TV ସିରିଏଲ Ramayan ର ରାମଙ୍କ ପତ୍ନୀ ଏତେ ସୁନ୍ଦର କି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ସିରିଏଲ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ସେହି ସମୟରେ ଯେତେବେଳେ ଏହି ସିରିଏଲଟି ଟିଭିରେ ପ୍ରସାରିତ ହେଉଥିଲା ସେତେବେଳେ ଲୋକମାନଙ୍କର ଭିଡ ଜମା ହୋଇଯାଉଥିଲା । ବନ୍ଧୁଗଣ ସେହି ସମୟରେ ଏହି ସିରିଏଲଟି ଏକ ରେକୋର୍ଡ କରିଥିଲା । ବନ୍ଧୁଗଣ ଏହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ପ୍ରସିଦ୍ଧି ହାଲ କରିଛନ୍ତି ଓ ଏହି ଟିଭି ଜଗତରେ ଏକ ବହୁତ ବଡ ସଫଳତା ହାସିଲ କରିଛନ୍ତି । ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏହି କଳାକାର ମାନଙ୍କୁ ଭୁଲିପାରି ନାହାନ୍ତି । ଏହି ସିରିଏଲର ମୁଖ୍ୟ ଅଭିନେତା ଥିଲେ ଅରୁନ ଗୋବିଲ । ଅରୁନ ଏହି ସିରିଏଲରେ ମୁଖ୍ୟ ଅଭିନେତା ରାମର ଭୂମିକା ପଦର୍ଶନ କରି ପ୍ରସିଦ୍ଧି ହାସଲ କରିଥିଲେ ।


ସେହି ସମୟରେ ଦର୍ଶକ ମାନେ ଅରୁନଙ୍କର ଫଟୋ ନିଜ ଘରେ ଲଗାଉଥିଲେ ଓ ରାମଙ୍କର ସ୍ୱରୂପ ଭାବି ପୂଜା କରୁଥିଲେ । କାରଣ ଭଗବାନ ରାମଙ୍କ ଛବିରେ ଟିଭିରେ ପ୍ରଥମ ଥର ଅରୁନ ଗୋବିଲ ନଜର ଆସିଥିଲେ । ଅରୁନଙ୍କ ଜନ୍ମ ୧୯୫୮ ମସିହାରେ ମେରଟରେ ହୋଇଥିଲା । ଏହି ଅଭିନେତା ଜଣକ ନିଜର ସମସ୍ତ ପାଠ ପଢା ମେରଟରେ ପୂରଣ କରିଥିଲେ । ଅରୁନଙ୍କର ପ୍ରଥମ ସିରିଏଲ ହେଉଛି ‘ରାମାୟଣ’ ।

ଏହି ଗୋଟିଏ ସିରିଏଲରେ ସେ ଭଗବାନ ରାମଙ୍କର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସିଲ କରିଥିଲେ ଓ ଲୋକମାନଙ୍କ ମନରେ ନିଜର ଏକ ସ୍ଥାନ ନିରୂପଣ କରିପାରିଥିଲେ । ଏହି ସିରିଏଲ ପରେ ସେ ଅନ୍ୟ ମଧ୍ୟ କେତେକ ଟିଭି ସିରିଏଲରେ କାମ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତାଙ୍କ ପତ୍ନୀଙ୍କ ବିଷୟରେ କିଛି ଜାଣିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଅରୁନ ଗୋବିଲଙ୍କର ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅରୁନଙ୍କ ପତ୍ନୀଙ୍କ ବିଷୟରେ । ବନ୍ଧୁଗଣ ଅରୁନ ଗୋବିଲଙ୍କର ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଶ୍ରୀଲେଖା । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ମଧ୍ୟ ଅଛନ୍ତି ।

ବନ୍ଧୁଗଣ ରାମାୟଣ ବ୍ଯତୀତ ଅରୁନ କେତେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅରୁନଙ୍କ ପଟି ଶ୍ରୀଲେଖା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ଅରୁନ ବର୍ତ୍ତମାନ ଟିଭି ଜଗତକୁ ତ୍ୟାଗ କରିସାରିଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଅରୁଣଙ୍କୁ ଭୁଲିପାରି ନାହାନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଅରୁଣଙ୍କ ଆକଟିଂ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *