Raymond ର ପୂର୍ବତନ ଚେୟାର ମ୍ୟାନ ଏବେ ଦାଣ୍ଡର ଭିକାରି, କହିଲେ, ‘ବଞ୍ଚିଥାଇ କେବେ ବି ପୁଅଙ୍କ ନାମରେ କରନ୍ତୁ ନାହିଁ ନିଜର ସବୁ ସମ୍ପତ୍ତି’

ବନ୍ଧୁଗଣ କପଡାର ପ୍ରସିଦ୍ଧ ବ୍ରାଣ୍ଡ ରେମଣ୍ଡ ଗ୍ରୁପର ପୂର୍ବତ୍ତମ ଚେୟାରମ୍ୟାନ ବିଜୟପତ ସିଙ୍ଘାନିଆଙ୍କ ଜୀବନୀ ‘ଏନ ଇନକମ୍ପ୍ଲିଟ ଲାଇଫ’ ଉପରେ ପ୍ରତି ବନ୍ଧକ ଲାଗିଛି । ଏହି ପୁଷ୍କର ଛପା ଓ ପ୍ରସାର ଉପରେ ପ୍ରତିବନ୍ଧକ ରହିବ । ଏହି ବଡ ନିଷ୍ପତ୍ତି ମୁମ୍ବାଇ ହାଇ କୋର୍ଟରୁ ଆସିଛି । ରେମଣ୍ଡ କମ୍ପାନୀର ବର୍ତ୍ତମାନ ଚେୟାରମ୍ୟାନ ଓ ବିଜୟପତ ସିଙ୍ଘାନିଆଙ୍କ ପୁଅ ଗୌତମ ସିଙ୍ଘାନିଆ ବର୍ତ୍ତମାନ ନିଜ ପିତାଙ୍କ ସହ ଆଇନ ଅନୁସାରେ ଲ-ଢୁ- ଛନ୍ତି ।

ଆଜିକୁ ପ୍ରାୟ ୩ ବର୍ଷ ତଳେ ରେମଣ୍ଡ କମ୍ପାନୀର ପୂର୍ବତ୍ତମ ଚେୟାରମ୍ୟାନ ବିଜୟପତ ସିଙ୍ଘାନିଆ ନିଜ ଜୀବନୀ ‘ଏନ ଇନକମ୍ପ୍ଲିଟ ଲାଇଫ’ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକ ପାଇଁ ତାଙ୍କ ପୁଅ ତାଙ୍କ ଉପରେ ଆ-ରୋ-ପ ଲଗାଇ ଥିଲେ । ତାଙ୍କ ପୁଅ ଆ-ରୋ-ପ ଲଗାଇ ଥିଲେ ଯେ, ଏହି ପୁସ୍ତକରେ ଅନେକ ଅ-ପ-ମା-ନ ଜ-ନ-କ କଥା ଲେଖା ଯାଇଛି ଯାହା ଫଳରେ ସେ କୋର୍ଟ ଯାଇ ଏହି ପୁସ୍ତକ ବି-ରୋ-ଧ-ରେ ମା-ମ-ଲା ରୁ-ଜୁ କରାଇ ଥିଲେ ।

ଗତ ତିନି ବର୍ଷ ତଳେ ରେମଣ୍ଡର ବର୍ତ୍ତମାନ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ତାଙ୍କ ପିତାଙ୍କର ପୁସ୍ତକକୁ ନେଇ ନ୍ୟାୟଳୟର ଦ୍ଵାରସ୍ତ ହୋଇଥିଲେ । ଆପଣ ମାନେ ବର୍ତ୍ତମାନ ଏହି କଥା ତ ଜଣା ପାରୁଥିବେ ଯେ ୮୩ ବର୍ଷୀୟ ବିଜୟପତଙ୍କ ସମ୍ପର୍କ ତାଙ୍କ ପୁଅ ସହ ଭଲ ନାହିଁ । ଏମିତିରେ ୨୦୧୮ରେ ଗୌତମ ତାଙ୍କ ପିତାଙ୍କ ପୁସ୍ତକକୁ ନେଇ ଆପତ୍ତି କରିଥିଲେ ଯାହା ଫଳରେ ସେ ତାଙ୍କ ପିତାଙ୍କ ବି-ରୋ-ଧ-ରେ କୋର୍ଟରେ ମା-ମ-ଲା ରୁ-ଜୁ କରାଇ ଥିଲେ  ।

ଏହା ପରେ ୨୦୧୯ରେ ସେସନ କୋର୍ଟରେ ବିଜୟ ସିଙ୍ଘାନିଆଙ୍କ ପୁସ୍ତକ ବିମୋଚନ କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଇଥିଲା । ଗତ କିଛି ଦିନ ତଳେ ଗୌତମ ହଠାତ ଏହି ମାମଲାକୁ ନେଇ ମୁମ୍ବାଇ ହାଇ କୋର୍ଟ ପହଞ୍ଚି ଗଲେ ଓ କୋର୍ଟ ଯାଇ ସେ କହିଥିଲେ, ତାଙ୍କ ପିତା ଚୁପ ଚାପ ପୁସ୍ତକର ୨୩୨ ପ୍ରୁଷ୍ଠା ଲଞ୍ଚ କରି ଦେଇଛନ୍ତି ।


ଏହା ପରେ ଏସିପି ତାବଡେ ଏହି ପୁସ୍ତକର ବିକ୍ରି, ପ୍ରସାର ଓ ବିତରଣ ଉପରେ ରୋକ ଲଗାଇ ଦେଇଛନ୍ତି । ବନ୍ଧୁଗଣ ଗୋଟେ ସମୟରେ ବିଜୟ ୧୨ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ । ହେଲେ ଏବେ ସେ ମୁମ୍ବାଇର ଏକ ଭଡା ଘରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି । ତାଙ୍କ ମତରେ, ତାଙ୍କ ପୁଅ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ଓ ତାଙ୍କୁ ସମସ୍ତ ସମ୍ପତ୍ତିରୁ ବେଦଖଲ କରି ଦେଇଛନ୍ତି ।

୨୦୧୫ରେ ବିଜୟ ନିଜ ୧ ହଜାର କୋଟି ଟଙ୍କା କମ୍ପାନୀର ସବୁ ସେୟାର ନିଜ ପୁଅ ଗୌତମଙ୍କ ନାମରେ କରି ଦେଇଥିଲେ । ଏହା ପରେ ସେ ନିଜ ପୁଅ ଉପରେ ଏକ ବଡ ଆ-ରୋ-ପ ଲଗାଇ ଥିଲେ । ସେ କହିଥିଲେ, ତାଙ୍କ ପୁଅ ସମ୍ପତ୍ତିର ଭୁଲ ଫାଇଦା ଉଠାଇ ଛନ୍ତି ଓ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *