Sura Routray କହିଲେ ‘Bollywood ସେଲିବ୍ରିଟି ଆଣିଲ କଣ କଲା କି ସେ ? ଦୋଳିରୁ ଓହ୍ଲାଇ ପଡିଲା ପତାକା ବୁଲେଇ ନେଇଗଲା ୩ କୋଟି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଧାୟକ ସୁର ରାଉତଙ୍କର ନିଜର ବିରୋଦ୍ଧିପୂର୍ଣ୍ଣ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ବର୍ତ୍ତମାନ ସମୟରେ ହକିବିଶ୍ଵକପ ପାଇଁ ଆୟୋଜିତ ପ୍ରୋଗ୍ରାମ ପାଇଁ ସେ କୋଟି କୋଟି ଟଙ୍କା ବେୟ କରାଯାଉଛି ବୋଲି ଘୋର ବିରୋଦ୍ଧ କରିଥିଲେ । ତେବେ ହକି ମ୍ଯାଚର ଇନାଗୋରେସନ ପ୍ରୋଗ୍ରାମ ପାଇଁ ଆସିଥିବା ବଲିଉଡ କଳାକାର ମାନଙ୍କର ଡିମାଣ୍ଡ ମୁତାବକ ବଜେଟକୁ ନେଇ ମଧ୍ୟ ନିଜର ବିରୋଦ୍ଧିପୂର୍ଣ୍ଣ ମନ୍ତବ୍ୟ କହିଛନ୍ତି ।

ବିଧାୟକ ସୁର ରାଉତଙ୍କର ମୁହଁରୁ ଶୁଣିବାକୁ ମିଳିଛି । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ଦୋଳିରୁ ଓହ୍ଲାଇ ପତାକା ବୁଲାଇ ଦେଲେ । ବୋଲି କଣ ୩ କୋଟି ଟଙ୍କା ନେଇ ଓଡିଶାରୁ ଚାଲିଗଲେ । ତେବେ ସୁର ରାଉତଙ୍କର କଟାକ୍ଷ ନଜର ଏବେ ବଲିଉଡ ସୁପରଷ୍ଟାର ରନବୀର ସିଙ୍ଘଙ୍କ ଉପରେ ପଡିଛି । ରନବୀର ସିଙ୍ଘ ବାରବାଟୀ ଷ୍ଟାଡିୟମରେ ହେଉଥିବା ହକି ମ୍ଯାଚର ଶୁଭଉଦ୍ଘାଟନୀ ପର୍ବରେ ନିଜର ଡାନ୍ସର ଜଲ୍ବା ସମସ୍ତ ଓଡିଶାବାସୀଙ୍କୁ ଦେଖାଇଥିଲେ ।

ଯାହାକି ବର୍ତ୍ତମାନ ସମୟରେ ରାଜ୍ୟ ତଥା ବିଶ୍ଵବ୍ୟାପୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହି ପ୍ରୋଗ୍ରାମରେ ପ୍ରତ୍ଯେକଟି ଷ୍ଟାର ମାନେ ନେଇଥିବା ହାଇ ରକମର ବଜେଟକୁ ନେଇ ବିଧାୟକ ସୁର ରାଉତ ନିଜର  ମନ୍ତବ୍ୟ ବାଢିଛନ୍ତି । ବିଧାୟକ ସୁର ରାଉତଙ୍କ କହିବା ମୁତାବକ ସେ ଏମିତି କିଭଳି ଷ୍ଟାର ଯେ ସାମାନ୍ୟ ଜକମକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଷ୍ଟାଇଲ କରି ଦୋଳିରୁ ଓହ୍ଲାଇ ପଡିଲା ।

ତାପରେ ଜାତୀୟ ପତାକାକୁ ଧରି କଣ ଟିକେ ବୁଲାଇ ଆଣିଲା । ଯାହା ପାଇଁ ସେ ୩ କୋଟି ଟଙ୍କାର ହେଭି ରକମ ନେଇ ଚାଲିଗଲା । ତେବେ ବିରୋଧୀ ଦଳ ନେତା ନିଜର କଟାକ୍ଷ ନଜରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହା ମଧ୍ୟ କହିଛନ୍ତି । ସେହି ଟଙ୍କାକୁ ଏପରି ଭାବରେ ଅଯଥା ଖର୍ଚ ନକରି ଯଦି ସେହି ଓଡିଶାର ଦରକାରୀ କାର୍ଯ୍ୟରେ ବ୍ୟବହାର କରାଯାଇଥାନ୍ତା । ତେବେ ଓଡିଶା ଲୋକ ବହୁତ ମାତ୍ରାରେ ଉପକୃତ ହୋଇପାରିଥାନ୍ତା ।

ତେବେ ଏହିଭଳି ଭାବରେ ବିରୋଧୀ ଦଳର ନେତା କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି କହିଆସିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *