ସିଙ୍ଗର Rituraj ଙ୍କ ମନଦୁଃଖ କହିଲେ ‘ମୁଁ କଣ ଦମନ ଗୀତ ଗାଇ ପାରିନଥାନ୍ତି, ମୁଁ କଣ ହିନ୍ଦୀ ଶିଖିନି, ଆଉ ଭାଇ ଭାଇ କହି ଗୀତ ଗାଇବିନି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ କଣ ହିନ୍ଦୀ ଶିଖିନୀ । ଦମନ ଗୀତ ହିନ୍ଦୀରେ ଗାଇପାରିନଥାନ୍ତି । ହଁ ବନ୍ଧୁଗଣ ଏପରି କିଛି ଭାବ ବିହ୍ଵଳ ହୋଇ ସିଙ୍ଗର ଋତୁରାଜ କହିଛନ୍ତି। ତେବେ ଓଡିଶା ତଥା ଓଡିଶା ବାହାରେ ମଧ୍ୟ ନିଜର କଣ୍ଠ ସ୍ଵର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଋତୁରାଜ ଆଜି ବର୍ତ୍ତମାନ ସମୟରେ ବହୁତ ସୁନ୍ଦର ସୁନ୍ଦର ଗାଈ ଲୋକଙ୍କର ମନରଞ୍ଜନ କରାଉଛନ୍ତି । ତେବେ କଣ୍ଠଶିଳ୍ପୀ ଋତୁରାଜଙ୍କୁ ଦମନ ଫିଲ୍ନରେ ଏକ ଗୀତ ଗାଇବାର ସୁଯୋଗ ମିଳିଥିଲା ।

ହେଲେ ଦମନର ହିନ୍ଦୀ ମୁଭିରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିନଥିବାରୁ ସେ ବହୁତ ଦୁଃଖ ଅନୁଭବ କରୁଛନ୍ତି । ତେବେ ଦମନ ମୁଭିର ହିନ୍ଦୀ ଗୀତଟି ଗାଇବାକୁ ତାଙ୍କର ବହୁତ ଇଛା ରହିଥିଲା । ତେବେ ଋତୁରାଜ ମଧ୍ୟ ମୁହଁ ଖୋଲି ସେ ଗୀତ ଗାଇବାକୁ କହିଥିଲେ । ହେଲେ ତାଙ୍କୁ ସେ ଗୀତଟି ଗାଇବାର ସୁଯୋଗ ମିଳିନଥିଲା । ତେବେ ଋତୁରାଜଙ୍କର କହିବା ଅନୁଯାଇ ମୁଁ ହିନ୍ଦୀ ଶିଖିନି ନା ହିନ୍ଦୀ ଭାଷାରେ ଗୀତା ଗାଇପାରିନଥାନ୍ତି ।

ହେଲେ ସେହି ଗୀତଟି ଗାଇବାର ସୁଯୋଗ ମିଳିନଥିବାରୁ ମୋତେ ବହୁତ କଷ୍ଟ ହୋଇଛି । ତାପରେ ସେ ଏହା ମଧ୍ୟ କହିଛନ୍ତି ଆଗକୁ ଯଦି ଗୀତା ଗାଇବି । ତେବେ ପ୍ରଫେସନାଲରେ ଗାଇବୀ ଆଉ ଭାଇ ଭାଇ କହି ଗୀତ ଗାଇବି ନାହିଁ । ତେବେ କଣ୍ଠଶିଳ୍ପୀ  ଋତୁରାଜଙ୍କର ପ୍ରଭୁ ଜଗନ୍ନାଥଙ୍କ ଉପରେ ଅତୁଟ ଭରଷା ରହିଛି । ତେବେ ସେ ଏହା ମଧ୍ୟ କହିଛନ୍ତି । ମୁ ମୋ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହି ସ୍ଥାନରେ ଆସି ପହଞ୍ଚି ପାରିଛି ।

ତେବେ ଆଗକୁ ମୋ ସହିତ ସବୁ କିଛି ଭଲ ହେବ ବୋଲି ମୁଁ ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛି । ତେବେ ତାଙ୍କ କଥା ଅନୁଯାଇ ମୁଁ ମୋ ଜୀବନରେ ବହୁତ କିଛି ଶିଖି ଶିଖି ଆସୁଛି ଓ ଆଗକୁ ମଧ୍ୟ ଶିଖିବାର ପ୍ରୟାସ ମୋର ଜାରୀ ରହିବ । ତେବେ ସେହି ଅନୁସାରେ ହିଁ ଆଗକୁ ନିଜର କାମ କରି ଚାଲିବି । ତେବେ ସବୁ ଜନତାଙ୍କ ପାଇଁ ଋତୁରାଜ କହିଛନ୍ତି । ଲୋକ କାହାକୁ ପସନ୍ଦ କରିବେ କି ନାହିଁ ।

ସେଇଟା ଲୋକଙ୍କ ଉପରେ ନିର୍ଭର କରେ । ହେଲେ କାହାକୁ କିଛି ରାୟ ଦେବା କାହାରି ହାତର କଥା ନୁହେଁ । କିଏ ଭଲ ଆଉ କିଏ ଖରାପ ତାହାର ରାୟ କେବଳ ଭଗବାନ ହିଁ ଦେଇପାରିବେ । ତାଙ୍କ ଉପରେ ମୋ ଅତୁଟ ବିଶ୍ବାସ ଅଛି କାହକି କଣ୍ଠଶିଳ୍ପୀ ଋତୁରାଜ ଭାବ ବିହ୍ଵଳ ହୋଇଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *