ଚର୍ଚ୍ଚାରେ ମହାପ୍ରଭୁଙ୍କ ଏହି ଭକ୍ତ…. ମହାପ୍ରଭୁ ଜଗନ୍ନାଥଙ୍କ ଙ୍କ ପାଇଁ ଦେଲେ 250 କୋଟିର ଦାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ରିଟେନରେ ଭବ୍ୟ ଜଗନ୍ନାଥ ମନ୍ଦିରକୁ ୨୫୦ କୋଟି ଟଙ୍କାର ଦାନ ! ତେବେ ସୂଚନା ମୁତାବିକ ବ୍ରିଟେନରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ଜଗନ୍ନାଥ ମନ୍ଦିର ପାଇଁ ଏବେ ସବୁଆଡେ ହେଉଛି ଚର୍ଚା । ତେବେ ଏହି ମନ୍ଦିର ନିର୍ମାଣ କରାଯିବା ପାଇଁ ମଧ୍ୟ ବହୁଳ ଅର୍ଥର ଖର୍ଚ ହେବା ପାଇଁ ମଧ୍ୟ ଯାଉଅଛି । ତେବେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ୨୫୦ କୋଟି ଟଙ୍କା ଦାନ କରିବା ପାଇଁ ବିଶିଷ୍ଠ ଉଦ୍ଯୋଗୀ ତଥା ପ୍ରବାସୀ ଓଡିଆ ବିଶ୍ଵନାଥ ସଂକଳ୍ପ କରିଥିଲେ ।

ତେବେ ନିକଟ ଅତୀତରେ ଯାଇଥିବା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶିଷ୍ଟ ଉଦ୍ଯୋଗୀ ବିଶ୍ଵନାଥ ପଟ୍ଟନାୟକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କରିଛନ୍ତି । ତେବେ ସେ ଦାନ କରିଥିବା ଟଙ୍କାର ପରିମାଣ ରହିଛି ୨୫୦ କୋଟି ଟଙ୍କା । ବିଶ୍ଵନାଥ ପଟ୍ଟନାୟକଙ୍କ ଦ୍ଵାରା ଏହି ପ୍ରଦାନ କରାଯାଇଥିବା ବିଦେଶର କୌଣସି ମନ୍ଦିରକୁ ଦାନ କରାଯାଇଥିବା ପ୍ରବାସୀଙ୍କ ଦ୍ଵାରା ସବୁଠାରୁ ବଡ ପରିମାଣର ଅର୍ଥ ରାଶି ଅଟେ ।

ଅର୍ଥ ରାଶି ଯାହାକୁ ବିଶ୍ଵନାଥ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଷୋସାଇଟି ୟୁକେ ଦ୍ଵାରା ଆୟୋଜିତ କରାଯାଇଥିବା ସମ୍ମିଳନୀରେ ସେ ମନ୍ଦିର ନିର୍ମାଣାର୍ଥେ ଦାନ କରିଛନ୍ତି । ତେବେ ଏହି ସମ୍ମିଳନୀରେ ଗଜପତି ମହାରାଜା ଦିବ୍ୟ ସିଂହ ଦେଓ ଅଧକ୍ଷତା କରିଥିଲେ । ଏହି ସମ୍ମିଳନୀରେ ବହୁ ବିଶିଷ୍ଠ ଲୋକ ମଧ୍ୟ ଯୋଗ ଦେଇଥିଲେ । ତେବେ ବ୍ରିଟେନରେ ନିର୍ମାଣ କରାହେବାକୁ ଯାଉଥିବା ଜଗନ୍ନାଥ ମନ୍ଦିରକୁ ଭବ୍ୟ ଓ ସୂନ୍ଦର କରିବା ପାଇଁ ବିସ୍ତାର ଭାବେ ଆଲୋଚନା ମଧ୍ୟ ସେଠାରେ କରଯାଇଥିଲା ।

ତେବେ ବିଶ୍ଵନ୍ନାଥ ପଟ୍ଟନାୟକ ହେଉଛନ୍ତି ଫିଟନେସ୍ ଗୃପ ଅଫ କମ୍ପାନିସ ଏକ ପ୍ରାଇଭେଟ ଇକ୍ବିଟି ଇନଭେସ୍ତମେଣ୍ଟ ଫାର୍ମ  ଅଟେ । ପ୍ରଥମେ ଜଣେ ବ୍ୟାଙ୍କର ଭାବେ ବିଶ୍ଵନାଥ ପଟ୍ଟନାୟକ ନିଜର କ୍ଯାରିଅର ଆରମ୍ଭ କରିଥିଲେ । ଅନେକ ବର୍ଷ ସେ ବ୍ୟାଙ୍କର ଭାବେ କାର୍ଯ୍ୟ କରିବା ପରେ ସେ ୨୦୦୯ ମସିହାରେ ନିଜର ଏକ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରିଥିଲେ ।

ଅନେକ ଗୁଡିଏ ଫାର୍ମ ଖୋଲିବା ସହ ୨ ଟି ବଡ ବଡ କମ୍ପାନୀରେ ମଧ୍ୟ ବିଶ୍ଵନାଥ ପଟ୍ଟନାୟକ ଅଂଶୀଦାର ରୂପେ ଥିଲେ । ତେବେ ୨୦୧୪ ମସିହା ସୁଧା ନିଜର ଏକ ବିସ୍ତାର ଭାବେ କାରବାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *