ICU ରେ ଚିକିତ୍ସିତ ହେଉଥିବା Remo D’souza ଙ୍କ ଅବସ୍ଥାର ଆସିଲା ରିପୋର୍ଟ, ସର୍ଜରୀ ପରେ ଡାକ୍ତର କଲେ ଏହି ବଡ ଖୁଲାସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ସେଲିବ୍ରେଟି ଓ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଷ୍ଟାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛି ସେ ବର୍ତ୍ତମାନ ବହୁତ କଷ୍ଟରେ ଅଛନ୍ତି । ତାଙ୍କୁ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ସମସ୍ତେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ କରୟୋଗ୍ରାଫର ରେମୋ ଡିସୌଜା । ବନ୍ଧୁଗଣ ଆପଣ ମାନେ ସମସ୍ତେ ରେମୋ ଡିସୌଜାଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଗତ କାଲି ଏହା ଖବର ମିଳିଥିଲା ଯେ ରେମୋଙ୍କୁ ହାର୍ଟ ଆଟାକ ହୋଇଛି, ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ବନ୍ଧୁଗଣ ତାଙ୍କର ପରିସ୍ଥିତି ବର୍ତ୍ତମାନ କିପରି ଅଛି ଆପଣ ମାନେ ଜାଣିଛନ୍ତି କି, ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରେମୋଙ୍କ ପରିସ୍ଥିତି ଓ ତାଙ୍କ ସର୍ଜରୀ ରିପୋର୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରେମୋଙ୍କ ବିଷୟରେ ।

ବନ୍ଧୁଗଣ ରେମୋ ଡିସୌଜା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ହାସଲ କରିଛନ୍ତି । ପିଲା ବେଲାରୁ ରେମୋ ବହୁତ ଭଲ ଡ୍ୟାନ୍ସର ଥିଲେ । ସେ ନିଜ ଜୀବନରେ କେବଳ ଡ୍ୟାନ୍ସ କରିବା ପାଇଁ ଚାହୁଁ ଥିଲେ । ବନ୍ଧୁଗଣ ସେହି ଡ୍ୟାନ୍ସ ତାଙ୍କ ଜୀବନକୁ ବଦଳାଇ ଦେଇଛି । ରେମୋ ପ୍ରଥମେ ବଲିଉଡ ଓ ସାଉଥର କେତେକ ଫିଲ୍ମରେ କୋରିଓଗ୍ରାଫର ହୋଇ କଳାକାର ମାନଙ୍କୁ ଡ୍ୟାନ୍ସ କରାଇ ଥିଲେ ।

ଧୀରେ ଧୀରେ ସେ ବହୁତ ଫିଲ୍ମର ଗୀତରେ କୋରିଓଗ୍ରାଫର ହୋଇ ସଫଳତା ହାସଲ କରିଲେ । ଏହାପରେ ସେ କେତେକ ଫିଲ୍ମରେ ଡାଇରେକ୍ଟର ହେଲେ । ବନ୍ଧୁଗଣ ବଲିଉଡ ଫିଲ୍ମ ‘ଏବିସିଡି, ଏବିସିଡି ୨ ଓ ଷ୍ଟ୍ରିଟ ଡ୍ୟାନ୍ସର’ ଆଦି ଫିଲ୍ମକୁ ଡାଇରେକ୍ଟ କରିଛନ୍ତି ଏହି ତିନୋଟି ଫିଲ୍ମ ବ୍ଯତୀତ ସେ ଅନ୍ୟ ମଧ୍ୟ କେତେକ ସୁପର ହିତ ଫିଲ୍ମକୁ ଡାଇରେକ୍ଟ କରିଛନ୍ତି । ସେ ସଲମାନ ଖାନଙ୍କ ସୁପର ହିଟ ଫିଲ୍ମ ‘ରେସ୍ ୩’ର ଡାଇରେକ୍ଟର ଥିଲେ ।

ବଲିଉଡରେ ରେମୋଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ଦର୍ଶକ ମାନେ ରେମୋଙ୍କ ଡ୍ୟାନ୍ସ ଓ ଫିଲ୍ମକୁ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଗତ କାଲି ଏକ ଦୁଃଖମୟ ଘଟଣା ରେମୋ ସହ ଘାତିଯାଇଛି । ଗତ କାଲି ଖରାବେଳ ସମୟ ୨ ଟାରେ ରେମୋଙ୍କୁ ହାର୍ଟ ଆଟାକ ଆସିଥିଲା, ଯାହାଫଳରେ ତାଙ୍କୁ କୋଖ୍ଲା ବେନ ଆମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ବନ୍ଧୁଗଣ ରେମୋଙ୍କ ଚିକିତ୍ସା ଚାଲିଛି ଓ ଧୀରେ ଧୀରେ ରେମୋ ରିକୋଭର ହେଉଛନ୍ତି ।

ହେଉ କଥାର ଖୁଲାସା କରିଛନ୍ତି ଅଭିନେତା ଓ ଡ୍ୟାନ୍ସର ଧର୍ମେନ୍ଦ୍ର ସେଲାନ୍ଦେ । ଏହି କିଛି ସମୟ ହେବ ଧର୍ମେନ୍ଦ୍ର ମିଡିଆକୁ କହିଥିଲେ ଯେ, ରେମୋ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ କିଛି ସମୟ ହେବ ତାଙ୍କର ଏନଜିଓ ପ୍ଲାଷ୍ଟିକ ସର୍ଜରୀ ହୋଇଛି । ଖବର ମିଳିଛି ଯେ, କେବଳ ତାଙ୍କ ପତ୍ନୀ ଶେଜଲଙ୍କ ବ୍ଯତୀତ ଅନ୍ୟ କୌଣସି ଲୋକ ରେମୋଙ୍କ ସହ ସାକ୍ଷାତ କରିପାରିବ ନାହିଁ । ବର୍ତ୍ତମାନ ରେମୋଙ୍କ ସ୍ଥିତିରେ ସୁଧାର ଆସିଯାଇଛି ଓ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *