ଓଡିଆ ସିରିଏଲର ଏହି ସୁନ୍ଦର ଅଭିନେତ୍ରୀ ମାନେ ବିନା ମେକଅପ୍ ରେ ଦେଖା ଯାଆନ୍ତି ଏମିତି କି ଯାହାଙ୍କୁ ଦେଖିଲେ ଆପଣ ବି ଚିହ୍ନି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ ସୁନ୍ଦର ନଜର ଆସନ୍ତି । ବନ୍ଧୁଗଣ ଏମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆପଣ ମାନେ ଏମାନଙ୍କୁ କେବଳ ଟିଭିରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅବଭିନେତ୍ରୀ ମାନଙ୍କୁ ବିନା ମେକଅପ୍ ରେ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଆ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମାନଙ୍କର ବିନା ମେକଅପ୍ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନନ୍ୟା ଦାସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅନନ୍ୟା ଦାସ । ବନ୍ଧୁଗଣ ଅନନ୍ୟା ଓଡିଆର ବହୁତ ଫେମସ ସିରିଏଲରେ ଅଭିନୟ କରିଛନ୍ତି । ଦର୍ଶକ ମାନେ ଅନନ୍ୟାଙ୍କ ଅଭିନୟ ଓ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରନ୍ତି ବନ୍ଧୁଗଣ ଅନନ୍ୟା ମେକଅପ୍ ରେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ସେହିପରି ସେ ବିନା ମେକଅପ୍ ରେ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି ।

ଅର୍ପିତା କର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅର୍ପିତା କର । ବନ୍ଧୁଗଣ ଅର୍ପିତା ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ବହୁତ ପ୍ରସିଦ୍ଧ ସିରିଏଲରେ କାମ କରିଛନ୍ତି । ଦର୍ଶକ ମାନେ ଅର୍ପିତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଅର୍ପିତା ମେକଅପ୍ ରେ ବହୁତ ସୁନ୍ଦର ଓ ଗ୍ଲେମରସ ନଜର ଆସନ୍ତି ହେଲେ ସେ ବିନା ମେକଅପ୍ ରେ ବହୁତ ଅଲଗା ଦେଖା ଯାନ୍ତି । କାରଣ ତାଙ୍କ ଚେହେରାର କଳା ଦାଗ କ୍ଲିଅର ନଜର ଆସେ ।

ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଶ୍ରଦ୍ଧା । ଆପଣ ମାନେ ସମସ୍ତେ ଶ୍ରଦ୍ଧାଙ୍କୁ ବହୁତ ସିରିଏଲରେ ଦେଖିଥିବେ । ଶ୍ରଦ୍ଧାଙ୍କ ସୁନ୍ଦରତାକୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଥାନ୍ତି । ବନ୍ଧୁଗଣ ମେକଅପ୍ ରେ ଶ୍ରଦ୍ଧା ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେହିପରି ବିନା ମେକଅପ୍ ରେ ମଧ୍ୟ ସେ ସୁନ୍ଦର ନଜର ଆସନ୍ତି ।

ଛନ୍ଦିତା – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଛନ୍ଦିତା । ଛନ୍ଦିତା ନିଜ ସୁନ୍ଦରତା ଓ ଅଭିନୟକୁ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକ ମାନେ ଛନ୍ଦିତା ଙ୍କ ସୁନ୍ଦରତାର ବହୁତ ପ୍ରଶଂସା କରନ୍ତି । ଛନ୍ଦିତା ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ହେଲେ ବନ୍ଧୁଗଣ ସେ ବିନା ମେକଅପ୍ ରେ ବହୁତ ଅଲଗା ନଜର ଆସନ୍ତି । ତାଙ୍କ ଆଖି ତଳେ ଥିବା ଡାର୍କ ସର୍କଲ କ୍ଲିଅର ନଜର ଆସେ ।

ଲିପି- ଆମ ଲିଷ୍ଟର ଶେଷରେ ଅଛନ୍ତି ଲିପି ମହାପାତ୍ର । ଲିପି ତାରା ତାରିଣୀ ସିରିଏଲ ରେ ଲୀଡ ରୋଲରେ ନଜର ଆସୁଛନ୍ତି । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଲୋକଙ୍କ ମନକୁ କିଣି ପାରିଛନ୍ତି । ଲିପି ମେକପ ରେ ଯେମିତି ସୁନ୍ଦର ଦେଖା ଯାନ୍ତି ଠିକ ସେହିପରି ବିନା ମେକପ ରେ ମଧ୍ୟ ସେ ବହୁତ ସୁନ୍ଦର ଲାଗନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *