ଅନ୍ୟାୟ କଲେ Hardik Pandya, ବର୍ଷିଲେ ଫ୍ୟାନ୍ସ, କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୁଜୁରାଟ ଟାଇଟାନ ଓ ପଞ୍ଜାବ କିଙ୍ଗ ମଧ୍ୟରେ ଗତ ଗୁରୁବାର ଥିବା ମ୍ଯାଚରୁ ବାହାରିଯାଇଥିଲେ ଗୁଜୁରାଟର ବୋଲର ୟଶ ଦୟାଲ ! ତେବେ ୟଶ ଦୟାଲ ୫ ଟି ଛକା ଖାଇବା ପରେ ୟଶ ଦୟାଲଙ୍କୁ ପାଣ୍ଡ୍ୟା ଦେଲେ ନାହିଁ ଆଉ ଖେଳିବାକୁ ଦେଲେ ନାହିଁ ସୁଯୋଗ ! ଯାହାକୁ ଦେଖି ପ୍ରଶଂସକ ଗୁଜୁରାଟ ଟିମ ଉପରେ ବର୍ଷିଲେ ! ତେବେ ଗୁରୁବାର ଦିନ ଗୁଜୁରାଟ ଟାଇଟାନ ଓ ପଞ୍ଜାବ କିଙ୍ଗ ମଧ୍ୟରେ ମ୍ଯାଚ ହୋଇଥିଲା ।

ଗୁଜୁରାଟ ପଞ୍ଜାବ ତିନ ବିପକ୍ଷରେ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହି ମ୍ଯାଚ ସମୟରେ ଉଭୟ ଦଳରେ କିଛି ନା କିଛି ପରିବର୍ତ୍ତନ କରାଯିବାର ନଜର ଆସିଥିଲା । ଏହି ଯେପରି ସୂଚନା ନୂତବିକ ଗତ ମ୍ଯାଚରେ ୟଶ ଦୟାଲଙ୍କ ପଦର୍ଶନ ଭଲ ହୋଇନଥିଲା । ଯେଉଁ କାରଣରୁ ଗୁଜୁରାଟ ଟାଇଟାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେଣୁ ଏହାକୁ ଆଖି ଆଗରେ ରଖି ୟଶ ଦୟାଲଙ୍କୁ ଗୁଜୁରାଟର ପ୍ଲେଈଂ-୧୧ ରୁ ବାଦ ଦିଆଯାଇଥିଲା ।

ୟଶଙ୍କୁ ଏହି ଗୁଜୁରାଟ ଓ ପଞ୍ଜାବ କିଙ୍ଗ ମଧ୍ୟରେ ହୋଇଥିବା ମ୍ଯାଚରେ ଖେଳିବାର ସୁଯୋଗକୁ ତାଙ୍କ ଠାରୁ ବଞ୍ଚିତ କରାଯାଇଥିଲା । ହେଲେ ଗୁଜୁରାଟ ଦଳରେ ଏପରି ପରିବର୍ତ୍ତନକୁ ଅନେକ କ୍ରିକେଟ ପ୍ରଶଂସକ ନାପସନ୍ଦ କରିଥିଲେ । ଆଉ ଏପରି କିଛି ନିଜର ପ୍ରତିକ୍ରିୟା ରଖିଥିଲେ । ଯେ ୟଶ ଦୟାଲଙ୍କ ଖରାପ ପଦର୍ଶନ ପରେ ତାଙ୍କୁ ମ୍ଯାଚରେ ଆଉ ଥରେ ସୁଯୋଗ ଦେଇ ଦେଖିବା ଉଚିତ ଥିଲା । ଯାହା ଦ୍ଵାରା ସେ ନିଜର ଭୁଲକୁ ସୁଧାରିବା ପାଇଁ ହୁଏତ ଏହି ମ୍ଯାଚରେ ଭଲ କରିପାରିଥାନ୍ତେ ।

ହେଲେ କ୍ରିକେଟ ପରିଚାଳକ ୟଶ ଦୟାଲଙ୍କ ଉପରେ ଗତ ମ୍ଯାଚର ଖରାପ ପଦର୍ଶନ ଦେଖି ସୁଯୋଗ ଦେବା ପାଇଁ ଭରଷା କରିପାରିନଥିଲେ । ଯେଉଁ କାରଣରୁ ୟଶ ଙ୍କ ବଦଳରେ ମୋହିତ ଶର୍ମାଙ୍କୁ ମ୍ଯାଚରେ ସ୍ଥାନ ମିଳିଯାଇଥିଲା । ସେଥିପାଇଁ ବହୁ ପ୍ରଶଂସକ ହାର୍ଦ୍ଧିକ ପାଣ୍ଡ୍ୟା ଆଣ୍ଡ କମ୍ପାନୀକୁ ଟ୍ରୋଲ କରିଛନ୍ତି ।

ୟଶ ଦୟାଲକୁ ଆଉ ଥରେ ସୁଯୋଗ ଦେଇ ଖେଳାଯିବାର ଥିଲା ବୋଲି ଅନେକ ପ୍ରଶଂଶକ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରି ଲେଖିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ କ୍ରିକେଟ ଦୁନିଆର ଲାଟେଷ୍ଟ ଖବର ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *