ରୋଗୀଙ୍କୁ ନର୍ସ ଇଞ୍ଜେକସନ ଦେବା ବେଳେ କହିଲେ ତୁମେ ତ ଆଉ କିଛି ଦିନ ର କୁଣିଆ, ଭାଇରାଲ ହେଉଛି ଭିଡିଓ

ନମସ୍କାର ବନ୍ଧୁଗଣ ଏହି କରୋନା ମହାମାରୀ ପରେ ହସ୍ପିଟାଲରୁ କେଜାଣି କେତେ କେତେ ଭିଡିଓ ସବୁ ଦେଖିବାକୁ ମିଳୁଛି ଏବଂ ଅନେକ ଭିଡିଓ ଭାଇରାଲ ମଧ୍ୟ ହେଉଛି ।

କେତେବେଳେ ଭିଡିଓ ଆସୁଛି କି ଡାକ୍ତର ଖାନାରେ ଠିକ ଭାବରେ ଦେଖାଶୁଣା କରା ଯାଉ ନାହିଁ ତ କେତେବେଳେ ହସ୍ପିଟାଲରେ ଅକ୍ସୀଜେନ ନାହିଁ ଏବଂ ଆଉ କେତେବେଳେ କେହି କିଛି ଶୁଣିବାକୁ ନାରାଜ ।

କିନ୍ତୁ ବର୍ତ୍ତମାନ ଏକ ଭିଡିଓ ବହୁତ ଜୋର ଶୋର ରେ ଭାଇରାଲ ହେଉଛି ଏହି ଭିଡିଓ ରେ ନର୍ସ ଅଛନ୍ତି ଏବଂ ସେ ରୋଗୀ କୁ ଇ-ଞ୍ଜେ-କ୍ସ-ନ ଦେଉଛନ୍ତି ଏବଂ ଇ-ଞ୍ଜେ-କ୍ସ-ନ ଦେବା ସହିତ କିଛି ଏପରି କଥା କହି ଯାଉଛନ୍ତି ଯାହା ଆପଣ ଙ୍କ ମନକୁ ବିଚଳିତ କରିଦେବ । ଆସନ୍ତୁ ଜାଣିବା କଣ ଅଛି ଏହି ଭିଡିଓ ରେ ।

ଏହି ଭିଡିଓ ଟି ହେଉଛି ୱାରଲୀୟର ର ନର୍ସ ଜଣକ ହସ୍ପିଟାଲ ବେଡ଼ ରେ ପଡିଥିବା ରୋଗୀ ଙ୍କୁ ଇ-ଞ୍ଜେ-କ୍ସ-ନ ଲଗାଇବା ବେଳେ କହୁଛନ୍ତି ତୁମେ ତ କିଛି ଦିନ ର କୁଣିଆ । ନର୍ସ ଙ୍କ କଥା ପରେ ଠିକ ତାର ଗୋଟିଏ ଦିନ ପରେ ସେହି ରୋଗୀ ଙ୍କ ର ମୃ-ତ୍ୟୁ ମଧ୍ୟ ହୋଇ ଯାଉଛି । ଏବଂ ଏହା ପରେ ଖୁବ ଜୋରରେ ହଙ୍ଗାମା ଚାଲୁଛି । ଏବଂ ହସ୍ପିଟାଲର ଆଗରେ ଛିଡା ହୋଇ ଯାଉଛନ୍ତି ରୋଗୀଙ୍କ ସମ୍ପର୍କୀୟ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ।

ଆମ ଲୋକମାନେ ଡାକ୍ତର ଏବଂ ନର୍ସ ରୋଗୀ କୁ ଚିକିତ୍ସା କରିବା ବେଳେ ତାଙ୍କ ଦେଵତା କିମ୍ବା ଈଶ୍ୱର ବୋଲି ମାନି ନେଇଥାନ୍ତି । ଡାକ୍ତର ଙ୍କୁ ରୋଗୀ କେମିତି ଅଛି ତାକୁ ଆମେ କେବେ ଘରକୁ ନେଇ ପାରିବୁ ସେ କେବେ ଭଲ ହେବ ଆଦି ଅନେକ ପ୍ରଶ୍ନ ପଚାରି ଥାନ୍ତି ରୋଗୀଙ୍କ ସମ୍ପର୍କୀୟ । ଏବଂ ନର୍ସ ଙ୍କୁ ଝିଅ ଲୋ, ମାଆ ଲୋ କହି ତାଙ୍କୁ ମୁଣ୍ଡ ଉପରେ ବସାଇ ଥାନ୍ତି । ଏବଂ ତାଙ୍କୁ ବହୁତ ସମ୍ମାନ ମଧ୍ୟ ଦେଇଥାନ୍ତି । କିନ୍ତୁ ଏହି ଭିଡିଓ ରେ ସେହି ନର୍ସ ଜଣଙ୍କ କଥା ଶୁଣିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସେ ରୋଗୀ ଙ୍କ ସମ୍ମୁଖରେ ହିଁ କହିଦେଲେ କି ଆପଣ କିଛି ଦିନ ର କୁଣିଆ ।

ଭିଡିଓ ରେ ରୋଗୀ ଜଣଙ୍କ ବହୁତ ବାଡେଇ ଛାଟେଇ ହେଉଛନ୍ତି ଏବଂ ସେ ବହୁତ ଅସୁବିଧା ରେ ମଧ୍ୟ ରହୁଛନ୍ତି । ତାଙ୍କୁ ବହୁତ କଷ୍ଟ ହେବାର ମଧ୍ୟ ଜଣା ପଡୁଛି । ଏହି ସମୟରେ ଶତ୍ରୁ ମଧ୍ୟ କିଛି ହେବ ନାହିଁ ବୋଲି କହି ଏବଂ ଶୀଘ୍ର ଭଲ ହୋଇଯିବ କହି ରୋଗୀଙ୍କୁ ସାହାସ ଦେଇଥାନ୍ତି । ହେଲେ ନର୍ସ ତ ସିଧା ସିଧା ସେହି ରୋଗୀଙ୍କୁ ତୁମେ ଆଉ ବଞ୍ଚିବନି ବୋଲି କହୁଛନ୍ତି ।

ଏହି ଭଳି କଥା ଏବଂ ଏହି ଭଳି ବ୍ୟବହାର କରିବାର ମାନେ । ଏହା ଦ୍ୱାରା ରୋଗୀ ର ମନବଳ ବହୁତ ଦୁର୍ବଳ ହୋଇ ପଡ଼ିଥାଏ । ତୁମେ ଆଉ କିଛି ଦିନ ର କୁଣିଆ ଏଭଳି କହିବାର ତାତ୍ପର୍ଯ୍ୟ କଣ ଏବଂ ସବୁଠାରୁ ବଡ଼ କଥା ହେଉଛି କି ଏହି କଥା କହିବାର ଗୋଟିଏ ଦିନ ପରେ ସେହି ରୋଗୀ ଜଣଙ୍କ ମୃ-ତ୍ୟୁ ବରଣ କରିଥିଲେ । ତେବେ ନର୍ସ କଣ ଆଗରୁ ହିଁ ଜାଣିଥିଲେ କି ସେହି ରୋଗୀ ଜଣଙ୍କ ଆଉ ବଞ୍ଚିବେ ନାହିଁ ସେ କିଛି ଦିନ ର କୁଣିଆ ବୋଲି ।

ଏହି ନର୍ସ ଙ୍କ ନାମ ହେଉଛି ବନ୍ଦନା ଅଗ୍ରୱାଲ । ଏହି କଥା ପରେ ତାଙ୍କ ନାମ ରେ ଏବଂ ହସ୍ପିଟାଲ ନାମ ରେ ସମ୍ପର୍କୀୟ ମାନେ ଅଭିଯୋଗ ମଧ୍ୟ କରିଛନ୍ତି । ଏବଂ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ମଧ୍ୟ ହସ୍ପିଟାଲରେ ଆସି କଥା ହେଉଛନ୍ତି । ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି କି ନର୍ସ ଏଭଳି କିପରି କହି ପାରିଲେ । ଏହା ହସ୍ପିଟାଲର ଦାୟିତ୍ୱ ହୀନତା କୁ ବୁଝାଏ । ଏବଂ କଡା ତ-ଦ-ନ୍ତ ନିଆଯିବ ବୋଲି କୁହା ଯାଇଛି ।

ହସ୍ପିଟାଲ ରୋଗୀ ଙ୍କ ଉପରେ କରା ଯାଇଥିବା ସମସ୍ତ ଖର୍ଚ୍ଚ କୁ ଫେରାଇ ଦେବେ ବୋଲି କୁହା ଯାଇଛି । ଏବଂ ଏହି ଭିଡିଓ ଭାଇରାଲ ପରେ ସବୁ ଲୋକଙ୍କ ମନରେ ଏକ ପ୍ରକାର ଡର ମଧ୍ୟ ଆସିଗଲାଣି କି ହସ୍ପିଟାଲରେ ଭଲ ଭାବରେ ଚିକିତ୍ସା କରାଯାଉଛି କି ନାହିଁ ଏବଂ ସେଠିକି ଯିବା ନି-ରା-ପ-ଦ କିମ୍ବା ନାହିଁ । ତେବେ ଏଥି ପାଇଁ ପ୍ରଶାସନ କଡା ପଦକ୍ଷେପ ନେବ ବୋଲି ଆଶା କରାଯାଉଛି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *