ସହିଦ ଦେବାଶିଷଙ୍କ ପରିବାରର ଦୁଃଖ ସହି ପାରିଲେନି ବିଦ୍ୟାଶ୍ରୀ, ଧାଇଁ ଆସିଲେ ସହିଦଙ୍କ ଘରକୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହିଦ ଦେବାଶିଷ ବିଶ୍ଵାଳଙ୍କ ଘରକୁ ଧାଇଁ ଆସିଲେ ବିଦ୍ୟାଶ୍ରୀ ! ତେବେ ବର୍ତ୍ତମାନର ସବୁଠାରୁ ବଡ ଚର୍ଚିତ ଖବର ଅନୁଯାଇ ବୀର ପୁରୁଷ ସହିଦ ଦେବାଶିଷ ବିଶ୍ଵାଳ ଅମର ରହେ । କାରଣ ନିକଟ ଅତୀତରେ ଯେଉଁ ହୃଦୟ ବିଦାରକ ଘଟଣା ଘଟି ଯାଇଛି । ସେଥିପାଇଁ ସାରା ଓଡିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି । ହେଲେ ଯାହା ଘରେ ଏପରି କିଛି ହୋଇଛି । ଅର୍ଥାତ ଯିଏ ନିଜ ପୁଅକୁ ହରାଇଛି ତ ଅନ୍ୟ କିଏ ନିଜ ସ୍ଵାମୀକୁ ହରାଇଛି ।

ସେମାନଙ୍କ ମନର ଅବସ୍ଥା ତ କହି ମଧ୍ୟ ହେବ ନାହିଁ । ହେଲେ ଏହାରି ଭିତରେ ବହୁତ ସଦ ହୃଦୟ ବ୍ୟକ୍ତି ସହିଦ ଦେବାଶିଷଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜ୍ଞାପନା କରିଛନ୍ତି । ଏହା ସହ ସହିଦ ଦେବାଶିଷଙ୍କ ବାପା ଓ ମାଆଙ୍କ ଆଖିରୁ ଲୁହ ପୋଛିଛନ୍ତି । ଅନ୍ୟ କିଏ ଦେବାଶିଷଙ୍କ ଧର୍ମପତ୍ନୀଙ୍କୁ ବୁଝାଇ ତାଙ୍କୁ ସାହସ ଦେଉଛନ୍ତି। ତେବେ ଏହାରି ମଧ୍ୟରେ ସମାଜସେବୀ ବିଦ୍ୟାଶ୍ରୀ ଦେବାଶିଷଙ୍କ ଘରକୁ ଗତ କାଲି ରାତିରେ ଦେବାଶିଷଙ୍କ ପରିବାରର ଦୁଃଖକୁ ସାହି ନପାରି ତାଙ୍କ ଘରକୁ ଯାଇଥିଲେ ।

ସେଠାରେ ପହଞ୍ଚି ସହିଦ ଦେବାଶିଷଙ୍କ ପରିବାରକୁ ଅନେକ ବୁଝାସୁଝା କରାଇଥିଲେ । ଏହା ସହ ତାଙ୍କର ଦୁଃଖର ମଧ୍ୟ ସାଥି ହୋଇଥିଲେ । କାରଣ ଦୁଃଖର ଝଡ ସମସ୍ତଙ୍କ ଜୀବନରେ କେତେବେଳେ ନା କେତେବେଳେ ନିହାତି ଭାବେ ଆସିଥାଏ । ହେଲେ ସେହି ଦୁଃଖର ଝଡକୁ ସାହସର ସାମ୍ନା ମଧ୍ୟକରିବାକୁ ପଡିଥାଏ । କାରଣ ବିଦ୍ୟାଶ୍ରୀଙ୍କ ଜୀବନରେ ମଧ୍ୟ ଏପରି କିଛି ଦୁଃଖର ଝଡକୁ ସାମ୍ନା କରିବାକୁ ପଡିଥିଲା ।

ତଥାପି ସେ ଭାଙ୍ଗି ନପଡି ସମୟ ସହ ମୁକାବିଲା କରି ଆଗକୁ ଆସିଥିଲେ । ସେହିଭଳି ସହିଦ ଦେବାଶିଷ ବିଶ୍ଵାଳଙ୍କ ଘରକୁ ଯାଇ ମଧ୍ୟ ତାଙ୍କର ସଂପୂର୍ଣ୍ଣ ପରିବାରକୁ ସମାଜସେବୀ ବିଦ୍ୟାଶ୍ରୀ ଅନେକ ବୁଝାସୁଝା କରିଥିଲେ । ସାରା ପରିବାରକୁ ସାନ୍ତ୍ଵନା ମଧ୍ୟ ଦେଇଥିଲେ । ସହିଦ ଦେବାଶିଷଙ୍କ କୁନି ଝିଅକୁ ମଧ୍ୟ ବିଦ୍ୟାଶ୍ରୀ ଧରି ତାକୁ ସ୍ନେହ ଆଦର କରିଥିଲେ ।

ତେବେ ଏହାରି ମଧ୍ୟରେ ଆମେ ମଧ୍ୟ ବାରମ୍ବାର କହିବୁ । ଯେ ଦେଶ ପାଇଁ ସହିଦ ହୋଇଯାଇଥିବା ବୀର ପୁରୁଷ ସହିଦ ଦେବାଶିଷ ବିଶ୍ଵାଳଙ୍କ ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *