ବଢି ଚାଲିଛି Hardik Pandya ଙ୍କର ଗର୍ବ ଓ ଅହଂକାର, Rohit Sharma ଙ୍କୁ ନେଇ ଦେଲେ ଏମିତି ବୟାନ ହେଇଗଲା ବବାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଖେଳକୁ ନେଇ ସବୁଆଡେ ସରଗରମ ଦେଖିବାକୁ ମିଳିଥାଏ । କାରଣ କ୍ରିକେଟ ଏକ ଏପରି ଖେଳ ଯାହାକୁ ଦେଖିବା ପାଇଁ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମଧ୍ୟ କ୍ରିକେଟର ଫ୍ଯାନ ବନିଯାଇଥାନ୍ତି । ତେବେ ସେହିପରି କିଛି କ୍ରିକେଟ ସମ୍ପର୍କିତ ତଥ୍ୟ ଜଣାଇବାକୁ ଯାଉଅଛୁ । ତେବେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଢି ଚାଲିଛି ଗର୍ବ ଓ ଅହଂକାର । ହଁ ବନ୍ଧୁଗଣ ଏପରି କିଛି ତଥ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ସୂଚନା ମିଳୁଛି ।

ରୋହିତଙ୍କ ଅଧିନାୟକତ୍ଵ ଉପରେ ଏପରି କିଛି କହିଲେ । ତେବେ ଏପରି ତାଙ୍କ ମନ୍ତବ୍ୟରୁ ଏହି କଥାଟି ହଇଚଇ ସୃଷ୍ଟି କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଚାଲିଛି । ଦିନିକିଆ ସିରିଜର ଦିତୀୟ ଦିନରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ଭାରତ ଓ ଶ୍ରୀଲଙ୍କା ବିଜୟରେ ଭାରତ ଶ୍ରୀଲଙ୍କା ଠାରୁ ଆଗୁଆ ରହି ନିଜର ବିଜୟ ହାସଲ କରିଛି । ଅର୍ଥାତ ୩ ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ନିଜ ଅଧୀନକୁ କରି ଦେଇଛି ।

ତେବେ ଭାରତୀୟ ଦଳର ଷ୍ଟାର ଅଲ୍ ରାଉଣ୍ଡର ହାର୍ଦ୍ଧିକ ପାଣ୍ଡେଙ୍କୁ ନେଇ କିଛି ଚର୍ଚା ଚାଲିଛି । କାରଣ କ୍ରିକେଟର ହାର୍ଦ୍ଧିକ ପାଣ୍ଡେ ଭାରତୀୟ ଦଳର ଅଧିନାୟକ ରୋହିତ ନାୟକଙ୍କର ଅଧିନତ୍ଵକୁ ନେଇ ଏପରି କିଛି ବୟାନ ଦେଇଛନ୍ତି । ଯେଉଁ ବୟାନ ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରକୃତ ସତ୍ୟ କଥାଟି କଣ ଚାଲନ୍ତୁ ଆଲୋଚନା କରିବା । ଏକ ଇଣ୍ଟରଭିୟୁରେ କ୍ରିକେଟର ହାର୍ଦ୍ଧିକ ପାଣ୍ଡେଙ୍କୁ ରୋହିତ ଶର୍ମାଙ୍କର ଅଧିୟକତ୍ଵକୁ ନେଇ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ହାର୍ଦ୍ଧିକଙ୍କ ମୁହଁରୁ ଜବାବ ଶୁଣିଲା ପରେ ହାର୍ଦ୍ଧିକ ପାଣ୍ଡେଙ୍କର ଗର୍ବ ଓ ଅହକାର ବଢିଗଲାଣି ବୋଲି କୁହାଯାଉଛି । ହାର୍ଦ୍ଧିକ ପାଣ୍ଡେ କହିଛନ୍ତି । ରୋହିତ ଶର୍ମା ଏବେ ଶ୍ରୀଲଙ୍କା ବିପକ୍ଷରେ ଖେଲାଯାଉଥିବା ଦିନିକିଆ ମ୍ଯାଚରେ ଅଧିନାୟକ ହୋଇ ଫେରିଛନ୍ତି । ଯାହା ପରେ ମୁଁ ଟିକେ ଆରାମ ପାଇଛି । ବର୍ତ୍ତମାନ ମୁଁ ନିଜ ଖେଳ ଉପରେ ଟିକେ ଅଧିକ ଧ୍ୟାନ ଦେଇପାରିବି ।

ତେବେ ଯଦି ରୋହିତ ଶର୍ମାଙ୍କର କିଛି ସାହାଜ୍ଯ ଆବଶ୍ୟକତା ପଡିବ ତେବେ ସେ ମୋ ସାହାଜ୍ଯ ସେ ଲୋଡିପାରିବେ । ତେବେ ନିଜ ଠାରୁ ବରିଷ୍ଠ ତଥା ଅଭିଜ୍ଞଙ୍କ ଖେଳାଳୀଙ୍କ ପାଇଁ ଏପରି ମନ୍ତବ୍ୟ ହାର୍ଦ୍ଧିକ ପାଣ୍ଡେଙ୍କ ମୁହଁରୁ ଶୁଣିବା ପରେ ପ୍ରସଂଶକ ମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *