ଗରିବ ବୃଦ୍ଧ ଲୋକଟି ସହ ଏମିତି ବ୍ୟବହାର କରି ଏବେ ଟ୍ରୋଲ ହେଉଛନ୍ତି Shraddha Kapoor, ଭାଇରାଲ ହେଲା Video

ବନ୍ଧୁଗଣ, ବଲିଉଡ ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କୁ ତାଙ୍କ ଟ୍ୟାଲେନ୍ଟ ତଥା ଆକଟିଂ ସହିତ ତାଙ୍କ କ୍ୟୁଟ ଅନ୍ଦାଜ ନିମନ୍ତେ ଜଣାଯାଏ । ମାତ୍ର ବର୍ତ୍ତମାନ ତାଙ୍କର ଏକ ଭି-ଡି-ଓ ଶ୍ରଦ୍ଧା ଙ୍କ ଫ୍ୟାନ୍ସ ମାନଙ୍କୁ ଆଘାତ ପହଞ୍ଚାଇ ଅଛି । ଏହି ଭି-ଡି-ଓ ରେ ଶ୍ରଦ୍ଧା କପୁର ନିଜ ସାଙ୍ଗ ମାନଙ୍କ ସହିତ ଗୋଟିଏ ରେଷ୍ଟୁରାଣ୍ଟ ର ବାହାରେ ଛିଡା ହୋଇଥିଲେ । ସେଠାରେ ଶ୍ରଦ୍ଧା ଙ୍କୁ ଜଣେ ଗରିବ ଲୋକ ସାହାର୍ଯ୍ୟ ମାଗିଲେ, ପ୍ରଥମେ ତ ଅଭିନେତ୍ରୀ ତାହାର ଧ୍ୟାନ ଦେଲେ ନାହିଁ ।

ମାତ୍ର ତାହାର ବାରମ୍ବାର କହିବା ସତ୍ବେ ଶ୍ରଦ୍ଧା ନିଜ ହାତ ତାଙ୍କ ସମୁଖରେ ଯୋଡିଦେଲେ । ମାତ୍ର ମି-ଡି-ଆ ଙ୍କୁ ଶ୍ରଦ୍ଧା ଙ୍କର ଏହି ଅନ୍ଦାଜ ପସନ୍ଦ ଆସିଲା ନାହିଁ । ଶ୍ରଦ୍ଧା କପୁର ନିଜ ସାଙ୍ଗ ମାନଙ୍କ ସହିତ ଲଞ୍ଚ କରିବା ନିମନ୍ତେ ମୁମ୍ବାଇ ସହରର ଯୁହୁ ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ମ୍ୟୁଜିକ କମ୍ପୋଜର ମିତ ବ୍ରୋଦର ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ ଜଣେ ବୃଦ୍ଧ ଲୋକ ଶ୍ରଦ୍ଧା ଙ୍କ ପଛପଟେ ସାହାର୍ଯ୍ୟ ନିମନ୍ତେ ନିଜ ହାତ ଆଗକୁ କରୁଥିଲେ ।

ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧା ଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ସେ ସାହାର୍ଯ୍ୟ ମାଗିଥିଲେ । କିନ୍ତୁ ସେମାନେ ମଧ୍ୟ ନିଜ ମୁହଁ ବୁଲାଇ ଦେଇଥିଲେ । ପ୍ରଥମରେ ଶ୍ରଦ୍ଧା ସେହି ବୃଦ୍ଧ ଲୋକଙ୍କ ଉପରେ ଧ୍ୟାନ ଦେଲେ ନାହିଁ ଏବଂ ନିଜ ସାଙ୍ଗ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ମାତ୍ର ଯେତେବେଳେ ଶ୍ରଦ୍ଧା ଙ୍କ ଧ୍ୟାନ ସେହି ବୃଦ୍ଧ ଲୋକଙ୍କ ଉପରକୁ ଗଲା ସେତେବେଳେ ଶ୍ରଦ୍ଧା ହାତ ଯୋଡି ନତମସ୍ତକ ହୋଇ ତାଙ୍କୁ କ୍ଷମା ପ୍ରାର୍ଥନା କରି ମନା କରି ଦେଲେ ଯେ ଏବେ ତାଙ୍କ ପାଖରେ କିଛି ନାହିଁ ଦେବାକୁ ।

ଏହା ପରେ ସେହି ବୃଦ୍ଧ ବ୍ୟକ୍ତି ଟି ସେଠାରୁ ଚାଲିଗଲେ । କିନ୍ତୁ ସେହି ଦୃଶ୍ୟଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଚାରିଆଡେ ଚର୍ଚ୍ଚା ହେବାକୁ ଲାଗିଅଛି । ତାଙ୍କ ଫ୍ୟାନ୍ସ ମାନେ ଏହାକୁ ଦେଖି ପ୍ରଶ୍ନ କରିଛନ୍ତି ଯେ କଣ ତାଙ୍କ ପାଖରେ ସେହି ବୃଦ୍ଧ ବ୍ୟକ୍ତି ଙ୍କୁ ଦେବାକୁ କିଛି ନଥିଲା ? ଏହା ଚିନ୍ତା କରିବାର ବିଷୟ ଯେ ଆମ୍ଭେ କଣ ଏହିଭଳି ଭାବରେ ମାନବିକତା ଭୁଲିଯିବା ଉଚିତ ? ଏହି ଭି-ଡି-ଓ କୁ ନେଇ ସମସ୍ତେ ନିଜର ମତାମତ ବନାଉଛନ୍ତି ।

ଏହି ଭି-ଡି-ଓ ସାମ୍ନା ରେ ଆସିବା ପରଠାରୁ ଶ୍ରଦ୍ଧା କପୁର ଙ୍କୁ ଲଗାତାର ଟ୍ରୋଲ କରାଯାଉଅଛି । କାରଣ ଶ୍ରଦ୍ଧା ଙ୍କ ପାଖରେ ବହୁତ ବଡ ବ୍ୟାଗ ଥିଲା ଯାହାକୁ ନେଇ ଲୋକେ ବର୍ତ୍ତମାନ କମେଣ୍ଟ କରୁଛନ୍ତି । ଫ୍ୟାନ୍ସ ଙ୍କ କହିବା ଅନୁଯାୟୀ ଶ୍ରଦ୍ଧା ଙ୍କୁ ବୃଦ୍ଧ ବ୍ୟକ୍ତି ଙ୍କର ସାହାର୍ଯ୍ୟ ନ କରି ଲଜ୍ୟା ଆସିବା କଥା । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବାରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *