ଭୋ ଭୋ ହେଇ କା-ନ୍ଦି-ଲେ ପୂର୍ବତନ OTV ଖୋ-ଲା-କ-ଥା ସାମ୍ବାଦିକ Satyajit Mishra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେଭଳି କି ଆପଣ ମାନେ ଜାଣିଛନ୍ତି ଯେ, ମହାନଦୀ ରେ ହାତୀ କୁ ଉଦ୍ଧାର କରୁଥିବା ସମୟରେ ଓଡ୍ରାଫ ଟିମ ର ବୋଟ ଟି ଓଲଟି ଯାଇଥିଲା ଏବଂ ସବୁ ଗୁ-ରୁ-ତ-ର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଚି-କି-ତ୍ସି-ତ ହେଉଛନ୍ତି କିନ୍ତୁ ଓଟିଭି ର ବରିଷ୍ଠ ରିପୋର୍ଟର ଅରିନ୍ଦମ ଦାସ ଙ୍କ ମେଡ଼ିକାଲ ରେ ହିଁ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଏହା ଆମ ଓଡ଼ିଆ ତଥା ଓଡିଶା ଗଣମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷ-ତି ଅଟେ ।

ମିଳିଥିବା ସୂ-ଚ-ନା ଅନୁଯାଇ ହାତୀକୁ ଉ-ଦ୍ଧା-ର କରିବା ପାଇଁ ବୋଟ ଯୋଗେ ୭ ଜଣ ଯାଇଥିଲେ । ତେବେ ସୂ-ଚ-ନା ଅନୁଯାୟୀ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉ-ଦ୍ଧା-ର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ । ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ।

ଅରିନ୍ଦମ ଙ୍କ ସହ କାମ କରୁଥିବା ତାଙ୍କର ସହ ସାମ୍ବାଦିକ ମାନେ ସମସ୍ତେ ନିଜର ଦୁଃ-ଖ ପ୍ରକାଶ କରିଛନ୍ତି ଏବଂ କେହି କେହି ନ୍ୟୁଜ ପଢିଲା ବେଳେ ନିଜକୁ ସମ୍ଭାଳି ମଧ୍ୟ ପାରି ନଥିଲେ । ତେବେ ଅରିନ୍ଦମ ଙ୍କ ଆଉ ଜଣେ ସହ କର୍ମଚାରୀ ଏବଂ ପୂର୍ବତନ ଖୋ-ଲା-କ-ଥା ର ସାମ୍ବାଦିକ ସତ୍ୟଜିତ ମିଶ୍ର ଲା-ଇ-ଭ ଭି-ଡି-ଓ ରେ ନିଜ ଶୋ-କ କୁ ପ୍ରକାଶ କରିଛନ୍ତି । ସେ ନିଜ ଲା-ଇ-ଭ ଭି-ଡି-ଓ ରେ ନିଜକୁ ସ-ମ୍ଭା-ଳି ପାରୁ ନାହାଁନ୍ତି ଏବଂ କା-ନ୍ଦି କା-ନ୍ଦି କହୁଛନ୍ତି କି ଅରିନ୍ଦମ ଭଳି ପିଲା ଆଉ ମିଳିବେ ନାହିଁ ମୋ ଭାଇ ତୁ କଣ କଲୁ କାଇଁ ମୋତେ ଛା-ଡ଼ି ପ-ଳେ-ଇ-ଲୁ ।

ହାତୀ ଉଦ୍ଧାର ର ଭି-ଡି-ଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁ-ଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉ-ଦ୍ଧା-ର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହ-ସ୍ପି-ଟା-ଲ-ରେ ହିଁ ଅରିନ୍ଦମ ନିଜର ଶେଷ ନି-ଶ୍ୱା-ସ ତ୍ୟାଗ କରିଛନ୍ତି । ତେବେ ଏହି ଖବର ପ୍ରକାଶ ହେବା ପରେ ଓଡ଼ିଆ ଗ-ଣ-ମା-ଧ୍ୟ-ମ ରେ ଏକ ପ୍ରକାର ଶୋ-କ-ର ବାତାବରଣ ହୋଇ ଯାଇଛି ।

ତୋତେ ଆଉ କେମିତି ଦେଖିବି ତୋ ସହ ଆଉ କେମିତି କଥା ହେବି କଣ କଲୁ ତୁ । ଏହି ଭଳି ଭାବରେ କହି ସେ ନିଜର ଦୁଃ-ଖ କୁ ପ୍ରକାଶ କରିଛନ୍ତି ଲା-ଇ-ଭ ଭି-ଡି-ଓ ମାଧ୍ୟମରେ । ତେବେ ଅରିନ୍ଦମ ଙ୍କ ଆ-ତ୍ମା କୁ ଶାନ୍ତି ମିଳୁ ଏବଂ ସେ ସର୍ଵଦା ଆମ ହୃଦୟ ଭିତରେ ଅ-ମ-ର ହୋଇ ରହିବେ ।

Leave a Reply

Your email address will not be published. Required fields are marked *