ରିପୋର୍ଟର Arindam Das ଙ୍କ ଶେଷ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଆପଣ ମାନେ ଜାଣିଥିବେ କି ମହାନଦୀ ରେ ହାତୀ କୁ ଉଦ୍ଧାର କରୁଥିବା ସମୟରେ ଓଡ୍ରାଫ ଟିମ ର ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସବୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଓଟିଭି ର ସିନିୟର ରିପୋର୍ଟର ଅରିନ୍ଦମ ଦାସ ଙ୍କ ମେଡ଼ିକାଲ ରେ ହିଁ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଏହା ଆମ ଓଡ଼ିଆ ତଥା ଓଡିଶା ଗଣମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ସୂଚନା ଅନୁଯାୟୀ ଫ-ସି ଯାଇଥିବା ହାତୀ ଟି କୁ ଉ-ଦ୍ଧା-ର କରିବା ପାଇଁ ଓଡ୍ରାଫ ଟିମ ର ୬ ଜଣ ଏବଂ ତା ସହ ଓଟିଭି ର ଦୁଇ ଜଣ ପ୍ରତିନିଧି ମାନେ ମଧ୍ୟ ଥିଲେ ।

ତେବେ ସେମାନେ ସେଇଠାରେ ହାତୀ ଟିକୁ ଉଦ୍ଧାର କରିବା ପାଇଁ ବହୁତ ପ୍ରଚେଷ୍ଟା କରୁଥିଲେ କିନ୍ତୁ ହଠାତ ସେହି ବୋଟ ଟି ପାଣି ର ସୁ-ଅ ରେ ଓ-ଲ-ଟି ଯାଇଥିଲା । ଯାହା ଯୋଗୁଁ ସେହି ବୋଟ ରେ ଥିବା ସମସ୍ତେ ଓ-ଲ-ଟି ଯାଇଥିଲା ଏବଂ ସମସ୍ତେ ବୁ-ଡି ଯାଇଥିଲେ । ତେବେ ପ୍ରଥମେ ଓଡ୍ରାଫ ଟିମ ର ତିନି ଜଣ ସଦସ୍ୟ ଙ୍କୁ ଉଦ୍ଧାର କରାଯାଇ ଥିଲା ଏବଂ ପରେ ଓଟିଭି ର ଦୁଇଜଣ ପ୍ରତିନିଧି ଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।

ତେବେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ସମସ୍ତ ଙ୍କ ଅବସ୍ଥା ବହୁତ ଖରାପ ଥିଲା କିନ୍ତୁ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ହିଁ ନିଜର ଶେଷ ନି-ଶ୍ୱା-ସ ତ୍ୟାଗ କରିଥିଲେ । ତେବେ ପରେ ତାଙ୍କ ପା-ର୍ଥି-ବ ଶ-ରୀ-ର କୁ ଓଟିଭି ର ଅଫିସ କୁ ଅଣାଯାଇଥିଲା ଏବଂ ଅରିନ୍ଦମ ଙ୍କୁ ଦେଖିବା ପାଇଁ ଅନେକ ଲୋକ ଏବଂ ଅନେକ ସାମ୍ବାଦିକ ତଥା ତାଙ୍କ ବନ୍ଧୁ ମାନେ ଏବଂ ପରିବାର ସବୁ ଏକାଠି ହୋଇଥିଲେ ତାଙ୍କର ଶେଷ ଦର୍ଶନ ପାଇଁ ।

ତେବେ ସମସ୍ତଙ୍କ ଆଖିରେ ଲୁହ ଏବଂ ଓଟିଭି ର ମୁଖ୍ୟ ଜାଗି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଖବର ଟି ସମସ୍ତ ଙ୍କୁ ମର୍ମାହତ କରି ଦେଇଛି ଏବଂ ଏହି ଦୁ-ର୍ଘ-ଟ-ଣା ଟି ଓଡ଼ିଆ ଗଣ ମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ବର୍ତ୍ତମାନ ସବୁଆଡେ ଶୋକ ର ପରିବେଶ ଛାଇ ଯାଇଛି ଏବଂ ସମସ୍ତେ ଅରିନ୍ଦମ ଙ୍କ ଆତ୍ମା ର ସଦଗତି ପାଇଁ ପାର୍ଥନା ମଧ୍ୟ କରୁଛନ୍ତି ।

ଅରିନ୍ଦମ ସବୁବେଳେ ଜଣେ ନିର୍ଭୀକ ଭାବରେ ବର୍ଷା, ତୋ-ଫା-ନ ଏବଂ ବନ୍ୟା ରେ ସେ ନିଜର ରିପୋର୍ଟିଂ କରିବାକୁ ଭୁଲନ୍ତି ନାହିଁ । ସମସ୍ତେ ତାଙ୍କ ସାମ୍ବାଦିକତା କୁ ଖୁବ ପ୍ରଶଂସା ମଧ୍ୟ କରନ୍ତି ଏବଂ ସମସ୍ତେ ତାଙ୍କୁ ଖୁବ ଭଲ ମଧ୍ୟ ପାଇଥାନ୍ତି । ତେବେ ଏହା ଥିଲା ଆମ ସାହାସି ଏବଂ ନିର୍ଭୀକ ଏବଂ ବରିଷ୍ଠ ସାମ୍ବାଦିକ ଙ୍କ ର ଶେଷ ସାମ୍ବାଦିକତା ଯାହା କେହି ବି ଭୁଲି ପାରିବେନି ଏବଂ ସେ ସବୁ ଦିନ ପାଇଁ ଆମ ମନରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *