‘ରୁମ୍ କୁ ଆସିବୁ.. ରାତିସାରା ଖେଳ କରି ହାଲିଆ କରିଦେବି…’ ଫେକ ଆଇଡ଼ି ବନେଇ ସ୍ଵାମୀଙ୍କ ପର୍ଦାଫାସ କରିଦେଲେ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହେଉଛି ଏକ ଅବିସ୍ମରଣୀୟ ସମ୍ପର୍କ ଯାହା ଉପରେ ଶରୀର, ମନ, ଅର୍ଥ, ସବୁକିଛି ଆମନ୍ତ୍ରିତ ହୁଏ । ଏହା ହେଉଛି ପ୍ରେମର ସମ୍ପର୍କ, ଏହା ଏକ ସମ୍ପର୍କ ଯାହାକୁ ଆମେ ହୃଦୟ ଏବଂ ଆତ୍ମା ସହିତ ଗ୍ରହଣ କରୁ । ଏହା ହେଉଛି ସେହି ସମ୍ପର୍କ ଯାହା ପାଇଁ ଆମେ ଆମ ଜୀବନର ସବୁକିଛି ପରସ୍ପରକୁ ବଳିଦାନ ଦେଇଥାଉ । ଏବଂ ଏହା ସହିତ, ଆମେ ଆମର ଦିନ, ରାତି, ଆମର ସକାଳ, ସନ୍ଧ୍ୟା ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇଥାଉ । ତେବେ କିନ୍ତୁ ବର୍ତ୍ତମାନ କିଛି ଲୋକ ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବଦନାମ କରି ସାରିଲେଣି ଏହି ସମ୍ପର୍କ ରେ କଳଙ୍କ ଲଗେଇ ସାରିଲେଣି ।

ତେବେ ଆସନ୍ତୁ ସେହିଭଳି ଏକ ଘଟଣା ଶୁଣିନେବା । ତେବେ ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ତେବେ ମନୀଷା ଚାଵଲା ଙ୍କ ବିବାହ ସତ୍ୟମ ଙ୍କ ସହିତ ୨୦୧୯ ରେ ହୋଇଥିଲା ତେବେ ବିବାହ ର କିଛି ଦିନ ପର୍ଯ୍ୟନ୍ତ ଦୁହିଙ୍କ ଭିତରେ ବହୁତ ଭଲ ସଂପର୍କ ଥିଲା ଏବଂ ସତ୍ୟମ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ଭଲ ଭାବରେ ରଖୁଥିଲେ । ତେବେ କିନ୍ତୁ କିଛିଦିନ ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର ଏବଂ ନିର୍ଯ୍ୟାତନା ।

ତେବେ ପରେ ସ୍ତ୍ରୀ ସ୍ୱାମୀ ନାଁ ରେ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ତେବେ ସେ କହିଥିଲେ କି ତାଙ୍କ ସ୍ୱାମୀ ଛୋଟ ଛୋଟ କଥାରେ ତାଙ୍କୁ ବାଥରୁମରେ ବନ୍ଦ କରି ଦେଉଥିଲେ । ଏହା ସହ ତାଙ୍କୁ ଖବର କାଗଜ ମଧ୍ୟ ପଢିବାକୁ ଦେଉ ନଥିଲେ । ତେବେ ପରେ ତାଙ୍କୁ ଗିରଫ ର ଆଦେଶ ମଧ୍ୟ ମିଳିଥିଲା ଏବଂ ମନୀଷା ନିଜ ବାପଘରେ ରହୁଥିଲେ ।

ତେବେ ପରେ ମନୀଷା କୁ ନିଜ ସ୍ଵାମୀ ଉପରେ ସନ୍ଦେହ ହେବାରୁ ସେ ଫେସବୁକ ରେ ଫେକ୍ ଆଇଡ଼ି ଖୋଲି ତାଙ୍କ ସହ ଚାଟ କରୁଥିଲେ । ତେବେ ସ୍ୱାମୀ ମଧ୍ୟ ତାଙ୍କୁ ଅନ୍ୟ ଝିଅ ଭାବି ତାଙ୍କ ସହ ସେକ୍ସ ଚାଟ ମଧ୍ୟ କରୁଥିଲେ ଏବଂ ରୁମ କୁ ମଧ୍ୟ ଡାକିଥିଲେ । ତେବେ ପରେ ସ୍ୱାମୀ ସତ୍ୟତା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ତେବେ ଏହା ପରେ ଏହି ମାମଲା କୋର୍ଟ କୁ ଯାଇଥିଲା ତେବେ କୋର୍ଟ ଏହାର ଶୁଣାଣି କରିଥିଲେ । ତେବେ କୋର୍ଟ ନିର୍ଦେଶ ଅନୁସାରେ ଦୁଇ ଲକ୍ଷ ସହ ପ୍ରତି ମାସ ରେ ତାଙ୍କୁ ୮ ହଜାର ଟଙ୍କା ଭରଣ ପୋଷଣ ପାଇଁ ଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *