ସିସିଟିଭି ରେ ରେକର୍ଡ ହୋଇଗଲା କିଛି ଏମିତି ଘଟଣା ଯାହାକୁ ଦେଖିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସିସିଟିଭିକୁ ଲୋକମାନେ ବହୁତ ଗୁରୁତ୍ଵ ଦେଉଛନ୍ତି । ସିସିଟିଭି ଆମ ମାନଙ୍କର ତୃତୀୟ ଆଖି ପାଲଟିଛି ଯାହା ଦିନ ହେଉ ବା ରାତି କେବେ ବନ୍ଦ ହୁଏ ନାହିଁ । ବନ୍ଧୁଗଣ ସିସିଟିଭିରେ କିଛି ଏପରି ଘ-ଟ-ଣା ରେକର୍ଡ ହୋଇଯାଏ ଯାହା ଆଶ୍ଚର୍ଯ୍ୟ ଜନକ ହେବା ସହ ଅତି ଭ-ୟ-ଙ୍କ-ର ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିସିଟିଭିରେ ରେକର୍ଡ ହୋଇଥିବା କିଛି ଏପରି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ରୁ-ମ ଟା-ଙ୍କୁ-ରି ଉଠିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୧୭ ମାର୍ଚ୍ଚ ୨୦୧୭ରେ ସୁମାତ୍ରା ଇଣ୍ଡୋନେସିଆର ଏକ ଜଙ୍ଗଲରେ କିଛି ବାଇକ ର ରେସ୍ କରୁଥିଲେ । ହେଲେ ସାମ୍ନାରେ ଯାଉଥିବା ବାଇକ ର କିଛି ଅଜବ ଦୃଶ୍ୟ ଦେଖି ବାଇକ ରୋକିଦିଏ । ସେହି ସମୟରେ ଜଙ୍ଗଲରୁ ବାହାରି ଜଣେ ଅଲଗା ପ୍ରକାର ପ୍ରାଣୀ ସେମାନଙ୍କୁ ଦେଖି ଭ-ୟରେ ଦଉଡି ଚାଲିଯାଏ ସେମାନେ ସେହି ପ୍ରାଣୀର ପିଛା କରନ୍ତି ହେଲେ ଆଖି ପିଛୁଳାକେ ସେହି ପ୍ରାଣୀ ଗାୟବ ହୋଇଯାଏ ।

ବାଇକର ମାନେ ସେହି ଜୀବଟିକୁ ଖୋଜିବା ପାଇଁ ଚେଷ୍ଟା କରନ୍ତି ହେଲେ ସେ ମିଳେ ନାହିଁ । ସେଦିନ ତାଙ୍କ କ୍ୟାମେରାରେ ଏହି ଘଟଣା ରେକର୍ଡ ହୋଇ ନଥିଲେ ବୋଧେ କେହି ବିଶ୍ଵାସ କରିନଥାନ୍ତେ । ୨. ମହାରାଷ୍ଟ୍ରର ବୁଲଧାନାରେ ଜୁଲାଇ ୨୦୨୦ରେ ଏକ ପେଟ୍ରୋଲ ପମ୍ପରେ ଏମିତି ଏକ ଘ-ଟ-ଣା ସିସିଟିଭିରେ ରେକର୍ଡ ହୋଇଥିଲା ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋ-ସ ଉ-ଡି-ଯିବ ।

 

ଗୋଟେ ଯୁବକ ଏହି ପେଟ୍ରୋଲ ପମ୍ପକୁ ବୋତଲରେ ପେଟ୍ରୋଲ ନେବା ପାଇଁ ଆସେ କିନ୍ତୁ ବୋତଲରେ ପେଟ୍ରୋଲ ଦେବା ପାଇଁ ତାକୁ ମନା କରାଯାଏ । ବନ୍ଧୁଗଣ ସେହି ଯୁବକ ପାଖରେ ଏକ ସାପ ଥିଲା ଓ ସେ କ୍ରୋ-ଧ-ରେ ମ୍ୟାନେଜର ରୁମ୍ କୁ ଯାଇ ସେହି ସାପଟିକୁ ଛା-ଡି ଦେଲା । ହେଲେ ଶୋଭାଗ୍ୟ ବଶତଃ ମ୍ୟାନେଜର ବଞ୍ଚି ଯାଇଥିଲେ ।

୩. ମେ ୨୦୧୭ରେ ଆମେରିକାର ଏକ ପେଟ୍ରୋଲ ପମ୍ପରେ କିଛି ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟି-ଥିଲା । ଜଣେ ମହିଳା ନିଜ କାର ରଖି ପେଟ୍ରୋଲ ଭରିବା ପାଇଁ ବାହାରିଥିଲେ ହେଲେ ସେହି ସମୟରେ ଗୋଟେ ଚୋ-ର ମହିଳାଙ୍କ ଗାଡି ଚୋ-ରୀ କରିବା ପାଇଁ ଚେଷ୍ଟା କରିଲା । ମହିଳା ସେହି ସମୟରେ ନିଜ କାର ଉପରେ ଚ-ଢି ନିଜ ଗାଡିକୁ ଧ-ରି-ଦେଲେ ଚୋ-ରଟି ବହୁତ ଚେଷ୍ଟା କରି ମଧ୍ୟ ମହିଳାଙ୍କୁ ଗାଡିରୁ ହ-ଟା-ଇ ପାରିଲା ନାହିଁ । ମହିଳାଙ୍କ ଏହି ସାହସିକତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।

୪. ସେପ୍ଟେମ୍ବର ୨୦୧୯ରେ ମହାରାଷ୍ଟ୍ର ନାସିକରେ ଏକ ହୋ-ସ ଉ-ଡେ-ଇଲା ଭଳି ଘ-ଟ-ଣା ଦେଖିବାକୁ ମିଳିଲା । ଭିଡିଓରେ ଗୋଟେ ଚିତା ବାଘ ଏକ ବ୍ୟକ୍ତିଙ୍କ ଘରକୁ ପଶିଲା ଓ ବାହାରେ ସୋଇଥିବା କୁକୁର ଉପରେ ଆ-କ୍ର-ମ-ଣ କରିଦେଲା । ଅବଶ୍ୟ କୁକୁର ପ୍ରଥମ ଆକ୍ରମଣରୁ ବଞ୍ଚିଗଲା ହେଲେ କିଛି ସମୟ ପରେ ସେ ଚିତା ବାଘର ଶି-କା-ର ହୋଇଗଲା ।

Leave a Reply

Your email address will not be published. Required fields are marked *