ଘରେ ଠାକୁର ପୂଜା କରିବା ସମୟରେ ଯଦି ମିଳିଥାଏ ଏହି ସବୁ ସଂକେତ ତେବେ ଜାଣିବେ ଭଗବାନ ଅଛନ୍ତି ଆପଣଙ୍କ ପାଖରେ – Ajira Anuchinta

ହିନ୍ଦୁ ଧର୍ମ ରେ ପ୍ରତ୍ୟେକ ଲୋକ ପ୍ରତି ଦିନ ଭଗବାନ ଙ୍କ ପୂଜା କରି ଥାଆନ୍ତି । ସମସ୍ତେ ପ୍ରତିଦିନ ଭଗବାନ ଙ୍କୁ ଆରାଧନା କରିଥାନ୍ତି । ସେମାନେ ବିଶ୍ୱାସ କରିଥାନ୍ତି କି ଭଗବାନ ଙ୍କ ଆରାଧନା କରିବା ଦ୍ୱାରା ଭଗବାନ ତାଙ୍କ ଉପରେ କୃପା ଦୃଷ୍ଟି ରଖନ୍ତି ଓ ସମସ୍ତ ଅସୁବିଧା ରୁ ମୁକ୍ତି କରନ୍ତି । ବ୍ୟସ୍ତତା ମୟ ଜୀବନରେ ଲୋକ ମାନେ ଦିନକୁ ଥରେ ଭଗବାନ ଙ୍କ ଆରଧନା କରିଥାନ୍ତି । ପୂଜା କରିବା ଦ୍ୱାରା ମନ ଓ ଆତ୍ମା କୁ ଶାନ୍ତି ମିଳିଥାଏ । ପୂଜା କରିବା ସମୟରେ ଭଗବାନ ତାଙ୍କ ଦିବ୍ୟ ଦୃଷ୍ଟି ରେ କିଛି ସଂକେତ ଦେଇଥାନ୍ତି । ଏହା ବିଜ୍ଞାନ ରେ ମଧ୍ୟ ପ୍ରମାଣିତ ହୋଇଛି ।

ଯେତେବେଳେ ବ୍ୟକ୍ତି ଶ୍ରଦ୍ଧାର ସହ ଭଗବାନ୍ ଙ୍କ ପୂଜା କରେ ସେତବେଳେ ତାର ଚାରିପଟେ ଏକ ଦିବ୍ୟଶକ୍ତି ଘୂରି ବୁଲେ ଯାହା ଭଗବାନ ଓ ତାକୁ ଯୋଡ଼ି ରଖେ । ପୂଜା ସମୟରେ ଭଗବାନ କିଛି ସଂକେତ ଦେଇଥାନ୍ତି ଯାହା ଦ୍ଵାରା ଆମେ ଜାଣି ପାରିବା କି ସେ ଆମ ଉପରେ କୃପା ଦୃଷ୍ଟି ରଖିଛନ୍ତି ଆସନ୍ତୁ ଜାଣିବା ସେ ସଂକେତ ବିଷୟରେ ।

୧. ଭଗବାନଙ୍କ ପୂଜା ସମୟରେ ଯଦି ଜଳୁଥିବା ଦୀପ ର ଶିଖା ଅଧିକ ପ୍ରଜ୍ବଳିତ ଭାବରେ ଜଳେ ବା ଉପରକୁ ଉଠି ଆସେ ସେତେବେଳେ ଜାଣିବେ କି ସେ ଆପଣଙ୍କ ଡାକ ଶୁଣିଛନ୍ତି । ସେ ଏବେ ଆପଣଙ୍କର ସବୁ ମନ ସ୍କାମନା ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଆପଣଙ୍କର ଆଉ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

୨. ପୂଜା କରିବା ସମୟରେ ଯଦି କୌଣସି ବ୍ୟକ୍ତି ଆପଣ ଙ୍କ ପାଇଁ କିଛି ଉପହାର ଆଣି ଆସେ ଏହି ସମୟରେ ଆପଣ ଜାଣନ୍ତୁ କି ଭଗବାନ୍ ଆପଣଙ୍କ ଉପରେ କୃପା କରୁଛନ୍ତି । ଆପଣଙ୍କର ଆସନ୍ତା ସମୟ ବହୁତ ଭଲରେ କଟିବାର ଅଛି ।

୩. ଭଗବାନ ଙ୍କ ପୂଜା ସମୟ ରେ ଯେତେବବେଳେ ଆପଣ ତାଙ୍କ ପ୍ରତିମା ଉପରେ ଫୁଲ ଚଢାଉଥିବା ସମୟରେ ଯଦି ଫୁଲଟି ତଳକୁ ଖସି ପଡେ ତ ଏଥିରୁ ଜାଣନ୍ତୁ କି ଭଗବାନ ଆପଣଙ୍କ ର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ।

୪. ଘରେ ପୂଜା ସମୟରେ ଆଳତି କରୁଥିବା ସମୟରେ ଯଦି ଘଣ୍ଟି ର ଶବ୍ଦ ଶୁଣନ୍ତି ଓ ଯଦି ସେହି ସମୟରେ କେହି ବ୍ରାହ୍ମଣ, ଭିକାରୀ ଘରକୁ ଆସନ୍ତି ଏହାକୁ ଭଗବାନ୍ ଅଛନ୍ତି ବୋଲି ମନାଯାଏ । ସେହି ବ୍ୟକ୍ତି ଙ୍କୁ କେବେ ବି ଖାଲି ହାତରେ ଫେରାନ୍ତୁ ନାହିଁ । ଯଦି ଏ ସବୁ ସଂକେତ ଆପଣ ଦେଖୁଛନ୍ତି ଜାଣନ୍ତୁ କି ଭଗବାନ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଛନ୍ତି ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *