Ranveer Singh ଙ୍କୁ Bhumi Pednekar କହିଲେ ଭଲ ‘ସେକ୍ସ ଡକ୍ଟର’ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ବଲିଉଡ ଅଭିନେତ୍ରୀଙ୍କ ନାମ ହେଉଛି ଭୂମି ପେଡନେକର । ଭୂମି ଏହି କିଛି ଦିନ ହେବ ନିଜ ଫିଲ୍ମ ‘ଡୋଲି କିଟି ଅର ଚମକାତେ ସିତାରେ’ ପାଇଁ ବହୁତ ଚର୍ଚାରେ ଅଛନ୍ତି । ଏହି ଫିଲ୍ମରେ ଭୂମି ବହୁତ ସୁନ୍ଦର ଅଭିନୟ କରି ଚର୍ଚାରେ ରହୁଛନ୍ତି ।

ହେଲେ ଏହି କିଛି ଦିନ ତଳେ ଭୂମି ନେହା ଧୂପିଆଙ୍କ ସିରିଏଲ ‘ନୋ ଫିଲ୍ଟର ନେହା’କୁ ଆସିଥିଲେ ଓ କେତେକ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇଥିଲେ । ଏହି ସୋରେ ଭୂମି କହିଥିଲେ, ରଣବିର ସିଂହଙ୍କର କେଉଁ ପ୍ରଫେସନରେ ରହିବା ଠିକ ଥିଲା, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି କିଛି ଦିନ ତଳେ ଭୂମି ନେହା ଧୂପିଆଙ୍କ ସିରିଏଲ ‘ନୋ ଫିଲ୍ଟର ନେହା’କୁ ଆସିଥିଲେ ଓ କେତେକ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇଥିଲେ । ଭୂମି ବଲିଉଡ ଅଭିନେତା ରଣବିର ସିଂହଙ୍କ ବିଷୟରେ ଏପରି ଏକ କଥା କହିଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୂମିଙ୍କ ମତରେ ରଣବିରଙ୍କୁ ସେକ୍ସ ଉପଚାର ଡାକ୍ତର ହେବାର ଥିଲା ।

ଭୂମି ଏହାର କାରଣ କହି ଦର୍ଶାଇ ଥିଲେ ଯେ, ରଣବିରଙ୍କ ପାଖରେ କିଛି ଭଲ ହ୍ୟାକ ଅଛି । ଏହା ସହିତ ଭୂମି ରଣବିରଙ୍କ ଏନର୍ଜିର ପ୍ରଶଂସା ମଧ୍ୟ କରିଥିଲେ ।  ବନ୍ଧୁଗଣ ବହୁତ କମ ଲୋକ ଏହା ଜାଣିଛନ୍ତି ଯେ, ଭୂମି ପ୍ରଥମେ ଏକ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ । ଡାଇରେକ୍ଟର ରହିବା ପରେ ସେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।

ଭୂମି ସେହି ସମୟ କଥା ମନେ ପକାଇଥିଲେ ଯେତେବେଳେ ରଣବିର ନିଜ ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ର ଅଡିସନ ପାଇଁ ଆସିଥିଲେ । ଭୂମି ରଣବିରଙ୍କୁ ଏକ ଟ୍ୟାଲେଣ୍ଟେଡ ଆକ୍ଟର କହି ତାଙ୍କ ଏନର୍ଜିର ପ୍ରଶଂସା କରିଥିଲେ । ବନ୍ଧୁଗଣ ରଣବିର ସିଂହ ହେଉଛନ୍ତି ଏପରି ଏକ ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି ।

ରଣବିର ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ ରଣବିରଙ୍କ ଷ୍ଟାଇଲ ଓ ଅଭିନୟକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ରଣବିର ନିଜର ସମସ୍ତ ଫିଲ୍ମରେ ନିଜ ସଂପୂର୍ଣ୍ଣ ଏନର୍ଜିକୁ ପଦର୍ଶନ କରନ୍ତି । ସେଥିପାଇଁ ଭୂମି ରଣବିର ସିଂହଙ୍କର ପ୍ରଶଂସା କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *