‘ବର୍ଷା ପ୍ରିୟଦର୍ଶିନୀଙ୍କୁ ମୁଁ ଚଣ୍ଡୀ ମ୍ଯାଡମ ବୋଲି ଡାକୁଥିଲି, କାହିଁକି ନା ସେ ସବୁବେଳେ…’ ଦେଖନ୍ତୁ ଏମିତି କାହିଁକି କହିଲେ ବୁଦ୍ଧାଦିତ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ମୁଁ ଚଣ୍ଡୀ ମ୍ଯାଡାମ ବୋଲି ଡ଼ାକିଥିଲି । ହଁ ବନ୍ଧୁଗଣ ସୁପରଷ୍ଟାର ବୁଦ୍ଧଦିତ୍ୟଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଛି । ତେବେ ବୁଦ୍ଧାଦିତ୍ୟ ମିଡିଆ ଆଗରେ ନିଜର ବହୁତ ଦିନ ତଳର ବଡ ସୁପରହିଟ ଓଡିଆ ଚଳଚିତ୍ର ବିଷୟରେ ନିଜର କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ସେହି ଓଡିଆ ଚଳଚିତ୍ର ଯେଉଁଥିରେ କି ଅଭିନେତା ବୁଦ୍ଧାଦିତ୍ୟ, ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀ, ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର କରିଥିଲେ ।

ଆହୁରି ଅନ୍ୟ କିଛି ଓଡିଆ କଳାକାରଙ୍କୁ ସିନେମାଟି ପ୍ରସ୍ତୁତ କରଯାଇଥିଲା । ତେବେ ସେଥିରେ ବୁଦ୍ଧାଦିତ୍ୟଙ୍କର ବହୁ ଚର୍ଚିତ ଏକ ଡାୟଲଗ ରହିଛି । ଯେଉଁଥିରେ ଅଭିନେତା ବୁଦ୍ଧାଦିତ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଚଣ୍ଡୀ ଚଣ୍ଡୀ ବୋଲି ଡାକି ସମ୍ବୋଧନ କରିଥିଲେ । ସେହି ଫିଲ୍ମରେ ବର୍ଷା ବସରେ ବସିକି ଯାଉଥିବା ବେଳେ ବୁଦ୍ଧାଦିତ୍ୟ ଅଟୋ ଉପରେ ଚଢି ବର୍ଷାଙ୍କୁ ଚଣ୍ଡୀ ମ୍ଯାଡାମ ଚଣ୍ଡୀ ମ୍ଯାଡାମ ବୋଲି ଡ଼ାକିଥିଲେ ।

ତେବେ ପ୍ରେମରୋଗୀ ଫିଲ୍ମରେ ଏହି ସିନଟି ବୁଦ୍ଧାଦିତ୍ୟଙ୍କର ବହୁତ ଫେଭରେଟ ଥିଲା । ଏହା ସହିତ ଦର୍ଶକଙ୍କୁ ବି ଏହି ସିନେମାର ଭରପୁର ମଜା ନେଇଥିଲେ ବୋଲି ବୁଦ୍ଧାଦିତ୍ୟ ଏକ ଇଣ୍ଟରଭିୟୁରେ କହିଛନ୍ତି । ଯେତେବେଳେ କି ପ୍ରେମରୋଗୀ ଫିଲ୍ମରେ ବର୍ଷାଙ୍କର ନାମ ଆଉ କିଛି ଥିଲା ।

ହେଲେ ଫିଲ୍ମର କନସେପ୍ଟ ଅନୁଯାଇ ବୁଦ୍ଧାଦିତ୍ୟ ବର୍ଷାଙ୍କୁ ଚଣ୍ଡୀ ବୋଲି ଡ଼ାକିଥିଲେ । ତେବେ ବର୍ତ୍ତମାନ ସମୟରେ ଯେତେବେଳେ ଅଭିନେତାଙ୍କ ବୁଦ୍ଧାଦିତ୍ୟର ମିଡିଆ ଆଗରେ ଇଣ୍ଟରଭିୟୁ ଦେଉଥିଲେ । ସେତେବେଳେ ମିଡିଆ ମାନେ ପ୍ରେମରୋଗୀ ଫିଲ୍ମ କଥା ପଚାରି ଦେଇଥିଲେ । ଏହାର ଉତ୍ତର ଦେବାକୁ ଯାଇ ବୁଦ୍ଧାଦିତ୍ୟ ବହୁତ ଖୁସି ନିଜର ପୁରୁଣା ଦିନର ସେହି ଫିଲ୍ମର ମେମୋରୀ କିଛି ଅନ୍ୟ ମାନଙ୍କ ସହିତ ଶେୟାର କରିଥିଲେ ।

କାରଣ ନିର୍ଦ୍ଧେଶକ ଅଶୋକ ପତିଙ୍କର କେତେଗୁଡିଏ ହିଟ୍ ଓଡିଆ ଚଳଚିତ୍ର ମଧ୍ୟରୁ ପ୍ରେମରୋଗୀ ସିନେମା ମଧ୍ୟ ମଧ୍ୟ ଅନ୍ୟତମ । ତେବେ ସେହି ପ୍ରେମରୋଗୀ ଫିଲ୍ମରେ ଅଭିନେତା ବୁଦ୍ଧାଦିତ୍ୟଙ୍କୁ ନିଜର କଳା ଜଗତରେ ବହୁତ କିଛି ସଫଳତା ଆଣିଦେଇଥିଲା । ସେ ଏଭଳି ଏକ କାହାଣୀ ବିଶିଷ୍ଠ ତଥା ମନୋରଞ୍ଜନୀ ଧର୍ମୀ ଫିଲ୍ମରେ ନିଜକୁ ଲିଡ୍ ରୂପେ ପାଇଥିବାରୁ ବହୁତ ଗର୍ବ ଅନୁଭବ କରିଥିଲେ ।

କେବଳ ବୁଦ୍ଧାଦିତ୍ୟ କାହିଁକି ଓଡିଶା ବାସୀ ମଧ୍ୟ ଏହି ଫିଲ୍ମକୁ ସେ ସମୟରେ ବହୁତ ଭଲ ପାଇବା ଦେଇଥିଲେ । ବର୍ତ୍ତମାନ ସମୟରେ ବି ୟୁଟ୍ଯୂବ ମାନଙ୍କରେ ପ୍ରେମରୋଗୀ ଫିଲ୍ମ ଉପଲବ୍ଧ ହେଉଛି । ଯାହାକୁ ଆଜି ପର୍ଯ୍ୟନ୍ତ ଲୋକ ଦେଖିବା ସହିତ ଫିଲ୍ମ ମାଧ୍ୟମରେ ବହୁତ ଏଣ୍ଟରଟେଣ୍ଟମେଣ୍ଟ ହୋଇପାରୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *