ରାତିରେ ଶୋଇବା ସମୟରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ଘରେ ହେବ ଧନର ବର୍ଷା- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କୌଣସି ବ୍ୟକ୍ତିର କିଛି ଖାସ ଅଙ୍ଗକୁ ନଜରରେ ରଖି ସେହି ମଣିଷ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଜଣେ ସ୍ତ୍ରୀ ଘରକୁ ସ୍ଵର୍ଗ କରିଥାଏ । ବନ୍ଧୁଗଣ ଏହି ଦୁନିଆର ପୁରୁଷ ଏପରି ଏକ ଝିଅ ସହ ବିବାହ କରିବାକୁ ଇଛା କରନ୍ତି ଯିଏ ନିଜ ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥିବ । ବନ୍ଧୁଗଣ ଆଜିଆମେ ଅପାନ ମାନଙ୍କୁ ସ୍ତ୍ରୀ ମାନଙ୍କର ଅଙ୍ଗକୁ ନେଇ ଏପରି କିଛି ଶୁଭ ସଙ୍କେତ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ମାନେ ଜାଣିପାରିବେ ସେହି ଝିଅଟି କେତେ ଭାଗ୍ୟଶାଳୀ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ସ୍ତ୍ରୀର ପାଦ ଚିକଣ, ନଖ ନିର୍ମଳ ଓ ଉପର ପାଦ ସୁନ୍ଦର ନଜର ଆସିଥାଏ ସେହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ସବୁବେଳେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କୁ ଖୁସିରେ ରଖିଥାନ୍ତି ।


୨. ଯେଉଁ ସ୍ତ୍ରୀ ମାନଙ୍କ ପାଦରେ କେବେହେଲେ ଝାଳ ବାହାରି ନଥାଏ ଓ ସେମାନଙ୍କ ପାଦ ନିର୍ମଳ ହୋଇଥାଏ ସେହି ସ୍ତ୍ରୀ ନିଜ ସ୍ଵାମୀ ଜୀବନରେ ଶୋଭାଗ୍ୟ ନେଇ ଆସିଥାଏ । ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେ ନିଜ ସ୍ଵାମୀର ସହାୟତା କରିଥାନ୍ତି ।


୩. ଯେଉଁ ସ୍ତ୍ରୀ ମାନଙ୍କର ଦାନ୍ତ ସମାନ ହୋଇଥାଏ ଓ ସେମାନଙ୍କ ସ୍ଵର ମଧୁର ହୋଇଥାଏ ସେହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ମାନଙ୍କୁ ବହୁତ ଖୁସିରେ ରଖିଥାନ୍ତି ଓ ପରିବାରର ବହୁତ ଯତ୍ନ ନେଇଥାନ୍ତି ।


୪. ଯେଉଁ ସ୍ତ୍ରୀ ମାନଙ୍କର କେସ ମୋଡି ମୋଡି ବା କୁଞ୍ଚ କୁଞ୍ଚ ହୋଇଥାଏ ଓ ସେମାନଙ୍କର କେସ ଯଦି ଚମକୁ ଥାଏ ତାହାଲେ ସେହି ପତ୍ନୀ ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ବହୁତ ଦୟାଳୁ ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହ ମଧୁରତାର ସହ କଥା ବାରତା କରିଥାନ୍ତି । ଏହା ସହିତ ସମସ୍ତଙ୍କ ମନକୁ ଜିତି ଥାନ୍ତି ।

ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କର କେଉଁ ଅଙ୍ଗକୁ ଚିପିଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଓ ସେମାନଙ୍କ ଘରେ ଧନର ବର୍ଷା ହୋଇଥାଏ । ବନ୍ଧୁଗଣ ପୁରାତନ କାଳରେ ସମସ୍ତ ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କର ବହୁତ ସେବା କରିଥାନ୍ତି, ଯାହାଫଳରେ ସେହି ସମୟରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ କମ ବିଶୃଙ୍ଖଳା ହେଉଥିଲା । ହେଲେ ବର୍ତ୍ତମାନ ଦୁନିଆ ବଦଳି ଯାଇଛି ।


ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କର ସମ୍ମାନ କରୁନାହାନ୍ତି । ବନ୍ଧୁଗଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କର ପାଦକୁ ଚିପିବା ଉଚିତ । ଏହାଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କ ଘରକୁ ବିରାଜମାନ ହେବେ । ଆପଣଙ୍କ ଉପରେ ଧନର ବର୍ଷା ହେବ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *