Bollywood କୋରିଓଗ୍ରାଫର Punit Pathak କରିନେଲେ ବିବାହ, ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ କିଏ ଅଟେ ସେହି ଝିଅ

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ବଲିଉଡ ଡ୍ୟାନ୍ସର ଓ କୋରିଓଗ୍ରାଫର ମାନେ ବହୁତ ଚର୍ଚାରେ ରହୁଛନ୍ତି । ଏହିପରି ଜେନ ଫେମସ ଜଜ୍ ବା କୋରିଓଗ୍ରାଫର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି କୋରିଓଗ୍ରାଫର ଜଣକ ଔ କେହି ନୁହନ୍ତି ଏ ହେଉଛନ୍ତି ଟିଭି ରିଆଲିଟି ସୋ ‘ଡ୍ୟାନ୍ସପ୍ଲସ’ର ଜଜ୍ ପୁନୀତ ପାଠକ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁନୀତ ପାଠକଙ୍କୁ ଫିଲ୍ମ ‘ଏବିସିଡି ଓ ଏବିସିଡି ୨’ରେ ଦେଖିଥିବେ । କିଛି ଫିଲ୍ମରେ ଅଭୟ କରିବା ପରେ ପୁନୀତ ଡ୍ୟାନ୍ସ ରିଆଲିଟି ସୋରେ ଜଜ୍ ରୂପେ ନଜର ଆସୁଛନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ପୁନୀତ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନିଧି ସିଂହଙ୍କର ବିବାହ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପୁନୀତ ନିଜ କାରିୟରର ଆରମ୍ଭ ରିଆଲିଟି ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ଆରମ୍ଭ କରିଥିଲେ । ଏହି ସୋରେ ସେ ଦୁତୀୟ ରନରଅପ୍ ର ସ୍ଥାନ ନେଇଥିଲେ । ଡ୍ୟାନ୍ସ ଦୁନିଆରେ ପାଦ ଦେଇଥିବା ପୁନୀତ ପାଠକ ଷ୍ଟାରପ୍ଲସର ଡ୍ୟାନ୍ସ ରିଆଲଟି ସୋ ‘ଡ୍ୟାନ୍ସପ୍ଲସ’ର ବହୁତ ସିଜନରେ ଜଜ୍ ର ଭୂମିକା ପଦର୍ଶନ କରିଛନ୍ତି ।

ଏହା ସହିତ ସେ ରିଆଲିଟି ସୋ ‘ଖତ୍ରୋ କେ ଖିଲାଡ଼ି’ ସିଜନ ୯ର ତ୍ରୋଫି ଜିତିଛନ୍ତି । ବନ୍ଧୁଗଣ ପୁନୀତ ବଲିଉଡ ଫିଲ୍ମ ‘ଏବିସିଡି, ଏବିସିଡି ୨ ଓ ଷ୍ଟ୍ରିଟ ଡ୍ୟାନ୍ସର’ ଆଦି ଫିଲ୍ମରେ ମଧ୍ୟ ନିଜର ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ପୁନୀତଙ୍କ ଡ୍ୟାନ୍ସକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ନିଜ ଡ୍ୟାନ୍ସ ଓ ଟ୍ୟାଲେନ୍ଟ ପାଇଁ ସେ ଆଜିକୁ ବଲିଉଡ ଇଣ୍ଡଷ୍ଟ୍ରି ଓ ଡ୍ୟାନ୍ସ ରିଆଲିଟି ସୋରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଫେମସ ଡ୍ୟାନ୍ସ ଜଜ୍ ପୁନୀତ ପାଠକ ନିଜ ଗାର୍ଲଫ୍ରେଣ୍ଡ ନିଧି ସିଂହଙ୍କ ସହ ବିବାହ କରିଛନ୍ତି, ସୋସିଆଲ ମିଡିଆରେ ଟଣକ ବିବାହ ଭିଡିଓ ଓ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ପୁନୀତ ଓ ନିଧିଙ୍କର ବିବାହ ଏକ ଭିଡିଓ ବହୁତ ଚର୍ଚାରେ ରହିଛି, ଯେଉଁଠି ଏହି ଦୁଇଜଣ ପରସ୍ପରକୁ ବାରମାଳା ପିନ୍ଧାଉ ଛନ୍ତି । ଫ୍ୟାନ୍ସ ମାନେ ଏହି ଭିଡିଓର ବହୁତ ପ୍ରଶଂସା କରିଛନ୍ତି ଓ ବଡ ବଡ ଷ୍ଟାର ମାନେ ମଧ୍ୟ ପୁନୀତଙ୍କୁ ସୁବେଛା ଜଣାଇଛନ୍ତି ।

ପୁନୀତ ପାଠକଙ୍କ ବିବାହର ଅନ୍ୟ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଠି କମେଡିଆନ ଭାରତୀ ସିଂହ ସବୁଜ ରଙ୍ଗର ସୁଟ ପିନ୍ଧି ନିଜ ସ୍ଵାମୀ ହର୍ଷ ଲିମ୍ବାଚିଆଙ୍କ ସହ ନଜର ଆସୁଛନ୍ତି । ଏହି ଭିଡିଓରେ ପୁନୀତ ଓ ନିଧି ଦମଦାର ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ବର୍ତ୍ତମାନ ବନ୍ଧୁଗଣ ସୋସିଆଲ ମିଡିଆରେ ପୁନୀତଙ୍କ ବିବାହର ବହୁତ ଚର୍ଚା ହେଉଛି ଓ ପୁନୀତଙ୍କ ବିବାହ ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ମାତ୍ରାରେ ଭାଇରାଲ କରୁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *