ପୁଅ ମାନଙ୍କ ହୃଦୟ ଜିତିବାରେ ମାହିର ହୋଇଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ପ୍ରାୟତଃ ବ୍ୟକ୍ତି ଙ୍କ ମନରେ ଝିଅ ମାନଙ୍କୁ ନେଇ ଅନେକ ପ୍ରକାର ପ୍ରଶ୍ନ ରହିଥାଏ । କାରଣ ଝିଅ ମାନେ ନିଜ ସମ୍ବନ୍ଧରେ ଅନେକ କିଛି ରାଜ୍ ଲୁଚାଇ ରଖିଥାନ୍ତି

ଯାହା କେହି ମଧ୍ୟ ଜାଣି ନଥାନ୍ତି ଏବଂ ସେମାନେ ସେହି ରାଜ୍ କୁ ଅନ୍ୟ ମାନଙ୍କୁ କହିବା କୁ ମଧ୍ୟ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ପୁଅ ମାନଙ୍କ ହୃଦୟ ଜିତିବା ରେ ମାହିର ହୋଇଥାନ୍ତି ।

ଏହି ନାମର ଝିଅ ବହୁତ ଗୁଣୀ ଓ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ଯେଉଁ ପୁଅ ବିବାହ କରିଥାଏ ସେ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଦୁନିଆ ରେ ହିଁ ହଜି ଯାଇଥାନ୍ତି । ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ । ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ ।

ଏହି ନାମର ଝିଅ ମାନେ ଆବଶ୍ୟକ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି । ଏମାନଙ୍କ ଖାସ ଗୁଣ ହେଉଛି ଯେ, ଏମାନେ ସର୍ବଦା ନିଜ ଜୀବନରେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ନିଜର ମାନ ସମ୍ମାନ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏଥିପାଇଁ ଏହି ଝିଅ ମାନେ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ ଯାହାଦ୍ୱାରା ଏମାନଙ୍କ ମାନ ସମ୍ମାନ ହାନି ହୋଇଥାଏ । ଏମାନଙ୍କ ଅନ୍ଦାଜ ଦ୍ଵାରା ହିଁ ଏମାନେ ଅନ୍ୟ ଙ୍କୁ ନିଜ ପ୍ରତି ଆକର୍ଷିତ କରନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି । ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ । ଏହି ନାମର ଝିଅ ମାନଙ୍କୁ ମଧ୍ୟ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।

ଏହି ଝିଅ ମାନେ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ନିଜର ଭଲ ପାଇବା ମଧ୍ୟ ମିଳିଯାଏ । କିନ୍ତୁ ଏମାନେ ଭଲ ପାଇବା କ୍ଷେତ୍ରରେ ଅନେକ ବିପଦ ର ସାମ୍ନା କରିଥାନ୍ତି । ଏହି ନାମର ଝିଅ ମାନେ ଆକର୍ଷକ ଛବି ର ମାଲିକ ଅଟନ୍ତି । ଏମାନଙ୍କ ଏହି ଖାସ ଗୁଣ ହିଁ ଏମାନଙ୍କ ପ୍ରତି ଆକର୍ଷିତ ହେବାର ମୁଖ୍ୟ କାରଣ ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *