ରିଙ୍କୁ ସିଂଙ୍କ କ୍ୟାଚ ଗଳେଇବାରୁ ଓଡ଼ିଶା କ୍ରିକେଟର ଶୁଭ୍ରାଂଶୁଙ୍କ ଉପରେ ରାଗିଗଲେ MS Dhoni, କହିଲେ ଏପରି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ପୁଅ ଶୁଭ୍ରାଂଶୁଙ୍କ ଉପରେ ରାଗିଲେ ମହେନ୍ଦ୍ର ସିଂହ ଧୋନୀ ! ରିଙ୍କୁ ସିଁ ଙ୍କ କ୍ୟାଚ ଗଲେଇ ଦେବାରୁ  କ୍ରିକେଟର ଶୁଭ୍ରାଂଶୁଙ୍କୁ କ୍ଯାପଟେନ କରିଲେ ତାଗିଦ ! ସୂଚନା ମୁତାବିକ କଲିକତା ନାଇଟ ରାଇଡ଼ର ଓ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଚାଲିଥିବା ମ୍ଯାଚ ସମୟରେ କିଛି ଏପରି ଦ୍ରୁଶ୍ଯ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ସମସ୍ତେ କୁଲ୍ କ୍ଯାପଟେନର ଆକ୍ଷା ଦେଇଛନ୍ତି ।

କାରଣ ଯେବେ ଯେବେ ମଧ୍ୟ ମ୍ଯାଚ ହୋଇଥାଏ । ସମସ୍ତ ପରିସ୍ଥିତିକୁ ମହେନ୍ଦ୍ର ସିଂହ ଧୋନୀ ଥଣ୍ଡା ମୁଣ୍ଡରେ ସବୁ କିଛି ସାମ୍ନା କରିଥାନ୍ତି । କ୍ୟାପେଟେନ ରହିଥିବା ସମୟରେ କୌଣସି ଖେଳାଳୀଙ୍କ ଉପରେ ବିନା କାରଣରେ ଅଯଥାରେ ଆଦ୍ୱୋ ରାଗିଜାଇନଥାନ୍ତି । ହେଲେ ବର୍ତ୍ତମାନର ଦୃଶ୍ୟରେ କ୍ଯାପଟେନ କୁଲ୍ ଟିକେ ଆଙ୍ଗ୍ରି ଅନ୍ଦାଜରେ ଆସିବାର ନଜର ଆସିଛନ୍ତି । ସୂଚନା ମୁତାବିକ ଯେଉଁଠାରେ କି ଚେନ୍ନାଇ ଓ କଲିକତା ମଧ୍ୟରେ ଚାଲିଥିବା ସମୟରେ ଶେଷ ଓଭର ସମୟରେ ଏପରି କିଛି ଘଟଣା ଘଟିଯାଇଥିଲା ।

ଶେଷ ଓଭରେ ଚେନ୍ନାଇ ସୁପର କିଙ୍ଗର କ୍ରିକେଟର ମହେଶ ଦୀକ୍ଷଣା ବୋଲିଂ କରିବାକୁ ଆସିଥିଲେ । କଲିକତା ନାଇଟ ରାଇଡ଼ର ପକ୍ଷରୁ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ବ୍ୟାଟିଂ କରୁଥିଲେ । ତେବେ ରିଙ୍କୁ ସିଁ ମହେଶ ଦୀକ୍ଷଣାଙ୍କ ବଲ୍ କୁ ବ୍ୟାଟିଂ କରିବା ସମୟରେ ବଲ୍ ଟି ବାଉଣ୍ଡରୀ ଲାଇନରେ କ୍ୟାଚ ଉଠିଥିଲା । ତେବେ ଏହି କ୍ୟାଚ ବଲ୍ କୁ କିନ୍ତୁ ଧରିବା ପାଇଁ ସେହି ସମୟରେ ଓଡିଶାର ପୁଅ ଶୁଭ୍ରାଂଶୁ ସେନାପତି ସକ୍ଷମ ହୋଇପାରିନଥିଲେ ।

ଯାହା ଯୋଗୁ ଶୁଭ୍ରାଂଶୁ ସେହି କ୍ୟାଚକୁ ଗଳାଇ ପକାଇଥିଲେ । ତାପରେ ଏହି ଘଟଣାଟି ଘଟିବା ପରେ କ୍ୟାପେଟେନ ମହେନ୍ଦ୍ର ସିଂହ ଧୋନି ଶୁଭ୍ରାଂଶୁ ସେନାପତି ଉପରେ ରାଗିଯାଇଥିଲେ । ଯାହାର ଦୃଶ୍ୟଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିପଡିଛି । ତେବେ କ୍ଯାପଟେନ କୁଲ୍ ଙ୍କର ଆଙ୍ଗରୀ ଲୁକ୍ ଦେଖି ଅନେକ କହୁଛନ୍ତି ।

ଯେ ଦରକାର ପଡିଲେ ଅନ୍ୟ କ୍ରିକେଟରଙ୍କୁ ତାଗିଦ କରି ତାଙ୍କୁ କ୍ରିକେଟର ସଠିକ ନିୟମ ଜଣାଇବାକୁ କ୍ୟାପେଟେନ କୁଲ୍ ଧୋନୀ ମଧ୍ୟ ଆଙ୍ଗରୀ ଲୁକ କୁ ଚାଲିଆସନ୍ତି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ କ୍ରିକେଟ ସମ୍ପର୍କିତ ଲାଟେଷ୍ଟ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *