‘4 ଟି ମ୍ଯାଚ ଖେଳି ପାରୁନି ନେଉଛି 14 କୋଟି….’ ଏହି ଖେଳାଳିଙ୍କୁ ନେଇ Ravi Shastri ଦେଲେ ବଡ ବୟାନ 

ନମସ୍କାର ବନ୍ଧୁଗଣ, ରବି ଶାସ୍ତ୍ରୀ ଦେଇଛନ୍ତି ଏକ ବଡ ବୟାନ । କହିଛନ୍ତି ପିଲାଙ୍କର 4ଟି ମ୍ୟାଚ ଖେଳିବା ପାଇଁ ଶକ୍ତି ନାହିଁ କିନ୍ତୁ ମିଳୁଛି 14 କୋଟି । ଏତେ ବଡ ଏକ କଥା କହିବା ପଛର କାରଣ କଣ ? କାହିଁକି ଏଭଳି ଏକ ବୟାନ ଦେଲେ ରବି ଶାସ୍ତ୍ରୀ । କ୍ରିକେଟ ପାଇଁ ଚାଲିଛି ଜୋରସୋର ଚର୍ଚ୍ଚା ମ୍ୟାଚ ପାଲଟିଛି ସବୁଆଡେ ଖବର । ତେବେ ଏହିସବୁ ଭିତରେ ରବିଶାସ୍ତ୍ରଙ୍କ ଏଭଳି କଥା ପଛରେ କଣ ରହିଛି ରାହାସ୍ୟ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଦୀପକ ଚହର ମୁମ୍ବାଇ ଇଣ୍ଡିଆନଙ୍କ ସାମ୍ନାରେ କେବଳ ଗୋଟିଏ ବଲ ବୋଲିଂ କରିବା ପାଇଁ ସକ୍ଷମ ହୋଇଥିଲେ । କିନ୍ତୁ ହ୍ୟାଣ୍ଡ ଷ୍ଟ୍ରିଂ ଆଘାତ ପାଇଁ ତାଙ୍କୁ ମ୍ୟାଚରୁ ବାଦ ଦିଆଯାଇଥିଲା । ବର୍ତ୍ତମାନ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ iplରେ ଦୀପକ ଚହରଙ୍କର ଖେଳିବା ଉପରେ ଉଠାଇଛନ୍ତି ବଡ ପ୍ରଶ୍ନ । ରବି ଶାସ୍ତ୍ରୀ ଏକ ବାର୍ତ୍ତାଳାପରେ କହିଛନ୍ତି ଗତ କିଛି ବର୍ଷ ହେବ କିଛି ଲୋକ mcaକୁ ସେମାନଙ୍କ ଘର ବନାଇ ଦେଇଛନ୍ତି ।

କିଛି ଦିନ ଭିତରେ ଅନୁମତି ମିଳିଯିବ ସେମାନେ ଯେତେବେଳେ ଚାହିଁବେ mcaକୁ ଯାଇପାରିବେ ଏହା ବିଲକୁଲ ଭଲ କଥା ନୁହେଁ ବୋଲି ରବି ଶାସ୍ତ୍ରୀ କହିଛନ୍ତି । mcaକୁ କାହିଁକି ଯାଉଛନ୍ତି ଦୀପକ ଚହର । ସେ ତିନି ରୁ ଚାରି ମାସ ଲଗାତାର ଖେଳିପାରୁନଥିବା ବେଳେ ସେ କାହିଁକି ଯାଉଛନ୍ତି mca । ଦୀପକ ଚାରି ଓଭର ପକାଇବା ପାଇନ ମଧ୍ୟ ସମର୍ଥ ନୁହନ୍ତି । କାରଣ ତାଙ୍କୁ ସବୁବେଳେ ହ୍ୟାଣ୍ଡ ଷ୍ଟ୍ରିଂ ସମସ୍ୟା ରହିଛି ।

ତଥାପି ସେ କାହିଁକି mca ଯାଉଛନ୍ତି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରବି ଶାସ୍ତ୍ରୀ । ଦୀପକଙ୍କ ପ୍ରଦର୍ଶନ ଏହି ପର୍ଯ୍ୟନ୍ତ ବିଲକୁଲ ବି ଭଲ ନାହି । ସେ ଲଗାତାର ତିନୋଟି ମ୍ୟାଚରେ ଗୋଟିଏ ବି ହେଲେ ୱିକେଟ ନେଇ ନାହାନ୍ତି । ଏଥିପାଇଁ ତାଙ୍କୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ଶାସ୍ତ୍ରୀ ।

ଏହା ସମ୍ପୂର୍ଣ ଭାବରେ ସ୍ପଷ୍ଠ କି ଦୀପକ ଚହର ବର୍ତ୍ତମାନ ଶାରୀରିକ ଭାବରେ ବିଲକୁଲ ବି ଫିଟ ନାହାନ୍ତି । ତଥାପି ଚେନ୍ନାଇ ଏପରି ବୋଲରଙ୍କୁ ଚଉଦ କୋଟି ଟଙ୍କା ଦେଇଛି ଯାହା ବିରୁଦ୍ଧରେ ରବି ଶାସ୍ତ୍ରୀ ବାହାରିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *