Vastu Shastra – ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, କେବେ ବି ହେବ ନାହିଁ ଧନର ଅଭାବ

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଓ ହିନ୍ଦୁ ଧର୍ମଗ୍ରନ୍ଥରେ ବହୁତ ସାରା ନିୟମ ରହିଛି । ଆମ ଦେଶରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ମନା ଯାଇଥାଏ ଓ ସମସ୍ତ ଘରେ ମହିଳା ମାନଙ୍କର ରହିବା ନିହାତି ଆବଶ୍ୟକ । ବନ୍ଧୁଗଣ ଯେଉଁ ଘରେ ମହିଳା ମାନଙ୍କର ସମ୍ମାନ କରାଯାଇ ନଥାଏ ସେହି ଘରକୁ କେବେ ହେଲେ ମା ଲକ୍ଷ୍ମୀ ଆସି ନଥାନ୍ତି । ଏହା ସହିତ ମହିଳା ମାନଙ୍କ ଦ୍ଵାରା କରା ଯାଇଥିବା ଛୋଟ ଛୋଟ କାର୍ଯ୍ୟର ପ୍ରଭାବ ସଂପୂର୍ଣ୍ଣ ଘର ପରିବାରରେ ପଡିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏକ ଖାସ ନିୟମ କହିବାକୁ ଯାଉଛୁ , ଯାହାକୁ ମହିଳା ମାନେ ଶୋଇବା ପୂର୍ବରୁ କରିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ମହିଳା ମାନଙ୍କୁ ସନ୍ଧ୍ୟା ହେବା ପରେ କୌଣସି ଲୋକକୁ କ୍ଷୀର, ଦହି, ଲୁଣ, ରସୁଣ ଓ ପିଆଜ ଦେବା ଉଚିତ ନୁହେଁ । କ୍ଷୀର ଓ ଦହି ଦେବା ଦ୍ଵାରା ଆପଣଙ୍କ ଚନ୍ଦ୍ରମା ଗ୍ରହ ପ୍ରଭାବିତ ହୋଇଥାଏ । ତେଣୁ ଯଦି ଆପଣ ଏହି ସମସ୍ତ ଜିନିଷକୁ ସନ୍ଧ୍ୟା ସମୟରେ କୌଣସି ଲୋକକୁ ଦେବେ ତାହାଲେ ଆପଣଙ୍କ ସମସ୍ତ ସୁଖ ଓ ସମୃଦ୍ଧି ଆପଣଙ୍କ ଠାରୁ ବହୁତ ଶୀଘ୍ର ଦୂର ହୋଇଯିବ ।

୨. ସାଧାରଣତଃ ମହିଳା ମାନେ ସନ୍ଧ୍ୟା ହେବା ସମୟରେ ଘରର ଝାଡୁକୁ କେବେହେଲେ ଖୋଲାରେ ରଖିବା ଉଚିତ ନୁହେଁ । ସନ୍ଧ୍ୟା ହେବା ପରେ ଆପଣ ମାନେ ଝାଡୁକୁ ଦକ୍ଷିଣ-ପଶ୍ଚିମ ଦିନରେ ଲୁଚାଇ ରଖିଦିଅନ୍ତୁ । ଏହା ଦ୍ଵାରା ଆପଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହେବ । ହେଲେ କେବେହେଲେ ଭୁଲ ସେ ମଧ୍ୟ ଝାଡୁକୁ ବାହାରେ, ଅଗଣାରେ ଓ ଛାତ ଉପରେ ରଖିବେ ନାହିଁ ।

୩. ସାଧାରଣତଃ ସମସ୍ତ ମହିଳା ମାନଙ୍କୁ ରାତିରେ କେଶକୁ ଖୋଲି ରଖିବା ଉଚିତ ନୁହେଁ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି । ତେଣୁ ରାତି ସମୟରେ ସ୍ତ୍ରୀ ମାନଙ୍କୁ ନିଜ କେଶକୁ ବାନ୍ଧି ରଖିବା ଉଚିତ । କାରଣ ସେହି ସମୟରେ ଘର ମଧ୍ୟକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ହେଲେ ବହୁତ ମହିଳା ରାତିରେ ନିଜ କେଶକୁ ବାନ୍ଧି ନଥାନ୍ତି । ଆପଣ ରାତି ସମୟରେ ନିଜ କେଶରେ ଏକ କ୍ଲିପ କିମ୍ବା କ୍ଲଚର ମଧ୍ୟ ଲଗାଇ ପାରିବେ ।


୪. ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଥିବା ବାସନ ଆଦିକୁ ସଫା କରି ଶୋଇବା ନିହାତି ଆବଶ୍ୟକ । ଯଦି ଆପଣ ଅଇଁଠା ବାସନ ରଖି ରାତିରେ ସୋଇବେ ତାହାଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ଆପଣ କୌଣସି ଏକ ପାତ୍ରରେ ପାଣିକୁ ଭର୍ତ୍ତି କରି ରଖିଦିଅନ୍ତୁ ଓ ସଖାଳ ହେବା ପରେ ସେହି ପାଣିକୁ ନେଇ ଏକ ଗଛ ମୂଳରେ ପକାଇ ଦିଅନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିବା ସହ ଘରେ କେବେହେଲେ ଧନର ଅଭାବ ହୋଇନଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *