିବା ଲୋକଙ୍କର ସ୍ୱାସ୍ଥ୍ୟ ଠିକ ରହିଥାଏ ।

ଘରର କେଉଁ ପଟେ ହେବା ଦରକାର ରୋଷେଇ ଘର

୧. ରୋଷେଇ ଘର କରିବା ସମୟରେ ଏହି କଥାକୁ ଧ୍ୟାନରେ ରଖିଥିବେ କି ସବୁବେଳେ ଆଗ୍ନେୟ କୋଣରେ ହିଁ ହେବା ଦରକାର ।

୨. ରୋଷେଇ ଘର ପାଇଁ ଘରର ଦକ୍ଷିଣ – ପୂର୍ବ ଦିଗ ସବୁଠୁ ଭଲ ବୋଲି ଜଣାଯାଏ । ରୋଷେଇ ଘର ଉତ୍ତର – ଦକ୍ଷିଣ ଦିଗରେ ମଧ୍ୟ କରିପାରିବେ ।

୩. ଏହା ଜଣାଯାଏ କି ଅଗ୍ନି ଆଗ୍ନେୟ କୋଣରେ ହେବା ଦରକାର ଯାହା ଦ୍ଵାରା ଘରର ଲୋକମାନଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡି ନଥାଏ । ସେହି ଘରର ଲୋକେ ସବୁବେଳେ ଖୁସିରେ ରୁହନ୍ତି ।

୪. ଯେଉଁ ଘରେ ରୋଷେଇ ଦକ୍ଷିଣ ଦିଗରେ ହୋଇଥାଏ , ସେ ଘରେ କେବେ ଧନ ସମ୍ପତ୍ତିର ଅଭାବ ନଥାଏ । ତା ସହିତ ପରିବାର ଲୋକଙ୍କର ଦେହମୁଣ୍ଡ ଭଲ ରହିଥାଏ

୫. ରୋଷେଇ ଘରର ଆଗ୍ନେୟ କୋଣ ବା ପୂର୍ବ ଦିଗରେ ହେବା ଦରକାର । ଏହା ବ୍ୟତୀତ ଏହି ଦୁଇ ଦିଗରେ ମଧ୍ୟରେ ହେବା ମଧ୍ୟ ଭଲ ହୋଇଥାଏ । ସେମିତିରେ ରୋଷେଇ ଘର ପାଇଁ ସର୍ବାତ୍ତମ ଦିଗ ଆଗ୍ନେୟ କୋଣ ହିଁ କୁହାଯାଏ ।

୬. ରୋଷେଇ ଘରର ଉତ୍ତର ପଶ୍ଚିମ ଦିଗରେ ଷ୍ଟୋର ରୁମ, ଫ୍ରିଜ ଓ ବାସନ ରଖିବା ପାଇଁ ଜାଗା ଭଲ ହୋଇଥାଏ ।

୭. ରୋଷେଇ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଗହମ , ଅଟା , ଚାଉଳ ଓ ଅନ୍ୟ ଜିନିଷ ରଖିବା ଶୁଭ ହୋଇଥାଏ ।

୮. ଭୁଲରେ ମଧ୍ୟ ରୋଷେଇ ଘର ମଝିରେ ଗ୍ୟାସ ଚୁଲା ରଖିବା କଥା ନୁହେଁ ଓ ନାହିଁ ଲଗାଇବା କଥା । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ବାସ୍ତୁ ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *