Ravi Shastri ରାଗିକି କହିଲେ ଖେଳିପାରିବୁନି ଯଦି ପଇସା କାହିଁକି ନେଲୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୪ ଟା ମ୍ଯାଚ ଖେଳି ପାରୁନାହିଁ ନେଇଗଲା ୧୪ କୋଟି ! ତେବେ ଏଭଳି କିଛି କ୍ରୋଦ୍ଧପ୍ରକାଶ କରି ମନ୍ତବ୍ୟ ରଖିଛନ୍ତି ରବି ଶାସ୍ତ୍ରୀ ! ତେବେ IPL ମ୍ଯାଚକୁ ନେଇ ସବୁଆଡେ ସରଗରମ ଦେଖିବାକୁ ମିଳିଛି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ କ୍ରିକେଟପ୍ରେମୀ ମାନଙ୍କ ମଧ୍ୟରେ କ୍ରିକେଟ ପାଇଁ ଯେତେ ମାତ୍ରରେ ଆଗ୍ରହ ରହିଛି । କ୍ରିକେଟର ମାନେ ମଧ୍ୟ ସେହିପରି ନିଜ ନିଜ ଦଳକୁ ଜିତେଇବା ପାଇଁ ସେହି ମାତ୍ରରେ ଉତ୍କଣ୍ଠାର ସହ ଖେଳି ଚାଲିଛନ୍ତି ।

ହେଲେ ଏହାରି ମଧ୍ୟରେ କ୍ରିକେଟ ଦୁନିଆରୁ ଆଉ ଏକ ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ଯଦି ଖେଳି ପାରୁନାହଁ । ତେବେ କୋଟି କୋଟି ଟଙ୍କା ନେଇଯାଉଛ କଣ ପାଇଁ ? ତେବେ କିଏ ସେହି ଚେନ୍ନାଇ ସୁପର କିଂ ର ଖେଳାଳୀ ଯାହାଙ୍କ ଉପରେ ରାଗ ବର୍ଷଣ କରିଛନ୍ତି ରବି ଶାସ୍ତ୍ରୀ ! ତେବେ ସୂଚନା ମୁତାବିକ IPL ମ୍ଯାଚ ସମୟରେ ବଛା ବଛା କ୍ରିକେଟର ମାନଙ୍କର ପୂର୍ବ ପଦର୍ଶନ ଦେଖି ତାଙ୍କୁ ସେହିପରି ମୋଟା ଅଙ୍କ ଟଙ୍କା ଦେଇ କିଣା ଯାଇଥାଏ ।

ଯେପରି ସେମାନେ ମ୍ଯାଚ ସମୟରେ ଭଲ ପଦର୍ଶନ କରି ନିଜ ଦଳ ପାଇଁ ବିଜୟ ଆଣିପାରିବେ । ହେଲେ ଚେନ୍ନାଇ ସୁପର କିଂ ଭଳି ଏତେ ଭଲ ଦଳର ଲିଷ୍ଟରେ ରହିଥିବା ଟିମର IPL  ରେ ଏଥର ଖରାପ ପଦର୍ଶନ ପାଇଁ ସବୁଆଡେ ଚର୍ଚା ବର୍ତ୍ତମାନ ସମୟରେ ଲାଗି ରହିଛି । ତେଣୁ ଚେନ୍ନାଇ ସୁପର କିଂ ଦୀପକ ଚହର ଏଥର ମ୍ଯାଚରେ ଭଲ ପଦର୍ଶନ କରି ନାହାନ୍ତି । ତେଣୁ ଏପରି ପଦର୍ଶନ ପାଇଁ ତାଙ୍କ ଉପରେ ରବି ଶାସ୍ତ୍ରୀ ରାଗିକି ଖପ୍ପା ହୋଇଯାଇଛନ୍ତି ।

ଏହା ଛଡା ଦୀପକ ତାଙ୍କ ଫିଟନେସ୍ସ ପ୍ରତି ମଧ୍ୟ ଯତ୍ନବାନ ନଥିବାରୁ ତାଙ୍କ ଫିଟନେସ ଠିକ ରହୁନାହିଁ । । ତେଣୁ ମୁମ୍ବାଇ ଇଣ୍ଡିଆନ ବିପକ୍ଷ ମ୍ଯାଚରେ ମାତ୍ର ଗୋଟିଏ ଓଭର ବୋଲିଂ କରି ସେ ଡ୍ରେସିଂ ରୁମ୍ କୁ ଚାଲିଆସିଥିଲେ । ହେଲେ ସେ ମ୍ଯାଚ ପାଇଁ ୧୪ କୋଟି ଟଙ୍କା ଦିଆଯାଇ କିଣା ହୋଇଥିଲେ ।

ତାଙ୍କର ଫିଟନେସ୍ ର ସମସ୍ଯା ଏବେ ପର୍ଯ୍ୟନ୍ତ ଲାଗି ରହିଛି । ଯାହାକୁ ନେଇ CSK ର ଅଧିନାୟକ ଧୋନୀ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଏହା ସହ ଦୀପକଙ୍କର ଏପରି ପଦର୍ଶନ ମନୋଭାବକୁ ନେଇ ମଧ୍ୟ ରବି ଶାସ୍ତ୍ରୀ ବିରୋଦ୍ଧ ପ୍ରକାଶ କରିଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *