ମାଇଲେଜ ନେଇଗଲେ ଅପରାଜିତା ! ମେୟରଙ୍କ ସବୁ ଆୟୋଜନ ପାଣି ଫୋଟକା ଭଳି ମିଳେଇ ଗଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମେୟରଙ୍କ ସବୁ ଆୟୋଜନରେ ପାଣି ପଶିଗଲା ! ମାଇଲେଜ ନେଇଗଲେ ଅପରାଜିତା ! ତେବେ ସୂଚନା ମୁତାବିକ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ହୀରକ ଜୟନ୍ତୀ 3 ଦିନ ପାଳିତ ହେବା ପାଇଁ ଯାଉଅଛି । ପ୍ରତି ୱାର୍ଡରେ କର୍ପୋରେଟର ମାନେ ସ୍ଵତନ୍ତ୍ର ପ୍ରୋଗ୍ରାମ କରିବେ । ଚଳିତ ବର୍ଷ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ବଡ ସମାଗମରେ ଭୁବନେଶ୍ବର ପ୍ରତିଷ୍ଠା ଦିବସ ପାଳିତ ହେବା ପାଇଁ ହେବ ।

ହେଲେ ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ପୁଣି ଆସିଛି ଏକ ନୂଆ ଟ୍ଵିଷ୍ଟ ! ଯେଉଁଥରେ ଭୁବନେଶ୍ବର ସାଂସଦ ଟ୍ଵିଟ କରି ଏପରି କାର୍ଯ୍ୟକଳାପ ଉପରେ କ୍ଷୁବ୍ଧ ଅପ୍ରକାଶ କରିଛନ୍ତି । ଏହା ଏକ ଅପମାନ ଜନକ କାମ ବୋଲି ମଧ୍ୟ କହିଛନ୍ତି । ତେବେ ଚଳିତ ବର୍ଷ କିନ୍ତୁ ପ୍ରଥମ ଥର ପାଇଁ ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ପ୍ରତିଷ୍ଠା ଦିବସ ଆୟୋଜନ କରୁଛି ବିଏମସି ।

ହେଲେ ସେହି ସଭାକୁ ସାଂସଦକୁ ଡକାଯାଇନଥିବାରୁ ଏହି କଥାକୁ ଏକ ପ୍ରସଙ୍ଗ କରି ନେତା ଠାରୁ ଜନତା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ କଙ୍ଗ୍ରେଶ ବିଧାୟକ ସୁରେଶ ରାଉତରାୟଙ୍କ କହିବ ଅନୁଯାଇ ଭୁବନେଶ୍ବର ତ କାହାର ପୈତୃକ ସମ୍ପତ୍ତି ନୁହେଁ । ତେଣୁ ଏଠାକୁ ସାଂସଦକୁ ଡକାନଯିବା ବହୁତ ବଡ ଏକ ଅପମାନ ଜନକ କଥା ଅଟେ । ଯଦି ଏପରି ଆର ଥରକ ମଧ୍ୟ କରାଯିବ । ତେବେ ମୁଁ ମଧ୍ୟ ସଭାକୁ ଆସିବି ନାହିଁ ।

ବିଜେପି ଜିଲ୍ଲା ସଭାପତିବାବୁ ସିଂହଙ୍କ କହିବା ଅନୁଯାଇ ଭୁବନେଶ୍ବରର ପ୍ରତିଷ୍ଠା ଦିବସକୁ ଆସିବାର ସମସ୍ତଙ୍କର ସମାନ ଅଧିକାର ରହିଛି । ତେଣୁ ଏଠାକୁ ସାଂସଦକୁ ମଧ୍ୟ ଯଥା ସମ୍ମାନ ନିମନ୍ତ୍ରଣ କରାଯିବାର ଥିଲା । ହେଲେ ସେପରି କିଛି ମଧ୍ୟ କରାଯାଇ ନାହିଁ । ତେବେ ସେପଟେ ଗଣ ମାଧ୍ୟମ ସାମ୍ନାରେ ମେୟର ସୁଲୋଚନା ଦାସଙ୍କ କହିବା ଅନୁଯାଇ ଭୁବନେଶ୍ବର ପ୍ରତିଷ୍ଠା ଦିବସକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି ।

କିଏ ଆସିବେ କି ନାହିଁ । ମୁଁ ସେହି ବିଷୟରେ କୌଣସି ମଧ୍ୟ ପ୍ରତିକ୍ରିୟା ଦେବା ପାଇଁ ଚାହୁଁନାହିଁ । ତେବେ ଏହି ସଭାକୁ ସାଂସଦଙ୍କୁ ଡକାଯିବାର ଥିଲା ବୋଲି ଅନେକଙ୍କର ମତ ରହୁଅଛି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *