ଏବେ Recharge ଟେନସନ ରୁ ମିଳିବ ମୁକ୍ତି, ରିଚାର୍ଜ ସରିଗଲେ ବି ଏହି ଡିଭାଇସରୁ ଯେ କୌଣସି ନମ୍ବରକୁ କରି ପାରିବେ କଲ୍

ନମସ୍କାର ବନ୍ଧୁଗଣ, ମୋବାଇଲ ଫୋନ ବର୍ତ୍ତମାନ ଜୀବନ ପାଲଟି ଗଲାଣି ମଣିଷ ପାଇଁ । ଆଉ ଏହି ସମୟରେ ଲୋକଙ୍କ ଫାଇଦା ଉଠାଉଛି କମ୍ପାନୀ । ଧୀରେ ଧୀରେ ରିଚାର୍ଜର ପଇସା ବାଢାଇବାରେ ଲାଗିଛି କମ୍ପାନୀ । ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ବହୁତ ଚିନ୍ତାରେ ଅଛନ୍ତି ନା ଛାଡି ପାରିବେ ଫୋନ ନା କରିପାରିବେ ରିଚାର୍ଜ ଠିକ ଏହି ସମୟରେ ଆସି ଯାଇଛି ଏକ ଡିଭାଇସ ଯାହା ଆପଣଙ୍କୁ ରିଚାର୍ଜ ଟେନସନରୁ ମୁକ୍ତି ଦେବ । ତେବେ କଣ ଏବଂ କିପରି ସେହି ଡିଭାଇସଟି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଆପଣଙ୍କୁ ରିଚାର୍ଜର ଟେନସନରୁ ମୁକ୍ତି ପାଇବା ପାଇଁ ଏକ ଡିଭାଇସ କିଣିବା ପାଇଁ ପଡିବ । ସେହି ଡିଭାଇସଟିର ନାମ ହେଉଛି ‘ବାୟୋଫେଙ୍ଗ BF-888S’ ୱାକି ଟଲ୍କି । ଆପଣଙ୍କୁ ଏହାକୁ ଆଣିବା ପାଇଁ ବେଶି କିଛି କଷ୍ଟ କରିବା ପାଇଁ ପଡିବ ନାହିଁ । ଆପଣ ଏହାକୁ ଅନଲାଇନରେ ଖୁବ ସହଜରେ ଅର୍ଡର କରିପାରିବେ । ଆପଣ ଭାବୁଥିବେ ଏହି ଡିଭାଇସର ଦାମ ହୁଏତ ବହୁତ ଅଧିକ ହୋଇଥିବ ! ଏହାର ଦାମ ମାତ୍ର ୪୦୦୦ ହଜାର ଟଙ୍କା ରହିଛି ।

ଆପଣ ଏହି ଡିଭାଇସଟିକୁ ୫୫% ଛାଡରେ କିଣିପାରିବେ । ଛାଡ ପାଇ ଆପଣ ୧୭୯୯ ଟଙ୍କାରେ ପାଇପାରିବେ ଏହି ଡିଭାଇସଟିକୁ । ଅର୍ଡର କରିବାର ସାତ ଦିନ ପରେ ଆପଣଙ୍କ ଘରେ ପହଞ୍ଚିଯିବ ଏହି ଡିଭାଇସ । ଏହାର ରେଞ୍ଜ ୬ କିଲୋମିଟର ଥାଏ ଏହା ହିଁ ଏହି ଡିଭାଇସର ବଡ ବିଶେଷତା । ଅର୍ଥାତ ୬ କିଲୋମିଟର ରେଞ୍ଜରେ ଥିବା ଆପଣ ଯେକୌଣସି ନମ୍ବର ସହ କଥା ହୋଇପାରିବେ ।

ଏହା ମାଧ୍ୟମରେ ଆପଣ ମାଗଣାରେ କଲ ମଧ୍ୟ କରିପାରିବେ । ଏହି ଡିଭାଇସଟି ଫ୍ଲିପକାର୍ଟରେ ଉପଲବ୍ଧ ଅଟେ । ଏହି ଡିଭାଇସର ପ୍ରକୃତ ଦାମ 5999 ଥିବା ବେଳେ ଆପଣ ଏହାକୁ ୩୫% କମରେ କିଣି ପାରିବେ । ଏଥିରେ ସାଉଣ୍ଡ କ୍ୟାଲିଟି ବି ବହୁତ ଭଲ ରହିଛି । କାର ବା ବାଇକ ଚଳାଇବା ବେଳେ ଆପଣ ଏହାର ବ୍ୟବହାର କରିପାରିବେ ।

ତେବେ ଆପଣ ଏହାର ସୁବିଧା ଉଠାଇବା ପାଇଁ ନିଶ୍ଚୟ ଏହାକୁ ଅର୍ଡର କରନ୍ତୁ ଏବଂ ଆପଣଙ୍କ କରୁଥିବା ରିଚାର୍ଜରୁ ମୁକ୍ତି ପାଆନ୍ତୁ । ରିଚାର୍ଜ ସରିଯିବାର ଭୟରୁ ମଧ୍ୟ ଆପଣ ମୁକ୍ତି ପାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *