‘ଘରୁ ବାହାରିବାକୁ ଡର ଲାଗୁଛି ! ସେମାନେ ମତେ ମାରିବାକୁ…’ ସ୍ତ୍ରୀ ଫେରିଲେ କିନ୍ତୁ ବଢିଗଲା ଭୟ, ଦେଖନ୍ତୁ ଏନେଇ କଣ କହିଲେ Rahul, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ହରପ୍ରିୟା ଏବଂ ରାହୁଲ ମାମଲା ବିଷୟରେ ଆପଣ ସମସ୍ତେ ଜାଣିଥିବେ । କିପରି ନିଜ ସ୍ୱାମୀଙ୍କ ଆଗରେ ଆଉ ଜଣେ ପୁଅ ସହିତ ଫେରାର ହୋଇ ଯାଇଥିଲେ ହରପ୍ରିୟା । ଆଉ ସ୍ୱାମୀଙ୍କୁ ଲାଗିଥିଲା ଶକ୍ତ ଆଘାତ । ସ୍ୱାମୀ ଦିନରାତି ନିଜ ଜୀବନ ଧନକୁ ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିଲା ଆଉ ତାଙ୍କ ଆଖିରୁ ଶୁଖୁ ନଥିଲା ଲୁହ । ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀଙ୍କୁ ନିଜ ପାଖରୁ ଅଲଗା କରି ଶାନ୍ତିରେ ବଞ୍ଚି ପାରୁନଥିଲେ ରାହୁଲ।


ତେବେ କିନ୍ତୁ ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟିଛି । ଦୁଃଖ ପରେ ସୁଖର ସମୟ ଆସିଛି । ଆଉ ଚାରିଆଡ଼େ ଖୁସିର ମାହୋଲ ଖେଳି ଯାଇଛି । ଅନ୍ୟପକ୍ଷରେ ରାହୁଲଙ୍କ ଓଠରେ ହସ ଫୁଟିଛି । କାହିଁକି ନା ତାଙ୍କ ପାଖକୁ ଫେରି ଆସିଛନ୍ତି ତାଙ୍କ ଜୀବନ ଧନ ହରପ୍ରିୟା । ଯାହାଙ୍କୁ ସେ କିଛି ଦିନ ଧରି ଦେଖି ନଥିଲେ ।

ଯିଏ ତାଙ୍କ ଆଖି ଆଗରୁ ଦୁରେଇ ଯାଇଥିଲେ ଆଜି ସେ ତାଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ । ଆଉ ଦୌଡ଼ି ଦୌଡ଼ି ଯାଇ କୁଣ୍ଢାଇ ପକାଇଥିଲେ। ତେବେ ଏତେ ଜୋରରେ ସେ ନିଜ ସ୍ତ୍ରୀଙ୍କୁ ଛାତିରେ ଲଗାଇଥିଲେ କି କେହି ବି ତାଙ୍କୁ ଅଲଗା କରିପାରିବେ ନାହିଁ । ଏତେ ଦିନ ପରେ ସ୍ତ୍ରୀଙ୍କୁ ଦେଖି ଆଉ କଣ କରିବେ ଭାବି ପାରୁନଥିଲେ ରାହୁଲ । ଆଉ ସ୍ତ୍ରୀ ବି ନିଜ ସ୍ୱାମୀଙ୍କୁ ଦେଖି ଦୌଡ଼ି ଦୌଡ଼ି ପାଖକୁ ଆସି ଯାଇଥିଲେ ।

ଆଉ ଦୁହିଁଙ୍କର ପ୍ରେମ ଦେଖି ସାରା ଅଞ୍ଚଳ ଅବାକ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ରାହୁଲଙ୍କ ସମେତ ତାଙ୍କ ପରିବାର ଲୋକ ଆହୁରି ଅଧିକ ଖୁସି ଅଛନ୍ତି । କାହିଁକି ନା ବୋହୁ ତାଙ୍କ ଘରକୁ ଫେରି ଆସିଛି । ତେବେ ବର୍ତ୍ତମାନ ରାହୁଲ ମିଡ଼ିଆ ଆଗରେ କହିଛନ୍ତି କି ତାଙ୍କୁ ବର୍ତ୍ତମାନ ପ୍ରୋଟେକ୍ସନ ଦରକାର ।


କାରଣ ହରପ୍ରିୟାଙ୍କ ଘର ଲୋକ ଏହି ପାଖରେ ହିଁ ରହୁଛନ୍ତି ଏବଂ ଯିବା ଆସିବା ମଧ୍ୟ କରୁଛନ୍ତି ଏହି ରାସ୍ତାରେ ତେଣୁ ତାଙ୍କୁ ଡର ଲାଗୁଛି କି ତାଙ୍କ ସ୍ତ୍ରୀ କୁ ଆଉଥରେ କେହି ଅପହରଣ ନ କରି ନେଉ ଏହା ଛଡା ତାଙ୍କ ଉପରେ ମଧ୍ୟ ଖତରା ଅଛି ତାଙ୍କ ଉପରେ ବି ଆକ୍ରମଣ ହୋଇ ପାରେ ତେଣୁ ସେ ପୋଲିସ ପ୍ରୋଟେକ୍ସନ ପାଇଁ ଅନୁରୋଧ କରୁଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *